Bruti - Ek Swabhimani Seva

Directions

Bruti - Ek Swabhimani Seva Contact information, map and directions, contact form, opening hours, services, ratings, photos, videos and announcements from Bruti - Ek Swabhimani Seva, Social service, Gadadharpur, Ghatagaon, Keonjhar.

Bruti is a self-respect-driven service designed to empower persons with disabilities by providing them with self-reliance, self-employment, and a dignified livelihood.

07/06/2026
🌸 ବୃତ୍ତି – ଏକ ସ୍ୱାଭିମାନୀ ସେବାପୁଣି   ଆଉ ଏକ ପଦକ୍ଷେପ… 🌸ସ୍ୱାଭିମାନୀ ବିଚିତ୍ରବଡ଼ଭାଇ ସରୋଜ ଭାଇଙ୍କର ତତ୍ତ୍ୱାବଧାନରେ, “ବୃତ୍ତି – ଏକ ସ୍...
07/06/2026

🌸 ବୃତ୍ତି – ଏକ ସ୍ୱାଭିମାନୀ ସେବା
ପୁଣି ଆଉ ଏକ ପଦକ୍ଷେପ… 🌸

ସ୍ୱାଭିମାନୀ ବିଚିତ୍ର

ବଡ଼ଭାଇ ସରୋଜ ଭାଇଙ୍କର ତତ୍ତ୍ୱାବଧାନରେ, “ବୃତ୍ତି – ଏକ ସ୍ୱାଭିମାନୀ ସେବା” ଯାତ୍ରାରେ ଆମେ ଆଜି ପୁଣି ଆଉ ଏକ ପଦ ଆଗକୁ ବଢ଼ିଲୁ।

ଆମର ଦିବ୍ୟାଙ୍ଗ ଭାଇ ବିଚିତ୍ର ଆଜି ଖଣ୍ଡଗିରି, ଭୁବନେଶ୍ୱର ଠାରେ ସ୍ୱାବଲମ୍ବନ ଓ ସ୍ୱାଭିମାନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ଏହା କେବଳ ଏକ ଜୀବିକାର ସୁଯୋଗ ନୁହେଁ, ବରଂ ଦିବ୍ୟାଙ୍ଗଜନଙ୍କ ଆତ୍ମବିଶ୍ୱାସ, ସମ୍ମାନ ଓ ସ୍ୱାବଲମ୍ବନର ଏକ ଉଜ୍ଜ୍ୱଳ ପ୍ରତୀକ।

ଏହି ସଫଳତା ପାଇଁ BRUTI Team ର ସମସ୍ତ ସହଯୋଗୀଙ୍କୁ ଅନେକ ଧନ୍ୟବାଦ। ବିଶେଷ ଭାବେ ବିଜୟଜୀ, ଅଭିମନ୍ୟୁ, ଶ୍ରୀକାନ୍ତ ଓ ଭାଇଙ୍କୁ ହୃଦୟରୁ କୃତଜ୍ଞତା।

ଆପଣମାନଙ୍କର ଆଶୀର୍ବାଦ, ସହଯୋଗ ଓ ପ୍ରେରଣା ଆମକୁ ଆଗକୁ ବଢ଼ିବାର ଶକ୍ତି ଦେଇଥାଏ। ଆପଣଙ୍କ ସ୍ନେହ ଓ ଆଶୀର୍ବାଦ ଏମିତି ହିଁ ଆମ ସହ ରହୁ। 🙏








aFoundation












🙏🌸

🌸 ବୃତ୍ତି – ଏକ ସ୍ୱାଭିମାନୀ ସେବା                         ଆଉ ଏକ ପଦକ୍ଷେପ… 🌸             ସ୍ୱାଭିମାନୀ ଶ୍ରୀକୃଷ୍ଣ ବଡ଼ଭାଇ ସରୋଜ ଭାଇଙ...
31/05/2026

🌸 ବୃତ୍ତି – ଏକ ସ୍ୱାଭିମାନୀ ସେବା
ଆଉ ଏକ ପଦକ୍ଷେପ… 🌸

ସ୍ୱାଭିମାନୀ ଶ୍ରୀକୃଷ୍ଣ

ବଡ଼ଭାଇ ସରୋଜ ଭାଇଙ୍କର ତତ୍ତ୍ୱାବଧାନରେ, ଆଜି “ବୃତ୍ତି – ଏକ ସ୍ୱାଭିମାନୀ ସେବା” ଯାତ୍ରାରେ ଆମେ ଆଉ ଏକ ପଦ ଆଗକୁ ବଢ଼ିଲୁ।

ଆମର ଦିବ୍ୟାଙ୍ଗ ଭାଇ ଶ୍ରୀକୃଷ୍ଣ ନାୟକ ଆଜି Janla ଛକ, ଖୋର୍ଦ୍ଧା ଠାରେ ସ୍ୱାବଲମ୍ବନ ଓ ସ୍ୱାଭିମାନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ଏହା କେବଳ ଏକ ଜୀବିକାର ସୁଯୋଗ ନୁହେଁ, ବରଂ ଦିବ୍ୟାଙ୍ଗଜନଙ୍କ ଆତ୍ମବିଶ୍ୱାସ, ସମ୍ମାନ ଓ ସ୍ୱାବଲମ୍ବନର ପ୍ରତୀକ।

ଏହି ସଫଳତା ପାଇଁ BRUTI Team ର ସମସ୍ତ ସହଯୋଗୀଙ୍କୁ ଅନେକ ଧନ୍ୟବାଦ। ବିଶେଷ ଭାବେ ବିଜୟଜୀ, ଅଭିମନ୍ୟୁ, ଶ୍ରୀକାନ୍ତ ଓ ବିଷ୍ଣୁପ୍ରସାଦ ଭାଇଙ୍କୁ ହୃଦୟରୁ କୃତଜ୍ଞତା।

ଆପଣମାନଙ୍କର ଆଶୀର୍ବାଦ, ସହଯୋଗ ଓ ପ୍ରେରଣା ଆମକୁ ଆଗକୁ ବଢ଼ିବାର ଶକ୍ତି ଦେଇଥାଏ।

ଆପଣଙ୍କ ଆଶୀର୍ବାଦ ଓ ସ୍ନେହ ଏମିତି ହିଁ ଆମ ସହ ରହୁ। 🙏



























🙏🌸

With Rtn Er Satyabrata Sahoo – I just got recognised as one of their top fans! 🎉
27/04/2026

With Rtn Er Satyabrata Sahoo – I just got recognised as one of their top fans! 🎉

Training @ BRUTI EK SWABHIMANI SEVA
30/03/2026

Training @ BRUTI EK SWABHIMANI SEVA

LIVE ANNUAL FUNCTION SHREE VIDYA VATIKA GHATAGAON
29/03/2026

LIVE
ANNUAL FUNCTION
SHREE VIDYA VATIKA
GHATAGAON

🛑Live🛑 ANNUAL DAY CELEBRATION ( PRATIVA 2026 ) // SHREE VIDYA VATIKA GHATGAON // KENDUJHAR //🛑Live🛑 ANNUAL DAY CELEBRATION ( PRATIVA 2026 ) // SHREE ...

Annual function of SHREE GURUKUL HARICHANDANPUR and BRUTI Harichandanpur live
22/03/2026

Annual function of SHREE GURUKUL HARICHANDANPUR and BRUTI Harichandanpur live

SUNDAY 22ND MARCH 2026ANNUAL DAY CELEBRATION (SAMARPAN 2026) // SHREE GURUKUL'S SISHYA, MANOHARPUR // VENUE : MANOHARPUR, HARICHANDANPUR, KEONJHAR

Address

Gadadharpur, Ghatagaon
Keonjhar
758029

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm
Sunday 9am - 5pm

Website

Alerts

Be the first to know and let us send you an email when Bruti - Ek Swabhimani Seva posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category