Sidharth Dash

Directions

Sidharth Dash Politician

07/10/2026
07/10/2026
06/10/2026
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ଓଡ଼ିଶା ବିଧାନସଭାର ପୂର୍ବତନ ସଦସ୍ୟ, ଖୋର୍ଦ୍ଧାର ପ୍ରାଣନାଥ ମହାବିଦ୍ୟାଳୟ ର ପ...
05/10/2026

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ଓଡ଼ିଶା ବିଧାନସଭାର ପୂର୍ବତନ ସଦସ୍ୟ, ଖୋର୍ଦ୍ଧାର ପ୍ରାଣନାଥ ମହାବିଦ୍ୟାଳୟ ର ପ୍ରାଣପ୍ରତିଷ୍ଠାତା ସ୍ୱର୍ଗତଃ ପ୍ରାଣନାଥ ପଟ୍ଟନାୟକ ଙ୍କ ପୁଣ୍ୟତିଥି ରେ ବିନମ୍ର ଶ୍ରଦ୍ଧାଞ୍ଜଳି।

ଦେଶର ସର୍ବକନିଷ୍ଠ ବୀର ଶହୀଦ ତଥା ଓଡ଼ିଶା ମାଟିର ଗର୍ବ ବାଜି ରାଉତଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।ମାତ୍ର ୧୨ ବର୍ଷର ତରୁଣ ବୟସର...
05/10/2026

ଦେଶର ସର୍ବକନିଷ୍ଠ ବୀର ଶହୀଦ ତଥା ଓଡ଼ିଶା ମାଟିର ଗର୍ବ ବାଜି ରାଉତଙ୍କ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ମାତ୍ର ୧୨ ବର୍ଷର ତରୁଣ ବୟସରେ ଦେଶ ପାଇଁ ନିଜ ପ୍ରାଣବଳି ଦେଇଥିବା ଏହି ଅମର ବୀରଙ୍କ ବୀରତ୍ୱ ଓ ବଳିଦାନ ଆଜି ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଅମର ଉତ୍ସ ।

Address

Kendrapada
Kendrapara District

Website

Alerts

Be the first to know and let us send you an email when Sidharth Dash posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share