25/07/2024
କିରଣ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଭାଇଙ୍କ ବହୁମୂଲ୍ୟ O+ve ରକ୍ତ ପ୍ରଦାନ କରି ଏକ ଜୀବନ ଆଲୋକ ଦେଖିଇଥିବାରୁ। #ସୂର୍ଯ୍ୟାଲୋକ_ସମାଜସେବା_ପରିବାର ର ସଦସ୍ୟ କଥାରେ ନୁହଁ ଅସୁବିଧାରେ ଜୀବନ କୁ ବାଜି ଦିଅନ୍ତି ବୋଲି ଏହା ପ୍ରମାଣ କରି ମଧ୍ୟ ଦେଖାଇଛନ୍ତି। ଭଗବାନ ତମକୁ ସର୍ବଦା ସାହା ହୁଅନ୍ତୁ। ଜୟ ଶ୍ରୀରାମ 🙏🙏
23/05/2023
#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ଅରେଇ ଗ୍ରାମର ଜଣେ ଅସହ୍ୟ ବୃଦ୍ଧା ମାଉସୀ *କୁନି ଦେଇ(୫୨)* ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଯାଜପୁର ର ମୂଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହଉଛନ୍ତି। ସୂଚନାରୁ ଜଣାପଡ଼ିଲା କି ଉକ୍ତ ମାଉସୀ ମଉସା ଙ୍କର ପୁଅ-ବହୁଥାଇ ମଧ୍ୟ ସେ ତିନିଦିନ ହେବ ଅସ୍ତ୍ରପ୍ରଚାର ପରେ ସେବା ଔଷଧ ପାଇଁ ଟଙ୍କା ଅସୁବିଧାର କାରଣ ସାଜିଛି। ଉକ୍ତ ସ୍ଥାନରେ ଆମ *ସୂର୍ଯ୍ୟାଲୋକ ସମାଜ ସେବା* ପରିବାର ପହଁଞ୍ଚି କିଛି ଆର୍ଥିକ ସହଯୋଗ କରିବା ସହ ଯେତେ ଦିନ ମେଡିକାଲ ରେ ରହିବେ ତାଙ୍କ ସୁବିଧା ଅସୁବିଧା ସବୁ ବୁଝିବ ବୋଲି ପ୍ରତିଶ୍ରୁତିଦେଇଛି। ଜୟ ଶ୍ରୀ ରାମ 🙏
12/04/2023
#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ସହାୟତା
17/03/2023
ଗତଦିନ ରେ ୯ଗୋଟି ପ୍ରାଣୀଙ୍କ ଭାର ଉଠାଉଥିବା ବ୍ୟକ୍ତି ଆଜି ତାର କ୍ରିୟା କର୍ମ କରିବାକୁ ସାମର୍ଥ ନୁହଁ ତାର ପରିବାର! ସେଇ ଅସହାୟ ପରିବାରର କୁ ଆମ #ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ କିଛି ଆର୍ଥିକ ରାଶି ପ୍ରଦାନ କଲୁ।🙏🙏
26/02/2023
#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ନିଃଶୁକ୍ଳ ଅମ୍ଳଜାନ ଯୋଗାଣ 🙏🙏
29/01/2023
#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ନିଶୁକ୍ଳ ଅମ୍ଳଜାନ ଯୋଗାଣ
09/01/2023
#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ନିଃଶୁଳ୍କ ଅମ୍ଳଜାନ ଯୋଗାଣ କୋରେଇ କୁ 🙏🙏