BJP Jajpur MLA Constituency

BJP Jajpur MLA Constituency

Share

Bjp State Office Secretary , Odisha State

25/05/2024
Photos from BJP Jajpur MLA Constituency's post 29/11/2021

ଆନନ୍ଦପୁର ନୂଆ ବ୍ୟାରେଜରେ ଓ ନିକଟରେ

Photos from BJP Jajpur MLA Constituency's post 07/07/2021

ମୋଦିଜୀଙ୍କ ୨ବର୍ଷର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ସ୍ଥାନିତ ଦୁଇ ମନ୍ତ୍ରୀ Ashwini Vaishnaw ଓ Bishweswar Tudu ଜୀଙ୍କୁ ହାର୍ଦିକ #ଅଭିନନ୍ଦନ | ତାଙ୍କର ରେ ସଫଳତା କାମନା କରୁଛି |

Photos from BJP Jajpur MLA Constituency's post 01/05/2021

BMS ର ବିଶିଷ୍ଟ ଶ୍ରମିକ ନେତା ସ୍ବର୍ଗତ ପ୍ରତାପ ପଣ୍ଡାଙ୍କ 51ତମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି.

06/12/2020

ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ୍ର. ବ. ର. ଆମ୍ବେଦକରଙ୍କ 65ତମ ପୂଣ୍ୟତିଥିରେ ଶତ ଶତ ନମନ.

Photos from BJP Jajpur MLA Constituency's post 26/11/2020

ଆଜିର ଦିନରେ 1949 ମସିହା ଆମ ଦେଶର ପବିତ୍ର ସମ୍ବିଧାନ ପ୍ରସ୍ତୁତି ହୋଇଥିଲା. ଏହା 26 ଜାନୁଆରୀ 1950ରେ କାର୍ଯ୍ୟକାରୀ ହୋଇଥିଲା. ଏହି ଶୁଭଦିନ ଉପଲକ୍ଷେ ସମସ୍ତଙ୍କୁ ହାର୍ଦିକ ଶୁଭକାମନା.

24/11/2020

ଶିଖ ସମ୍ପ୍ରଦାୟର ନବମ ଗୁରୁ ତେଗ ବାହାଦୁରଙ୍କ ଆତ୍ମବଳିଦାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି l

Want your business to be the top-listed Government Service in Jajpur?

Click here to claim your Sponsored Listing.

Location

Telephone

Website

Address


Ankula
Jajpur
755001

Opening Hours

9am - 5pm