ଗିରି କ୍ରିଷ୍ଣା

ଗିରି କ୍ରିଷ୍ଣା

Share

କବିସୂ୍ଯ୍ୟନଗର ନିର୍ବାଚନ ମଣ୍ଡଳୀ, ଗଞ୍ଜାମ, ଓଡିଶା
2029 ସାଧାରଣ ନିର୍ବାଚନ

13/04/2025

ସ୍ବଚ୍ଛ, ସବୁଜ, ସୁନ୍ଦର ରାଜଧାନୀ ଭୁବନେଶ୍ବର।
ରାଜଧାନୀ ପ୍ରତିଷ୍ଠା ଦିବସରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ସଂସ୍କୃତି ସମ୍ପନ୍ନ, ମନ୍ଦିର ମାଳିନୀ ଭୁବନେଶ୍ବର ଓଡ଼ିଶାର ଗରିମାକୁ ଯୁଗ ଯୁଗଧରି ଋଦ୍ଧିମନ୍ତ କରିଛି। ରୂପାନ୍ତରଣର ସ୍ପର୍ଶରେ ବିକାଶର ନୂଆ ଶିଖର ଛୁଉଁଛି। ସମୃଦ୍ଧି ପଥରେ ସମସ୍ତଙ୍କୁ ଅଂଶୀଦାର କରି ଏହାର ଐତିହ୍ୟ ଓ ସଂସ୍କୃତିକୁ ବଜାୟ ରଖି ଅତ୍ୟାଧୁନିକ ଭିତ୍ତିଭୂମି ବିକାଶ ସ୍ମାର୍ଟସିଟି ଭୁବନେଶ୍ବରକୁ ସ୍ଵତନ୍ତ୍ର କରିଛି।



Want your business to be the top-listed Government Service in Kodala?

Click here to claim your Sponsored Listing.

Location

Website

Address


Kodala
761032