କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ବଣ୍ଟନ....
ଜୟ କଂଗ୍ରେସ
Ajay Samal Badachana
JAY CONGRESS
22/07/2021
କୁନ୍ଦଳ ଗ୍ରାମପଞ୍ଚାୟତର କୂଳହରିପୁର ଗ୍ରାମରେ ସାମାଜ ସେବୀ ଅର୍ଜୁନୀ ସାମଲଙ୍କ ଘର। ଅନ୍ୟର ସୁଖ ଦୁଃଖରେ ଭାଗୀ ହେବା ତାଙ୍କର ବୃତ୍ତି। କିନ୍ତୁ ଏକ ବର୍ଷ ମଧ୍ୟରେ ସେ ଦୁଇ ଦୁଇଟି ଭେଣ୍ଡିଆ ପୁଅକୁ ହରାଇ ଦେଇଛନ୍ତି। ସେ ମ୍ରିୟମାଣ କିନ୍ତୁ ତାଙ୍କ ବୃତ୍ତିକୁ ଛାଡିନାହାଁନ୍ତି। ଇଶ୍ୱର ତାଙ୍କୁ ସହାୟ ହୁଅନ୍ତୁ।
21/07/2021
କୁନ୍ଦଳ ଗ୍ରାମପଞ୍ଚାୟତର କୂଳହରିପୁର ଗ୍ରାମର ଅନଙ୍ଗ ସାମଲଙ୍କ ବିବାହ ଉତ୍ସବରେ କାର୍ଯ୍ୟ ବ୍ୟସ୍ତତା ପାଇଁ ଯୋଗ ଦେଇପାରିନଥିଲି ଆଜି ତାଙ୍କର ଅଷ୍ଟମଙ୍ଗୁଳାରେ ପହଁଚି ନବ ଦମ୍ପତ୍ତିକୁ ଶୁଭ ଆଶୀର୍ବାଦ ପ୍ରଦାନ।
21/07/2021
ଇଦକା ପଡ଼ିଆରେ କୋଭିଡ କଟକଣାରେ ସମୂହ ନମାଜ ପାଠ ଓ ବନ୍ଧୁମାନଙ୍କ ସହ ଇଦ୍ ମିଳନ।
ଇଦ୍ ମୁବାରକ....
21/07/2021
ପବିତ୍ର ଇଦ୍ ଉଲ୍ ଜ୍ଜୁହା ଅବସରରେ ସମସ୍ତ ମୁସଲମାନ ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିବା ସହ ସେମାନଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।
20/07/2021
ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସାଉଡିଆ ଗ୍ରାମପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଦୁର୍ଯ୍ୟୋଧନ ମହାପାତ୍ରଙ୍କର ପୁତ୍ରବଧୂ ତଥା ସାହସପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ମହାପାତ୍ରଙ୍କ ସହଧର୍ମିଣୀ ବାଣୀଶ୍ରୀ ମହାପାତ୍ରଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦାନ।
20/07/2021
ପବିତ୍ର ବାହୁଡା଼ ଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ।
ଜୟ ଜଗନ୍ନାଥ....
19/07/2021
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବ ନିଯୁକ୍ତ ମିଡ଼ିଆ କମିଟିର ଅଧକ୍ଷ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା, ଆବାହକ ଶ୍ରୀଯୁକ୍ତ ସତ୍ୟ ପ୍ରକାଶ ନାୟକ, ସଂଯୋଜକ ଦୀପକ କୁମାର ମହାପାତ୍ର ଓ ସମସ୍ତ ସଦସ୍ୟ ବୃନ୍ଦଙ୍କୁ ବଡ଼ଚଣା କଂଗ୍ରେସ ତରଫରୁ ସ୍ଵାଗତ।
Click here to claim your Sponsored Listing.
Location
Category
Website
Address
Charinangal
Jajpur
754292
