Puspanjali sidu bjp

Puspanjali sidu bjp

Share

SABKA SAATH SABKA BISWAS

20/10/2025

ଆଲୋକର ପର୍ବ ଦୀପାବଳି ଆପଣଙ୍କ ଜୀବନରେ ଦୁଃଖ ରୂପକ ଅନ୍ଧକାରକୁ ଦୁରେଇ ନେଇ ସୁଖ ଓ ସମୃଦ୍ଧି ଆଣିଦେଉ , ପବିତ୍ର ଦୀପାବଳି ଉପଲକ୍ଷେ ଆପଣଙ୍କୁ ଓ ଆପଣମାନଙ୍କ ପରିବାରବର୍ଗଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।🙏🙏

07/10/2025

ମହାକାବ୍ୟ ରାମାୟଣର ରଚୟିତା ଆଦିକବି ମହର୍ଷି ବାଲ୍ମୀକିଙ୍କ ଜୟନ୍ତୀରେ ଶତ ଶତ ପ୍ରଣାମ ।🙏🙏

06/10/2025

ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମା' ଲକ୍ଷ୍ମୀଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ଏତିକି କାମନା।🙏🙏

02/10/2025

ଅସତ୍ଯ ଉପରେ ସତ୍ଯର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅନ୍ଯାୟ ଉପରେ ନ୍ଯାୟର ବିଜୟର ମହାପର୍ବ ପବିତ୍ର 'ବିଜୟା ଦଶମୀ' ତଥା 'ଦଶହରା' ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l

30/09/2025

ନବରାତ୍ରୀର ନବମ ଦିବସରେ ମା' ସିଦ୍ଧିଦାତ୍ରୀଙ୍କୁ କୋଟି କୋଟି ପ୍ରଣାମ।🙏🙏

30/09/2025

“ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା |
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ||”

ମହାମାୟାଙ୍କ ମହା ଅଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଜଗତଜନନୀ ମା’ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣି ଦିଅନ୍ତୁ।🙏🙏

29/09/2025

ନବରାତ୍ରୀର ଅଷ୍ଟମ ଦିବସରେ ମାତା ମହାଗୌରୀଙ୍କୁ କୋଟି କୋଟି ପ୍ରଣାମ। ଦୟାମୟୀ ମା' ସମସ୍ତଙ୍କୁ ପବିତ୍ରତା, ସମୃଦ୍ଧି ଓ ଶୁଭଫଳ ଦେଇ ଆଶୀର୍ବାଦ ପ୍ରଦାନ କରନ୍ତୁ।🙏🙏

28/09/2025

ଭାରତ ମାତାର ବୀର ସୁପୁତ୍ର, ତ୍ୟାଗ ଏବଂ ବଳିଦାନର ପ୍ରତୀକ ଅମର ଶହୀଦ ଭଗତ ସିଂଙ୍କ ଜୟନ୍ତୀରେ ଶତ କୋଟି ପ୍ରଣାମ l🙏🙏

28/09/2025

ନବରାତ୍ରୀର ସପ୍ତମ ଦିବସରେ ମା' କାଳରାତ୍ରିଙ୍କୁ କୋଟି କୋଟି ପ୍ରଣାମ। ଦେବୀ କାଳରାତ୍ରି ସମସ୍ତଙ୍କୁ ବିପଦ ଓ ଭୟରୁ ମୁକ୍ତ କରି ସୁରକ୍ଷା ପ୍ରଦାନ କରନ୍ତୁ।🙏🙏

27/09/2025

ନବରାତ୍ରୀର ଷଷ୍ଠ ଦିବସରେ ଦେବୀ କାତ୍ୟାୟନୀଙ୍କୁ କୋଟି କୋଟି ପ୍ରଣାମ। ମଙ୍ଗଳମୟୀ ମା' ଭକ୍ତମାନଙ୍କୁ ଶକ୍ତି ଓ ସାହସ ପ୍ରଦାନ କରନ୍ତୁ।🙏🙏

Photos from Puspanjali sidu bjp's post 25/09/2025

ଆଜି ୨୫ସେପ୍ଟେମ୍ବର ମହାନ ରାଷ୍ଟ୍ରବାଦୀ, ଜନନାୟକ, ଭାରତୀୟ ଜନସଙ୍ଘର ପ୍ରତିଷ୍ଠାତା, ମହାନ ଦାର୍ଶନିକ ତଥା ଆମ ଦଳର ମାର୍ଗଦର୍ଶକ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ୧୧୦ତମ ଜୟନ୍ତୀ ସାରଙ୍ଗଗଡ ଜିପି ର ପିଙ୍ଗୁ ବୁଥ ରେ ପାଳନ କରିବା ଅବସରରେ ।🙏

25/09/2025

ନବରାତ୍ରୀର ଚତୁର୍ଥ ଦିବସରେ ଶୁଭଦାୟିନୀ ମା କୁଷ୍ମାଣ୍ଡା ଦେବୀଙ୍କୁ ପ୍ରଣାମ। କରୁଣାମୟୀ ମା' ସମସ୍ତଙ୍କର ରୋଗ, ଦୁଃଖ ଓ ଶୋକ ହରଣ କରି ସମସ୍ତଙ୍କୁ ସୁସ୍ୱାସ୍ଥ୍ୟ, ସମ୍ପଦ ଏବଂ ଶକ୍ତି ପ୍ରଦାନ କରନ୍ତୁ ।🙏🙏

Want your business to be the top-listed Government Service in Karanjia?

Click here to claim your Sponsored Listing.

Location

Category

Telephone

Website

Address


At/po-Banasahi, Ward/15
Karanjia
757037