Kapilendra Yadav

Call Directions Website Contact the organization

Kapilendra Yadav Advocate || Social Worker || Political Activist ||
State Youth General Secretary
Utkal Yadav Mahasava

ନୂଆପଡ଼ା ଜିଲ୍ଲା ଛାତ୍ର ସଂଘର ତୃତୀୟ ପ୍ରତିଷ୍ଠା ଦିବସ ଏବଂ ଅହିଂସା ଓ ସତ୍ୟର ପୂଜାରୀ ରାଷ୍ଟ୍ରୀୟ ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପା...
02/10/2026

ନୂଆପଡ଼ା ଜିଲ୍ଲା ଛାତ୍ର ସଂଘର ତୃତୀୟ ପ୍ରତିଷ୍ଠା ଦିବସ ଏବଂ ଅହିଂସା ଓ ସତ୍ୟର ପୂଜାରୀ ରାଷ୍ଟ୍ରୀୟ ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ।।

On the occasion of Gandhi Jayanti and the 3RD foundation day of the DISTRICT STUDENT'S UNION, NUAPADA while delivering a speech regarding the need for a student organization in the district.





Heartfelt greetings to all on the auspicious occasion of The great Festival of Western Odisha.  Nuakhai. May Maa Samales...
15/09/2026

Heartfelt greetings to all on the auspicious occasion of The great Festival of Western Odisha. Nuakhai. May Maa Samaleswari bless for good harvest and prosperity.


04/09/2026
ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ୟାସିନ ମହମ୍ମଦଙ୍କ ଭାଣିଜୀ ବିବାହ ଉତ୍ସବରେ ସାମିଲ ହେଇ ଭାଣିଜୀ ଙ୍କ ନୂତନ ବୈବାହିକ ଜୀବନ ...
30/08/2026

ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ୟାସିନ ମହମ୍ମଦଙ୍କ ଭାଣିଜୀ ବିବାହ ଉତ୍ସବରେ ସାମିଲ ହେଇ ଭାଣିଜୀ ଙ୍କ ନୂତନ ବୈବାହିକ ଜୀବନ ପାଇଁ ଶୁଭେଚ୍ଛା ଜଣାଇଲୁ ।।

ଭାରତୀୟ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥାରେ ଅବହେଳିତ ତଥା ପଛୁଆ ବର୍ଗ (OBC) ମାନଙ୍କୁ ସେମାନଙ୍କର ପ୍ରକୃତ ଅଧିକାର ଏବଂ ସାମାଜିକ ପ୍ରତିନିଧିତ୍ୱ ପ...
25/08/2026

ଭାରତୀୟ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥାରେ ଅବହେଳିତ ତଥା ପଛୁଆ ବର୍ଗ (OBC) ମାନଙ୍କୁ ସେମାନଙ୍କର ପ୍ରକୃତ ଅଧିକାର ଏବଂ ସାମାଜିକ ପ୍ରତିନିଧିତ୍ୱ ପ୍ରଦାନ କରିବାରେ ମଣ୍ଡଳ କମିଶନଙ୍କ ସୁପାରିଶ ଏକ ଐତିହାସିକ ମାଇଲଖୁଣ୍ଟ। ଅବସରରେ ଭାରତୀୟ ରାଜନୀତି ଓ ସମାଜରେ ସମାନତା ଆଣିବା ପାଇଁ ମଣ୍ଡଳ ଆୟୋଗର ରିପୋର୍ଟ ଲେଖି 60 କୋଟି ଓବିସିର (ପଛୁଆବର୍ଗଙ୍କ) ଭାଗ୍ୟ ବଦଳାଇଥିବା ସାମାଜିକ ନ୍ୟାୟ ପ୍ରଦାନରେ ପଛୁଆବର୍ଗଙ୍କ ଜନନେତା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ମାନ୍ୟବର ବିନ୍ଧେଶ୍ଵରି ପ୍ରସାଦ ମଣ୍ଡଳଜୀଙ୍କ ସେହି ଅତୁଳନୀୟ ଅବଦାନକୁ ଆମେ ସସମ୍ମାନ ସ୍ମରଣ କରି ୧୦୮ତମ ଜନ୍ମ ଜୟନ୍ତୀ ପାଳନ ଆଜି ଖଡିଆଳ ବ୍ଲକ ଭୋଜପୁର ସ୍ଥିତ ଯାଦବ ଭଵନ ଠାରେ ଅନୁଷ୍ଠିତ ହେଇଯାଇଛି ।।

ତତସହିତ ତୁରନ୍ତ OBC ର ଜାତି ଜନଗଣନା କରି ସଂଖ୍ୟାନୁପାତିକ ଆରକ୍ଷଣ ପ୍ରଦାନ ପାଇଁ ଆଜି ଆମେ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରୁଛୁ।।





Obc Manch Nuapada

*ଜନସଂଖ୍ୟା ଆଧାରରେ ସଂରକ୍ଷଣ ଦାବିରେ ଓଡିଶା ରାଜ୍ୟ ଓବିସି ମଞ୍ଚର ସାମ୍ବାଦିକ ସମ୍ମିଳନୀ ।*ପାଟଣାଗଡ ଗୋକୁଲ ରେଷ୍ଟୁରାଣ୍ଟ ସମ୍ମିଳନୀ କକ୍ଷରେ ଓ...
06/08/2026

*ଜନସଂଖ୍ୟା ଆଧାରରେ ସଂରକ୍ଷଣ ଦାବିରେ ଓଡିଶା ରାଜ୍ୟ ଓବିସି ମଞ୍ଚର ସାମ୍ବାଦିକ ସମ୍ମିଳନୀ ।*

ପାଟଣାଗଡ ଗୋକୁଲ ରେଷ୍ଟୁରାଣ୍ଟ ସମ୍ମିଳନୀ କକ୍ଷରେ ଓଡିଶା ଓବିସି ମଞ୍ଚ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଓବିସି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂଖ୍ୟାନୁପାତିକ ସଂରକ୍ଷଣ ଉପରେ ଆଲୋଚନା କରାଯାଇଥିଲା। ସରକାର ଓବିସି ମାନଙ୍କୁ ତାଙ୍କ ହକ୍ ଅଧିକାରରୁ ବଞ୍ଚିତକରି, କେବଳ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଥିବାରୁ। ଆଗାମୀ ଦିନରେ ଓବିସିମାନେ ସଂଗଠିତ ହୋଇ ନିଜର ଅଧିକାର ପାଇଁ ଲଢେଇ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଓବିସି ମଞ୍ଚର ସଂପାଦକ ପ୍ରଦେଶି ବିଶ୍ୱାଲ, ଜିଲ୍ଲା ସଂଯୋଜକ ବ୍ରଜଭୁଷଣ ସାଏ, ରାଜ୍ୟ ଯୁବ ସଂଯୋଜକ କପିଳେନ୍ଦ୍ର ଯାଦବ ଓ ସାମାଜିକ କର୍ମୀ ଶାନ୍ତନୁ କୁମାର ବୁଧିଆ ମଞ୍ଚାସୀନ ଥିଲେ।

କୌଣସି ଆରକ୍ଷଣ ବିରୋଧି ଆନ୍ଦୋଳନରେ ଓବିସି ସମାଜର ଯୁବକ ମାନେ ସାମିଲ ନହେବା ପାଇଁ ଅନୁଷ୍ଠାନର କର୍ମକର୍ତ୍ତାମାନେ ଆହ୍ବାନ ଦେଇଥିଲେ। ଆଗାମି ଦିନରେ ଓବିସି ମାନେ ସାମାଜିକ, ରାଜନୈତିକ, ଅର୍ଥନୈତିକ, ଶିକ୍ଷା ଓ ଚାକିରି କ୍ଷେତ୍ରରେ କିଭଳି ନିଜର ପ୍ରତିନିଧିତ୍ବ କରିପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା।

ଜୟ ମାଧବ                                                               ଜୟ ଯାଦବ ଆଜି କୋମନା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ନୂଆପଡ...
12/07/2026

ଜୟ ମାଧବ ଜୟ ଯାଦବ

ଆଜି କୋମନା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ନୂଆପଡ଼ା ଜିଲ୍ଲା ଯାଦବ ସମାଜର ଜିଲ୍ଲା କାର୍ଯ୍ୟକାରୀଣି ବୈଠକ ସାମିଲ ହେଲି ।।

ଏହି ଅବସରରେ ୨୦୨୫-୨୦୨୬ ମାଟ୍ରିକ ପରୀକ୍ଷା ରେ A1, A2 ଗ୍ରେଡ ପାଇ ଉତୀର୍ଣ୍ଣ ହୋଇଥିବା ଯାଦଵ ଛାତ୍ରଛାତ୍ରୀ ମାନଙ୍କୁ ଏହି ଗୌରବମୟ ସଫଳତା ପାଇଁ ନୂଆପଡା ଜିଲ୍ଲା ଯାଦବ ସମାଜ ପକ୍ଷରୁ ସମ୍ମାନିତ କରାଯାଇଛି।

ତାଙ୍କର ଏହି ସଫଳତା ପାଇଁ ଅନେକ ଅନେକ ଅଭିନନ୍ଦନ ଓ ହାର୍ଦ୍ଧିକ ଶୁଭେଚ୍ଛା। 💐🙏
ଭବିଷ୍ୟତରେ ସମସ୍ତେ ଆହୁରି ଉଚ୍ଚ ସଫଳତା ହାସଲ କରନ୍ତୁ, ଏହାହିଁ ଶୁଭକାମନା। 🌺

All India Yadav Mahasabha, Youth Cell
All India Yadav Mahasabha
Utkal Yadav Mahasava
Yuva Yadav Mahasabha Nuapada

Address

Khariar

Telephone

+919439144514

Alerts

Be the first to know and let us send you an email when Kapilendra Yadav posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Kapilendra Yadav:

Shortcuts

Share