garhbanikilo gp

Directions

garhbanikilo gp ଆମ ପଂଚାୟତ

06/10/2026

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଗଡ଼ବାଣୀକିଲ ଗ୍ରାମପଞ୍ଚାୟତ ର ସମସ୍ତ ଜନସାଧାରଣ ମାନଙ୍କୁ ଅନୁରୋଧ ସଠିକ ବ୍ୟକ୍ତି, ଶିକ୍ଷିତ ବ୍ୟକ୍ତି, ଆପଣଙ୍କ ପାଇଁ ବ୍ଲକ ରେ ଟେବୁଲ ବାଡ଼େଇକି କାମ ଆଣିପାରୁଥିବେ ସେହି ବ୍ୟକ୍ତି ଙ୍କୁ ଭୋଟ ଦିଅନ୍ତୁ ଯେମିତି ସବୁସମୟରେ ସମସ୍ତଙ୍କ କାମରେ ଆସିପାରିବେ....।
ହେଲେ ଏଇ ଦଲାଲ, ଠକ, ଚୋର, ବଦମାସ, ବେପାରୀ ମନବୃତି ଏବଂ ଶାସନ କରିବା ହେଉ କି ରାଜନୀତି କରିକି ନିଜର ସ୍ୱାର୍ଥ ହାସଲ କରିବା ଲୋକ ମାନଙ୍କୁ ଭୋଟ ଦେବେନି କି ହଇରାଣ ରେ ପଡିବେନି...
ଜନ ହିତରେ ଜାରି... ଜୟ ଗଡ଼ବାଣୀକିଲ..

04/12/2025

ବର୍ତ୍ତମାନ ହେଉଥିବା ଚର୍ଚ୍ଚା ଅନୁସାରେ ମେଡିକାଲ କଲେଜ କୁ ନେଇକି ନୟାଗଡ ରେ ଯେଉଁଭଳି ଭାବରେ ଉଷ୍ମ ରାଜନୀତି ଦେଖିବାକୁ ମିଳୁଛି କି ମେଡିକାଲ କଲେଜ ଚାନ୍ଦପୁର ରେ ହବ ନା ନୟାଗଡ ରେ ହବ। ଠିକ ସେହିପରି ରଣପୁର ନିର୍ବାଚନ ମଣ୍ଡଳୀ ଗଡ଼ବାଣୀକିଲ ଗ୍ରାମପଞ୍ଚାୟତ ରେ ପଞ୍ଚାୟତ ଘର ଟିଏ ହେଇପାରୁନି ଏ ପର୍ଯ୍ୟନ୍ତ। କେଉଁଠାରେ ପଞ୍ଚାୟତ କାର୍ଯ୍ୟାଳୟ ଟି ହେବ ଏବେ ଯାଏ ବିବାଦ ହଟୁନି ଦେଖାଯାଉ......

26/05/2025

ଆଗେଇ ଆସ ଗଡ଼ବାଣୀକିଲ ଗ୍ରାମପଞ୍ଚାୟତ ର ସାହସୀ, ଲଢୁଆ ବ୍ୟକ୍ତି ବିଶେଷ ଆଗାମୀ ଦିନରେ ନିଜ ପଞ୍ଚାୟତ ର ଉନ୍ନତି ପାଈଁ ଅଣ୍ଟା ଭିଡି ଛିଡାହୁଏ 🙏🇮🇳

Address

ଗଡ଼ବାଣୀକିଲ ଗ୍ରାମପଞ୍ଚାୟତ
Nayagarh
୭୫୨୦୨୬

Website

Alerts

Be the first to know and let us send you an email when garhbanikilo gp posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category

Nearby government services