Pabitra Saunta Official

Directions

Pabitra Saunta Official Indian National Congress

12/07/2026

#ନବାଗତ_ବିଧାୟକ_ପବିତ୍ର_ସାଉନ୍ତାଙ୍କ_ସହ_ସ୍ୱତନ୍ତ୍ର_ସାକ୍ଷାତକାର_

ଜୟପୁର: ମୁଖ୍ୟ ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜନ ଗହଳି ସମୟରେ ଚାରି ଚକିଆ ଯାନ ପାଇଁ କଟକଣା ଲଗାଇଲା ଟାଉନ୍ ଥାନା ପୋଲିସ।
12/07/2026

ଜୟପୁର: ମୁଖ୍ୟ ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜନ ଗହଳି ସମୟରେ ଚାରି ଚକିଆ ଯାନ ପାଇଁ କଟକଣା ଲଗାଇଲା ଟାଉନ୍ ଥାନା ପୋଲିସ।

12/07/2026

ଦେଶ ର ପ୍ରଥମ ମିଛୁଆ ପ୍ରଧାନ ମନ୍ତ୍ରୀ 😇😇😇😇

11/03/2026

Date - 11-03-2026
ରାଜ୍ୟରେ TATA Power ଓ ବିଦ୍ୟୁତ ବିଭାଗ ର ମନ ଇଚ୍ଛା ଜୋରିମାନା ଆଦାୟ, smart meter ଦୁର୍ନୀତି ଓ ଅହେତୁକ ବିଦ୍ୟୁତ କାଟ କୁ ନେଇ ବିଧାନସଭରେ ଗର୍ଜିଲେ ଆମ ପ୍ରିୟ ଲଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା

11/03/2026

ଦାଦନ ମୁକ୍ତ କରିବି କହି ଆସିଥିବା ସରକାର ଆଜି ଓଡିଶା କୁ ଦାଦନ ଯୁକ୍ତ କରିଛି

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭାରତୀୟ ଅର୍ଥନୀତି ଏବଂ ସାଧାରଣ ଜନତାଙ୍କ ଉପରେ ପଡ଼ିବାକୁ ଥିବା ପ୍ରଭାବ ବାବଦରେ ସରକାରଙ୍କୁ ଘେରିଛନ୍ତି। ବିଶେଷ କ...
11/03/2026

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭାରତୀୟ ଅର୍ଥନୀତି ଏବଂ ସାଧାରଣ ଜନତାଙ୍କ ଉପରେ ପଡ଼ିବାକୁ ଥିବା ପ୍ରଭାବ ବାବଦରେ ସରକାରଙ୍କୁ ଘେରିଛନ୍ତି। ବିଶେଷ କରି ତୈଳ ଦର ବୃଦ୍ଧି ଏବଂ ଶେୟାର ବଜାରରେ ହେଉଥିବା କ୍ଷତି ବିଷୟରେ ସେ ଉଲ୍ଲେଖ କରିଛନ୍ତି 😒 TALK TIME 079

ହୁଏତ ବିଜୟର ଫର୍ମୁଲା ସରଳ... ତାଙ୍କୁ ଷ୍ଟାଡିୟମରୁ ଦୂରରେ ରଖ। 😄• ମୋଦି ଚନ୍ଦ୍ରାୟଣ-୨ ଲଞ୍ଚରେ ଯୋଗ ଦେଇଥିଲେ❌ ମିଶନ ବିଫଳ• ମୋଦି ଚନ୍ଦ୍ରାୟଣ-...
11/03/2026

ହୁଏତ ବିଜୟର ଫର୍ମୁଲା ସରଳ... ତାଙ୍କୁ ଷ୍ଟାଡିୟମରୁ ଦୂରରେ ରଖ। 😄
• ମୋଦି ଚନ୍ଦ୍ରାୟଣ-୨ ଲଞ୍ଚରେ ଯୋଗ ଦେଇଥିଲେ
❌ ମିଶନ ବିଫଳ
• ମୋଦି ଚନ୍ଦ୍ରାୟଣ-୩ ଲଞ୍ଚରେ ଯୋଗ ଦେଇ ନଥିଲେ ✅ ମିଶନ ସଫଳ
• ମୋଦି 2023 ICC କ୍ରିକେଟ ବିଶ୍ୱକପ୍ ଫାଇନାଲରେ ଯୋଗ ଦେଇଥିଲେ ❌ ଭାରତ ହାରିଗଲା
• ମୋଦି 2024 ICC T20 ବିଶ୍ୱକପ୍ ଫାଇନାଲରେ ଯୋଗ ଦେଇ ନଥିଲେ ✅ ଭାରତ ଜିତିଲା
• ମୋଦି 2025 ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଯୋଗ ଦେଇ ନଥିଲେ ✅ ଭାରତ ଜିତିଲା
• ମୋଦି 2026 ICC T20 ବିଶ୍ୱକପ୍ ଫାଇନାଲରେ ଯୋଗ ଦେଇ ନଥିଲେ ✅ ଭାରତ ଜିତିଲା

Address

Laxmipur
Koraput
765013

Website

Alerts

Be the first to know and let us send you an email when Pabitra Saunta Official posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Nearby government services