Chakradhar Prusty Charitable Trust

Chakradhar Prusty Charitable Trust

Share

To "Chakradhar Prusty Charitable Trust", established in the memory of Late Chakradhar Prusty, retired administrator, philanthropist and crusader of truth

This page is dedicated to "Chakradhar Prusty Charitable Trust" that was established in the memory of Late Chakradhar Prusty, retired administrator, philanthropist and crusader of truth and righteousness.

Photos from Chakradhar Prusty Charitable Trust's post 14/04/2025

ଓଡିଆ ନବବର୍ଷ ଓ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଆଜି ପାଣିକୋଇଲିରେ ପଥପ୍ରାନ୍ତ ଲୋକଙ୍କ ପାଇଁ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ଆୟୋଜିତ ହୋଇଛି।

Photos from Chakradhar Prusty Charitable Trust's post 14/04/2023

ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଆଜି ପାଣିକୋଇଲି ଠାରେ ପଥପ୍ରାନ୍ତ ଲୋକଙ୍କ ସୁବିଧା ପାଇଁ ଟଙ୍କ ତୋରାଣି ଓ ଦହି ସର୍ବତ ବଣ୍ଟନ କରାଯାଇଛି।

Photos from Chakradhar Prusty Charitable Trust's post 29/03/2021

ହୋଲି ଅବସରରେ ପାଣିକୋଇଲିର ବିଭିନ୍ନ ବସ୍ତିରେ ହୋଲି ପାଳନ ଓ ମିଷ୍ଟାନ୍ନ ବଣ୍ଟନ।

Photos from Chakradhar Prusty Charitable Trust's post 30/05/2020

ଚକ୍ରଧର ପୃଷ୍ଟି ଚ୍ୟାରିଟେବଲ୍ ଟ୍ରଷ୍ଟ ତରଫରୁ ପାଣିକୋଇଲିର ଓଚିନ୍ଦା ଠାରେ ଆଜି (୩୦-୦୫-୨୦୨୦) ବୃକ୍ଷରୋପଣ କରାହୋଇଛି। ଏଠାରେ ପ୍ରାୟ ୬୦ ଟି ନିମ୍ବ, ବଉଳ, ଆମ୍ବ ଗଛ ଲଗାହୋଇଛି।

ବି.ଦ୍ର.- ବୃକ୍ଷରୋପଣ ସମୟରେ ସାମାଜିକ ଦୂରତ୍ୱକୁ କଡାକଡି ଭାବେ ପାଳନ କରାହୋଇଛି।

Photos from Chakradhar Prusty Charitable Trust's post 10/03/2020

ରଙ୍ଗର ପର୍ବ ହୋଲି ଅବସରରେ ପାଣିକୋଇଲି ସ୍ଥିତ ବସ୍ତିରେ ହୋଲିଖେଳ ଓ ମିଷ୍ଟାନ୍ନ ବଣ୍ଟନ।

Photos from Chakradhar Prusty Charitable Trust's post 24/11/2019

organised it's 5th Mega Health Camp today at Panikoili.

More than 400 patients were diagnosed and free medicine was distributed in the camp.

We are very much thankful to all the specialist doctors and all the volunteers for making it a huge success.

21/11/2019

ବନ୍ଧୁଗଣ ସପ୍ରେମ ନମସ୍କାର। ସବୁବର୍ଷ ଭଳି ଏ ବର୍ଷ ମଧ୍ୟ ଚକ୍ରଧର ପୃଷ୍ଟି ଚ୍ୟାରଟେବଲ୍ ଟ୍ରଷ୍ଟ ତରଫରୁ ଆସନ୍ତା ୨୪ ତାରିଖ, ରବିବାର ଦିନ ପାଣିକୋଇଲି ଠାରେ ଏକ ବିଶାଳ ସ୍ଵାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହେବ। ଏଠାରେ ନିଃଶୁଳ୍କ ସେବା ସାଙ୍ଗକୁ ମାଗଣାରେ ଔଷଧ ବିତରଣ କରାଯିବ।

is going to organise another Mega Health Camp at Panikoili, Jajpur on 24th November 2019. Specialists of all disciplines will treat patients. Moreover there will be free medicine distribution.

We need your support and blessings to make it a huge success.

'Plant a Sapling, Take a Selfie With it': Prakash Javadekar's World Environment Day Message 05/06/2019

ମାନନୀୟ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକରଙ୍କ ଏହି ପରାମର୍ଶକୁ ଆମେ ହୃଦୟର ସହିତ ସ୍ଵାଗତ କରୁଛୁ। ଗଛ ଲଗାଇବା ଏକ ଜନ ଆନ୍ଦୋଳନରେ ପରିଣତ ହେବା ଆବଶ୍ୟକ। ୨୦୧୬ ମସିହାରୁ ଚକ୍ରଧର ପୃଷ୍ଟି ଚ୍ୟାରିଟେବଲ୍ ଟ୍ରଷ୍ଟ ଏ ଦିଗରେ କାର୍ଯ୍ୟ କରି ଆସୁଛି। ମାନନୀୟ ଜାଭଡେକର ଜୀ ଙ୍କ ଏହି ପରାମର୍ଶକୁ ଦେଶବାସୀ ପାଳନ କରିବାକୁ ଅନୁରୋଧ।



'Plant a Sapling, Take a Selfie With it': Prakash Javadekar's World Environment Day Message Javadekar, who took charge of as the environment minister on Saturday, said 'jan bhagidari' (people's participation) is integral to tackling environmental issues and it has to be a people's movement.

Photos from Chakradhar Prusty Charitable Trust's post 18/05/2019

in "The Samaja" today.

Photos from Chakradhar Prusty Charitable Trust's post 12/05/2019

ଚକ୍ରଧର ପୃଷ୍ଟି ଚ୍ୟାରିଟେବଲ୍ ଟ୍ରଷ୍ଟ ତରଫରୁ #ଫନୀ ପ୍ରପୀଡ଼ିତ ପରିବାରଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ।

ଆଜି ଟ୍ରଷ୍ଟ ତରଫରୁ ପୁରୀର ବଳିଆପଣ୍ଡା ଅଞ୍ଚଳରେ ପ୍ରାୟ ଦୁଇଶହ ପରିବାରରେ ସାହାଯ୍ୟ ସ୍ଵରୂପ ବିସ୍କୁଟ୍, ମହମବତୀ ଓ ଅତ୍ୟାବଶ୍ୟକ ଔଷଧ ବିତରଣ କରାଯାଇଥିଲା।

ଏଥିରେ ସହଯୋଗ କରିଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

Want your business to be the top-listed Government Service in Jajpur?

Click here to claim your Sponsored Listing.

Location

Telephone

Website

Address


Panikoili
Jajpur
755043