03/10/2026
କଣ୍ଟାବାଞ୍ଜି ର ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ଜଗନ୍ନାଥ ରାଓ ଙ୍କ ଦଶାହ ଶୁଦ୍ଧିକ୍ରିୟା ରେ ସାମିଲ ହେଲୁ। ତାଙ୍କର ଏହି ଅପରିହାର୍ଯ୍ୟ କ୍ଷତି ଆମ ସମସ୍ତଙ୍କ ପାଇଁ ଅସହ୍ୟ। ସେ ଆମ ମଧ୍ୟରେ ସଦା ସ୍ମରଣୀୟ ହୋଇ ରହିବେ। ମୁଁ ଭଗବାନଙ୍କ ନିକଟରେ କୋଟି କୋଟି ପ୍ରାର୍ଥନା କରୁଛି ଯେ, ତାଙ୍କ ଦିବ୍ୟ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଏହି ଦୁର୍ଲଭ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଶକ୍ତି ଓ ଧୈର୍ଯ୍ୟ ଦିଅନ୍ତୁ।
ଓଁ ଶାନ୍ତି।