08/10/2026
ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାର ସ୍ଵତନ୍ତ୍ର କ୍ୟାମ୍ପର ଦ୍ବିତୀୟ ଦିନରେ ନୂତନ ଓ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି ଓ ସେମାନେ ନାମ ପଞ୍ଜୀକରଣ କରୁଛନ୍ତି। CMO Odisha Ceoodisha Information & Public Relations Department, Government of Odisha