Durga Prasad Naik

Directions Contact the organization

Durga Prasad Naik Advocate High court Odisha
(2)

17/08/2026
ଆଜି ମୋର ସହଧର୍ମିଣୀ ହେମଲତା ନାଏକ ର ଜନ୍ମଦିନ, ମା ଲଙ୍କେଶ୍ୱରୀ ତାଙ୍କୁ କୁଶଳରେ ରଖନ୍ତୁ ଏହାହିଁ ପ୍ରାର୍ଥନା 🙏
15/08/2026

ଆଜି ମୋର ସହଧର୍ମିଣୀ ହେମଲତା ନାଏକ ର ଜନ୍ମଦିନ, ମା ଲଙ୍କେଶ୍ୱରୀ ତାଙ୍କୁ କୁଶଳରେ ରଖନ୍ତୁ ଏହାହିଁ ପ୍ରାର୍ଥନା 🙏

80 ତମ ସ୍ୱାଧୀନତା ଦିବସ ଅବସରରେ ସମଗ୍ର ଦେଶ ବାସୀ ଙ୍କୁ ସାବିତ୍ରୀ ବାଇ ଫୁଲେ ପାଠଶାଳା ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ I ବନ୍ଦେ ମା...
15/08/2026

80 ତମ ସ୍ୱାଧୀନତା ଦିବସ ଅବସରରେ ସମଗ୍ର ଦେଶ ବାସୀ ଙ୍କୁ ସାବିତ୍ରୀ ବାଇ ଫୁଲେ ପାଠଶାଳା ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ I ବନ୍ଦେ ମାତରଂ 🙏🙏🙏🙏

ସ୍ୱାଧୀନତା ଦିବସ' ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l ଆସନ୍ତୁ, ଆମେ ସମସ୍ତେ ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବ...
15/08/2026

ସ୍ୱାଧୀନତା ଦିବସ' ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l ଆସନ୍ତୁ, ଆମେ ସମସ୍ତେ ଦେଶର ଏକତା, ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବଜାୟ ରଖିବା 🙏

ସମ୍ବଲପୁରୀ ଓ ଘୁମୁରା ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ l କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ଆମର ଭାଷା, ସଂସ୍କୃତି, ...
01/08/2026

ସମ୍ବଲପୁରୀ ଓ ଘୁମୁରା ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ l କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ଆମର ଭାଷା, ସଂସ୍କୃତି, ପରମ୍ପରା ଓ ଘୁମୁରାର ଗୌରବମୟ ସର୍ବଦା ସମସ୍ତଙ୍କ ହୃଦୟରେ ଅମର ରହୁ। ଏବଂ ସମ୍ବଲପୁରୀ ଶାଢ଼ୀ ହେଉ ବା ଡ୍ରେସ, ସଂସ୍କୃତି ହେଉ ବା ନୃତ୍ୟ, କଳା ହେଉ ବା କାରିଗରୀ ସବୁଥିରେ ସମ୍ବଲପୁରୀ ପରମ୍ପରା ଅତି ନିଆରା l

ସଦଗୁରୁ ଶ୍ରୀ ନନ୍ଦୀକିଶୋର ଶ୍ରୀମାଲି "ସେବା ସମ୍ପର୍ପଣ ଓ ସଦାର ଜୀବନ୍ତ ପ୍ରତିକ ଆମ ପରମ ଗୁରୁ ଆମ ପ୍ରେରଣା"ଆପଣ ଙ୍କ ଚରଣ ରେ କୋଟି କୋଟି ପ୍ରଣ...
29/07/2026

ସଦଗୁରୁ
ଶ୍ରୀ ନନ୍ଦୀକିଶୋର ଶ୍ରୀମାଲି
"ସେବା
ସମ୍ପର୍ପଣ ଓ ସଦାର
ଜୀବନ୍ତ ପ୍ରତିକ
ଆମ ପରମ ଗୁରୁ
ଆମ ପ୍ରେରଣା"
ଆପଣ ଙ୍କ ଚରଣ ରେ କୋଟି କୋଟି ପ୍ରଣାମ ଗୁରୁଦେବ 🙏

ପବିତ୍ର  #ବାହୁଡ଼ା_ଯାତ୍ରା ଅବସରରେ ସମସ୍ତ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ  ଶୁଭକାମନା l କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ବ...
24/07/2026

ପବିତ୍ର #ବାହୁଡ଼ା_ଯାତ୍ରା ଅବସରରେ ସମସ୍ତ ଭକ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ବାସର ଏହି ଦିବ୍ୟ ଏବଂ ଭବ୍ୟ ଯାତ୍ରା ଅବସରରେ ସମସ୍ତଙ୍କ ପରିବାର ର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳମୟ କାମନା କରୁଅଛି l
ଜୟ ଜଗନ୍ନାଥ 🙏

ପଣ୍ଡରାମାଳି ସମାଜ, କଳାହାଣ୍ଡି ପାଇଁ ଏହା ଏକ ଗୌରବମୟ ଓ ଐତିହାସିକ ମୁହୂର୍ତ୍ତ।ଆମ ସମାଜର ପ୍ରଥମ ଦୁଇ ଝିଅ ସମାପିକା ସମଦର୍ଶିନୀ ନାଏକ ଏବଂ ପ୍ର...
17/07/2026

ପଣ୍ଡରାମାଳି ସମାଜ, କଳାହାଣ୍ଡି ପାଇଁ ଏହା ଏକ ଗୌରବମୟ ଓ ଐତିହାସିକ ମୁହୂର୍ତ୍ତ।

ଆମ ସମାଜର ପ୍ରଥମ ଦୁଇ ଝିଅ ସମାପିକା ସମଦର୍ଶିନୀ ନାଏକ ଏବଂ ପ୍ରିୟଦର୍ଶିନୀ ନାଏକ NEET ପରୀକ୍ଷାରେ ସଫଳତା ହାସଲ କରି ସମଗ୍ର ସମାଜର ମାନ ଓ ଗର୍ବକୁ ଉଚ୍ଚ କରିଛନ୍ତି।

ଏହି ଅବିସ୍ମରଣୀୟ ସଫଳତା ପାଇଁ ଉଭୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଅଶେଷ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରେ ସେମାନେ ଭବିଷ୍ୟତରେ ଜଣେ ଦକ୍ଷ, ସେବାଭାବୀ ଓ ସଫଳ ଡାକ୍ତର ହୋଇ ସମାଜ ଓ ଦେଶର ସେବା କରନ୍ତୁ।

ତୁମମାନଙ୍କର ସଫଳତା ସମଗ୍ର ସମାଜ ପାଇଁ ପ୍ରେରଣା। ଏମିତି ହିଁ ଆଗକୁ ବଢ଼, ସ୍ୱପ୍ନକୁ ସାକାର କର ଓ ନୂଆ ଇତିହାସ ରଚନା କର।

💐 ହାର୍ଦ୍ଦିକ ଅଭିନନ୍ଦନ ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା। 💐

ପଣ୍ଡରା ମାଳି ସମାଜ ପାଇଁ ଆଜି ଏକ ଗୌରବ ର ଦିନ.ଆମ ସମାଜ ପାଇଁ ନୂଆ ଇତିହାସ ସୃଷ୍ଟି କରିଥିବା ଆମ ସାନଭାଇ ବେଣୁଧର ମଶ୍ରା ଙ୍କ ସୁପୁତ୍ରୀ (ଲିପି...
17/07/2026

ପଣ୍ଡରା ମାଳି ସମାଜ ପାଇଁ ଆଜି ଏକ ଗୌରବ ର ଦିନ.ଆମ ସମାଜ ପାଇଁ ନୂଆ ଇତିହାସ ସୃଷ୍ଟି କରିଥିବା ଆମ ସାନଭାଇ ବେଣୁଧର ମଶ୍ରା ଙ୍କ ସୁପୁତ୍ରୀ (ଲିପି )ସମାପିକା ସମଦର୍ଶିନୀ ମଶ୍ରା NEET ପରୀକ୍ଷ୍ୟା ରେ AIR 2701, ମାର୍କ 636 ରଖି ରେ କୃତ କାର୍ଯ୍ୟ ହୋଇଛନ୍ତି.ଖୁସି ର କଥା ସମାଜ ର ସେ ପ୍ରଥମ ଡାକ୍ତରାଣୀ ହେବେ l
ତାଙ୍କ ବାପା ମା ଭଉଣୀ ନିରୁପମା ଓ ବେଣୁଧର ଭାଇ ଙ୍କୁ ଧନ୍ୟବାଦ ଦେଉଛି ଯେ ଏଭଳି ସନ୍ତାନ ଜନ୍ମ ଦେଇ ସମାଜକୁ ଗର୍ବିତ କରିଛନ୍ତି ସେଥିପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି I ଜୟ ଫୁଲେ 🙏 ଜୟ ପଣ୍ଡାରା ମାଳି ସମାଜ 🙏🙏

Address

Junagarh

Website

Alerts

Be the first to know and let us send you an email when Durga Prasad Naik posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Durga Prasad Naik:

Shortcuts

Share