A ସ୍ୱାଭିମାନୀ ଓଡ଼ିଆ

A ସ୍ୱାଭିମାନୀ ଓଡ଼ିଆ

Share

ସରକାର ଯାହାର ହେଉ 🐚🌷🤚
ବିରୋଧୀ ବଞ୍ଚିଲେ ସରକାର ଠିକ ଚାଲିବ ନହଲେ ଏମିତି ଏକ ଛତ୍ର ବାଦି ଶାସନ ଚାଲିବ
✓ଶୁଶାସନ ପାଇ

25/12/2025

SHG ମହିଳା ଓ ଲକ୍ଷପତି ଦିଦିଙ୍କ ବଣଭୋଜିରେ ଆମ ସରକାର ଆମ ଝାଳ ବୁହା ଟିକସ ପଇସାରୁ ୪୦କୋଟି ୬୫ଲକ୍ଷ୍ୟ ଖର୍ଚ୍ଚ କରିବେ।

Photos from A ସ୍ୱାଭିମାନୀ ଓଡ଼ିଆ's post 25/12/2025

SHG ମହିଳା ଓ ଲକ୍ଷପତି ଦିଦିଙ୍କ ବଣଭୋଜିରେ ଆମ ସରକାର ଆମ ଝାଳ ବୁହା ଟିକସ ପଇସାରୁ ୪୦କୋଟି ୬୫ଲକ୍ଷ୍ୟ ଖର୍ଚ୍ଚ କରିବେ।

19/04/2025

😀 ଆଜିବି ବିଜେଡି ସରକାର ରେ ଥିଲା ପରି ଲାଗୁଚି
ଧାମନଗର ରେ ଘରଭଙ୍ଗା ପଇସା ସବୁ ବିଜେଡି ବାଲା ପାଇଛନ୍ତି (ଅଯୋଗ୍ୟ ମାନେ)ଖାଲି ଧlମନଗର ନୁହଁ ସାରା ଓଡିଶା ରେ ଏମିତି 😂

18/04/2025

ଦେଶରେ ତାଡକା କିମ୍ବା ପୁତନା ର latest version କିଏ ??
ଜାଣିଥିଲେ ଉତ୍ତର ରଖିବେ 🙏

18/04/2025

#ରାଷ୍ଟ୍ରପତିଙ୍କୁ_କେହି_ନିର୍ଦ୍ଦେଶ_ଦେଇପାରିବେନି
ରାଷ୍ଟ୍ରପତିଙ୍କ ପାଇଁ ସୁପ୍ରିମକୋର୍ଟ ସମୟସୀମା ଧାର୍ଯ୍ୟ କରିବା ପ୍ରସଙ୍ଗ। ରାଷ୍ଟ୍ରପତିଙ୍କୁ ଆପଣ ନିର୍ଦ୍ଦେଶ ଦେଇପାରିବେନି କହି, ନ୍ୟାୟପାଳିକା ଉପରେ ଜୋରଦାର ବର୍ଷିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ବିଚାରପତିଙ୍କୁ ସୁପର୍ ପାର୍ଲାମେଣ୍ଟ କହି କଟାକ୍ଷ କଲେ।

18/04/2025

ବଦଳିଯିବ ରାସନ କାର୍ଡର ରୂପ ରଙ୍ଗ , ନୂଆ ଢଙ୍ଗରେ ବଣ୍ଟାଯିବ କାର୍ଡ : ଖାଦ୍ୟ ଯୋଗାଣ ମନ୍ତ୍ରୀ

18/04/2025

LIVE: ୪୦୦୦ କୋଟି ଟଙ୍କାରୁ ଅଧିକ ନିବେଶରେ ମୋଟ ୧୫୪ କି.ମି. ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ଏବଂ ଲୋକାର୍ପଣ ।

18/04/2025

#୫ଲକ୍ଷ_୯୦ହଜାରଙ୍କୁ_ମିଳିବ_ରାସନ_କାର୍ଡ
ଖୁବଶୀଘ୍ର ୫ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ ଏ ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର | ଯେଉଁମାନେ ପାଇନାହାନ୍ତି ଆବେଦନ କରନ୍ତୁ, ପୋର୍ଟାଲ ଖୋଲା ଅଛି' |

18/04/2025

#ମତେ_ମିଛରେ_ଫସାଇ_ଦିଆଯାଇଥିଲା
୨୫ ବର୍ଷ ପରେ ଜେଲରୁ ମୁକୁଳିଲେ ଗ୍ରାହମ ଷ୍ଟେନ୍ ହତ୍ୟା ମାମଲାର ଦୋଷୀ ମହେନ୍ଦ୍ର । କହିଲେ, ଉଦ୍ଦେଶ୍ୟମୂଳକ ଭାବେ ଦୋଷୀ ବନାଇ ପଠାଯାଇଥିଲା କାରାଗାର । ଧର୍ମାନ୍ତରୀକରଣ ଓ ଗୋହତ୍ୟାକୁ ବିରୋଧ କରୁଥିବାରୁ ମିଛରେ ଦିଆଯାଇଥିଲା ଫସାଇ । ୧୪ ବର୍ଷ ବଦଳରେ ୨୫ ବର୍ଷ ଜେଲଦଣ୍ଡ ଭୋଗିବା ପଛରେ ବିଜେଡି ସରକାର ଦାୟୀ । ମେ 5ରେ ଦାରା ସିଂଙ୍କ ମୁକ୍ତି ନେଇ ଶୁଣାଣି ।

18/04/2025

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଆୟବର୍ହିଭୂତସମ୍ପତ୍ତି ଖାନତଲାସିରେ ବର୍ତ୍ତମାନସୁଦ୍ଧା ଏକ ଦୁଇ ମହଲା କୋଠା (୫୦୦୦ ବର୍ଗ ଫୁଟ),୨୧ଟି ପ୍ଲଟ, ସୁନା ୩୫୦ ଗ୍ରାମ, ଜମା ₹୧.୦୬ କୋଟି, ଡାକ୍ତର ଜୋଇଁ ଙ୍କ ଘରୁ ନଗଦ ₹୨୪ ଲକ୍ଷ ଟଙ୍କା ଇତ୍ୟାଦି ମିଳିଛି ।

18/04/2025

#ଷ୍ଟିଲ୍‌_ପ୍ଲାଣ୍ଟ_ଜମି_ଅଧିଗ୍ରହଣକୁ_ବିରୋଧ
କେନ୍ଦୁଝର ପାଟଣା ତହସିଲରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ସ୍ଥାପନକୁ ବିରୋଧ । ଜମି ଅଧିଗ୍ରହଣ ପାଇଁ ପ୍ରଶାସନର ନୋଟିସ୍ ପରେ ୧୮ଟି ଗାଁ ଲୋକଙ୍କ ଚରମବାଣୀ । ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ ।

18/04/2025

ଦୁଗ୍ଧ ଚାଷୀ ମାନଙ୍କୁ ଟଙ୍କା ଗଲା
8000
12000 ଏମିତି ଭାବରେ ଯାଇଛି

Want your business to be the top-listed Government Service in Mumbai?

Click here to claim your Sponsored Listing.

Location

Telephone

Website

Address


Mumbai