BHIM ARMY Kalahandi

BHIM ARMY Kalahandi

Share

Like & Follow Bhim Army Kalahandi

26/10/2020
20/10/2020

EDUCATE AGITATE ORGANIZE
ଜୟ ଭୀମ କ'ଣ ?

1) ଜୟ ଭୀମ କୌଣସି ରାଜନୈତିକ ସ୍ଲୋଗାନ ନୁହେଁ କି କୌଣସି ବ୍ୟକ୍ତି, ଗୋଷ୍ଠୀ ବା ଅଂଚଳର ଏକ ଅଧିକାର ନୁହେଁ।

2) ଏକ ଶପଥ ପାଠ - ସମ୍ବିଧାନ କୁ ସୁରକ୍ଷା କରିବା ପାଇଁ।

3) ଏକ ଆହ୍ଵାନ - ଶିକ୍ଷିତ ହୋଇ, ସଙ୍ଘର୍ଷ କରି, ସଙ୍ଗଠିତ ହେବାପାଇଁ।

4) ଏକ ସଙ୍କଳ୍ପ - Pay Back to Society ପାଇଁ।

5) ଏକ ସଙ୍କଳ୍ପ - ନିଜକୁ ଜଳାଞ୍ଜଳି ଦେଇ ଭାରତର ଏକତା ଓ ଅଖଣ୍ଡତା ବଜାୟରଖିବା ପାଇଁ।

6) ଏକ ଆନ୍ଦୋଳନ - ଅସମାନତା, ଲିଙ୍ଗଭେଦ ଏବଂ ଅନ୍ଧବିଶ୍ବାସ ବିରୁଦ୍ଧରେ ଲଢେଇ କରିବା ପାଇଁ।

7) ଏକ ଭାବନା - ନୀର୍ଭୀକ ଜୀବନ ଯାପନ କରିବା ପାଇଁ।

8) ଏକ ପରମ୍ପରା - ସ୍ବତନ୍ତ୍ରତା, ସମାନତା, ବନ୍ଧୁତା, ନ୍ୟାୟ ଓ ଧର୍ମନୀରପେକ୍ଷତା ପାଇଁ।

9) ଏକ ଯୋଜନା - ବ୍ୟକ୍ତି, ପରିବାର, ସମାଜ, ଦେଶ ଏବଂ ବିଶ୍ଵରେ ଲୋକତନ୍ତ୍ର, ନୈତିକତା, ବିଜ୍ଞାନ, ଶାନ୍ତି ଓ ବିକାଶ ପାଇଁ।

10) ଏକ ଉତ୍ତରଦାନ - ଅଶୋକ, କବୀର, ତିଲକା ମାଝୀ, ସିଦ୍ଧୁ ଓ କାହ୍ନୁ ମୁର୍ମୁ, ଜୌତିବା ରାଓ ଫୁଲେ, ବିର୍ସା ମୁଣ୍ଡା, ଛତ୍ରପତୀ ସାହୁଜୀ ମହାରାଜ, ବାବାସାହେବ ଆମ୍ବେଦକର ଏବଂ ପେରିୟାରଙ୍କ ଚିନ୍ତାଧାରା ପାଇଁ।

Want your business to be the top-listed Government Service in Kalahandi?

Click here to claim your Sponsored Listing.

Location

Category

Website

Address


Bhawanipatna
Kalahandi