Tapibhai Fanbase

Directions

Tapibhai Fanbase Contact information, map and directions, contact form, opening hours, services, ratings, photos, videos and announcements from Tapibhai Fanbase, Political organisation, Harichandanpur, Keonjhar.

ବିଜେପି ସରକାର ଙ୍କ ହୀନ ମାନସିକତା.... ପ୍ରବାଦ ପୁରୁଷ  ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତ ଦିବସ କୁ ବାତିଲ କରିବା ପ୍ରସଙ୍ଗ ଅତ୍ୟନ...
06/03/2025

ବିଜେପି ସରକାର ଙ୍କ ହୀନ ମାନସିକତା.... ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତ ଦିବସ କୁ ବାତିଲ କରିବା ପ୍ରସଙ୍ଗ ଅତ୍ୟନ୍ତ ଦୁଃଖର ବିଷୟ....ଏହାକୁ ପ୍ରତିବାଦ ତଥା ବିଜୁ ବାବୁଙ୍କ ପ୍ରତି ଏହା ଅସମ୍ମାନ କରାଯାଇଥିବା ପ୍ରସଙ୍ଗ ରେ ଆଜି ହରିଚନ୍ଦନପୁର ବିଜୁ ଜନତା ଦଳ ତରଫରୁ ବିଜେପି ସରକାର କରିଥିବା ହିନ ମାନସିକତା କୁ ବିରୋଧ କରାଯାଇଅଛି ।

ରାଉଲକେଲା କୁ ରାଉଳକେଳମ୍ ଆଉ ଭୁବନେଶ୍ୱର କୁ ଭୁବନେଶ୍ଵରମ୍ କହିଥିଲେ ନନା ବୁଝି ଥାନ୍ତେ 😆😆😆ପ୍ରତାପ ନନା ପଡ଼ିବା ପରେ ମୁଣ୍ଡରେ ଗଭୀର ଆଘାତ ହେଇ...
17/02/2025

ରାଉଲକେଲା କୁ ରାଉଳକେଳମ୍ ଆଉ ଭୁବନେଶ୍ୱର କୁ ଭୁବନେଶ୍ଵରମ୍ କହିଥିଲେ ନନା ବୁଝି ଥାନ୍ତେ 😆😆😆
ପ୍ରତାପ ନନା ପଡ଼ିବା ପରେ ମୁଣ୍ଡରେ ଗଭୀର ଆଘାତ ହେଇଛି ବୋଧେ.... ରାଉଲକେଲା ଓ ଭୁବନେଶ୍ବର କେବେ ଠୁ ଜିଲ୍ଲା ହେଲାଣି ହୋ....🤣🤣🤣🤣🤣....

16/02/2025

Address

Harichandanpur
Keonjhar
758028

Website

Alerts

Be the first to know and let us send you an email when Tapibhai Fanbase posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share