Mercedes, Fortuner, Endeavour, Innova ଭଳି ଗାଡ଼ିରେ ଆସି ଗାମୁଛା, ଫୁଲମାଳ ପକେଇ ହାତଯୋଡ଼ି ଜୁହାର ହୋଉଥିବା ନେତା ପ୍ରକୃତ ସେବକ ନୁହଁନ୍ତି, ଯେଉଁମାନେ ଆପଣଙ୍କ ଭବିଷ୍ୟ ପାଇଁ କାମ କରିବେ । ଏସବୁ ଗାଡ଼ିର ମାସିକ ତେଲ ଖର୍ଚ୍ଚ ଆମ ଘର ମାସେ ଚଳିବ । ଆସନ୍ତୁ ଆମେ ସଚ୍ଚୋଟ ନେତାଙ୍କୁ ସମର୍ଥନ କରିବା, ଯେଉଁମାନେ ଆପଣଙ୍କ ପାଇଁ କାମ କରିବେ ।
ଜୟ ଶ୍ରୀ ଜଗନ୍ନାଥ 🙏🙏
ଓଡ଼ିଶା ଲୋକ ଦଳ 🙏🙏
ଓଡ଼ିଶା ଲୋକ ଦଳ - ବରୀ, ଯାଜପୁର
Contact information, map and directions, contact form, opening hours, services, ratings, photos, videos and announcements from ଓଡ଼ିଶା ଲୋକ ଦଳ - ବରୀ, ଯାଜପୁର, Political Party, Bari, Jajpur.
ବରୀ ନିର୍ବାଚନ ମଣ୍ଡଳୀର ବିକାଶର ଧାରାକୁ ମୁଖ୍ୟ ସ୍ରୋତ କୁ ଆଣିବାର ପ୍ରୟାସ ରେ ସମସ୍ତେ ସହଯୋଗ କରନ୍ତୁ।
ଓଡ଼ିଶା ଲୋକ ଦଳ OLD
ଓଡ଼ିଆ ପାଇଁ ଓଡ଼ିଶା। Odisha for Odias
odishalokadala.com
17/06/2026
17/06/2026
ଆମ ନେତାମାନଙ୍କର ଏ କି ପ୍ରକାରର ମାନସିକତା? କେହି ତ ଉତ୍ତର ଦାୟିତ୍ୱ ହୁଅ?
ସ୍କୁଲ ପାଠ୍ୟ ପୁସ୍ତକରେ ମୁଦ୍ରଣ ତୃଟି "ଖାମଖିଆଲି ମନୋଭାବ"କୁ ପ୍ରକାଶ କରୁଅଛି। ମୃଦ୍ରଣ ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟ ସଠିକ ଭାବରେ ପାଳନ ହୋଇ ନ ଥିବା ମନେ ହେଉଛି। ଏହି ଦାୟିତ୍ୱ ହୀନତା ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।
#ସର୍ବାଗ୍ରେଓଡ଼ିଆ #ସର୍ବାଗ୍ରେଓଡ଼ିଶା #ଓଡ଼ିଆପାଇଁଓଡ଼ିଶା #ଓଡ଼ିଆସ୍ୱାଭିମାନ
Click here to claim your Sponsored Listing.
Location
Category
Website
Address
Bari
Jajpur
