Fscw Deptt, Nuapada

Directions Website

Fscw Deptt, Nuapada Contact information, map and directions, contact form, opening hours, services, ratings, photos, videos and announcements from Fscw Deptt, Nuapada, Public & Government Service, At/Civil Supplies Office, Infront of District Treasury Office Nuapada, Back Side of Collectorate Nuapada, Nuapada.

‘ସେବା ସଂକଳ୍ପ ପର୍ବ’ ଓ“ସ୍ୱତନ୍ତ୍ର ଗ୍ରାମ ସଭା” ଅବସରରେ“ରିଫର୍ମ ଉତ୍ସବ” ଆୟୋଜିତ ହୋଇଥିଲା ତଥ ସହ ଏହି ଉତ୍ସବରେ ହିତାଧିକାରୀଙ୍କ ସୁବିଧା ପାଇ...
02/10/2026

‘ସେବା ସଂକଳ୍ପ ପର୍ବ’ ଓ“ସ୍ୱତନ୍ତ୍ର ଗ୍ରାମ ସଭା” ଅବସରରେ“ରିଫର୍ମ ଉତ୍ସବ” ଆୟୋଜିତ ହୋଇଥିଲା ତଥ ସହ ଏହି ଉତ୍ସବରେ ହିତାଧିକାରୀଙ୍କ ସୁବିଧା ପାଇଁ ଆବଶ୍ୟକ ସହାୟତା ମିଳିପାରିଥିଲା । ଖଡ଼ିଆଳ ବ୍ଲକର ଚନାବେଡା ପଞ୍ଚାୟତରେ ମଧ୍ୟ “ରିଫମ ଉତ୍ସବ” ପାଳନ କରାଗଲା ଏବଂ ଏହି ମାଧ୍ୟମରେ ସେବା ସହଜ, ପ୍ରକ୍ରିୟା ସରଳ—ହିତାଧିକାରୀଙ୍କ ସୁବିଧା ହିଁ ପ୍ରାଥମିକତାକୁ ଗୁରୁତ୍ୱ ଦିଆଯାଇଥିଲା | ଖାଦ୍ୟ ସୁରକ୍ଷାର ଏହି ନୂଆ ଅଧିକାର ପାଇଁ ହିତାଧିକାରୀ ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଥିଲେ |




CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida PMO India

‘ସେବା ସଂକଳ୍ପ ପର୍ବ’ ଓ“ସ୍ୱତନ୍ତ୍ର ଗ୍ରାମ ସଭା” ଅବସରରେ“ରିଫର୍ମ ଉତ୍ସବ” ଆୟୋଜିତ ହୋଇଥିଲା ତଥ ସହ ଏହି ଉତ୍ସବରେ ହିତାଧିକାରୀଙ୍କ ସୁବିଧା ପାଇ...
02/10/2026

‘ସେବା ସଂକଳ୍ପ ପର୍ବ’ ଓ“ସ୍ୱତନ୍ତ୍ର ଗ୍ରାମ ସଭା” ଅବସରରେ“ରିଫର୍ମ ଉତ୍ସବ” ଆୟୋଜିତ ହୋଇଥିଲା ତଥ ସହ ଏହି ଉତ୍ସବରେ ହିତାଧିକାରୀଙ୍କ ସୁବିଧା ପାଇଁ ଆବଶ୍ୟକ ସହାୟତା ମିଳିପାରିଥିଲା । ବୋଡ଼େନ ବ୍ଲକର କରଙ୍ଗାମାଲ ପଞ୍ଚାୟତରେ ମଧ୍ୟ “ରିଫମ ଉତ୍ସବ” ପାଳନ କରାଗଲା ଏବଂ ଏହି ମାଧ୍ୟମରେ ସେବା ସହଜ, ପ୍ରକ୍ରିୟା ସରଳ—ହିତାଧିକାରୀଙ୍କ ସୁବିଧା ହିଁ ପ୍ରାଥମିକତାକୁ ଗୁରୁତ୍ୱ ଦିଆଯାଇଥିଲା | ଖାଦ୍ୟ ସୁରକ୍ଷାର ଏହି ନୂଆ ଅଧିକାର ପାଇଁ ହିତାଧିକାରୀ ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଥିଲେ |




CMO Odisha Information & Public Relations Department, Government of Odisha Samabaya Bibhaga Krushna Chandra Patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida PMO India

‘ସେବା ସଂକଳ୍ପ ପର୍ବ’ ଅବସରରେ ଆରମ୍ଭ ହୋଇଛି 'ସେବା ସେତୁ ଶିବିର'। ରାସନ କାର୍ଡ ସହ ଜଡିତ କୌଣସି ସମସ୍ୟା, ପରିବାର ସଦସ୍ୟଙ୍କ ନାମ ଯୋଡିବା ହେଉ...
30/09/2026

‘ସେବା ସଂକଳ୍ପ ପର୍ବ’ ଅବସରରେ ଆରମ୍ଭ ହୋଇଛି 'ସେବା ସେତୁ ଶିବିର'। ରାସନ କାର୍ଡ ସହ ଜଡିତ କୌଣସି ସମସ୍ୟା, ପରିବାର ସଦସ୍ୟଙ୍କ ନାମ ଯୋଡିବା ହେଉ କି ବାଦ ଦେବା ହେଉ ୩୦ ତାରିଖ ପର୍ଯ୍ୟନ୍ତ ଏହି ଶିବିର ମାଧ୍ୟମରେ ସେବା ଯୋଗାଇ ଦିଆଯିବ। ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, 'ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ', ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ଅଗ୍ରାଧିକାର ପରିବାର (PHH) ର ଅଧିକାରକୁ ନେଇ ସଚେତନ କରାଯିବ । ସେହିପରି ଯୋଗ୍ୟ ହିତାଧିକାରୀ ଏହି ଶିବିର ମାଧ୍ୟମରେ ନୂତନ ରାସନ କାର୍ଡ ପାଇଁ ମଧ୍ୟ ଆବେଦନ କରିପାରିବେ । ଏହି କ୍ରମରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକରେ 'ସେବା ସେତୁ ଶିବିର' ଅନୁଷ୍ଠିତ ହୋଇଯାଇଛି ।



CMO Odisha Food Odisha Information & Public Relations Department, Government of Odisha Krushna Chandra patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida
PMO India District Magistrate Nuapada

‘ସେବା ସଂକଳ୍ପ ପର୍ବ’ ଅବସରରେ ଆରମ୍ଭ ହୋଇଛି 'ସେବା ସେତୁ ଶିବିର'। ରାସନ କାର୍ଡ ସହ ଜଡିତ କୌଣସି ସମସ୍ୟା, ପରିବାର ସଦସ୍ୟଙ୍କ ନାମ ଯୋଡିବା ହେଉ...
29/09/2026

‘ସେବା ସଂକଳ୍ପ ପର୍ବ’ ଅବସରରେ ଆରମ୍ଭ ହୋଇଛି 'ସେବା ସେତୁ ଶିବିର'। ରାସନ କାର୍ଡ ସହ ଜଡିତ କୌଣସି ସମସ୍ୟା, ପରିବାର ସଦସ୍ୟଙ୍କ ନାମ ଯୋଡିବା ହେଉ କି ବାଦ ଦେବା ହେଉ ୩୦ ତାରିଖ ପର୍ଯ୍ୟନ୍ତ ଏହି ଶିବିର ମାଧ୍ୟମରେ ସେବା ଯୋଗାଇ ଦିଆଯିବ। ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, 'ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ', ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ଅଗ୍ରାଧିକାର ପରିବାର (PHH) ର ଅଧିକାରକୁ ନେଇ ସଚେତନ କରାଯିବ । ସେହିପରି ଯୋଗ୍ୟ ହିତାଧିକାରୀ ଏହି ଶିବିର ମାଧ୍ୟମରେ ନୂତନ ରାସନ କାର୍ଡ ପାଇଁ ମଧ୍ୟ ଆବେଦନ କରିପାରିବେ । ଏହି କ୍ରମରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକର ଭୋଜପୁର ଗ୍ରାମ ପଞ୍ଚାୟରେ 'ସେବା ସେତୁ ଶିବିର' ଅନୁଷ୍ଠିତ ହୋଇଯାଇଛି ।



CMO Odisha Food Odisha Information & Public Relations Department, Government of Odisha Krushna Chandra patra Kanak Vardhan Singh Deo Rabi Narayan Naik Dr. Mukesh Mahaling Prabhati Parida
PMO India District Magistrate Nuapada
Fscw Deptt, Nuapada
Fscw Deptt Nuapada

ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ULB ରେ 'ସେବା ସଂକଳ୍ପ ପର୍ବ  ଅଭିଯାନ' ଆରମ୍ଭ ହୋଇଥିବାବେଳେ ଖଡ଼ିଆଳ ବ୍ଲକର ଅରେଡା ଗ୍ରାମ ପଞ୍ଚାୟତରେ ସରକାରଙ୍କ...
27/09/2026

ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ULB ରେ 'ସେବା ସଂକଳ୍ପ ପର୍ବ ଅଭିଯାନ' ଆରମ୍ଭ ହୋଇଥିବାବେଳେ ଖଡ଼ିଆଳ ବ୍ଲକର ଅରେଡା ଗ୍ରାମ ପଞ୍ଚାୟତରେ ସରକାରଙ୍କ ଦ୍ରୁତ, ପରିଷ୍କାର ଏବଂ ସୁବିଧାଜନକ PDS ସୁବିଧା, ଖାଦ୍ୟଶସ୍ୟ ପରିମାଣ, ବଣ୍ଟନ ପ୍ରକିୟା ଓ ଅଭିଯୋଗ ନିବାରଣ ବ୍ୟବସ୍ଥା ସମ୍ପର୍କରେ ହିତାଧିକାରୀଙ୍କୁ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।


Kanak Vardhan Singh Deo Information & Public Relations Department, Government of Odisha District Magistrate Nuapada Fscw Deptt, Nuapada Fscw Deptt Nuapada Oscsc Odisha Odisha State Civil Supplies Corporation Food Odisha CMO Odisha Prabhati Parida Rabi Narayan Naik Dr. Mukesh Mahaling Food Supplies & Consumer Welfare Department, Government of Odisha State Civil Supplies Corporation

ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ULB ରେ 'ସେବା ସଂକଳ୍ପ ପର୍ବ  ଅଭିଯାନ' ଆରମ୍ଭ ହୋଇଥିବାବେଳେ କୋମନା ବ୍ଲକରେ ସରକାରଙ୍କ ଦ୍ରୁତ, ପରିଷ୍କାର ଏବଂ ସ...
23/09/2026

ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ULB ରେ 'ସେବା ସଂକଳ୍ପ ପର୍ବ ଅଭିଯାନ' ଆରମ୍ଭ ହୋଇଥିବାବେଳେ କୋମନା ବ୍ଲକରେ ସରକାରଙ୍କ ଦ୍ରୁତ, ପରିଷ୍କାର ଏବଂ ସୁବିଧାଜନକ PDS ସୁବିଧା, ଖାଦ୍ୟଶସ୍ୟ ପରିମାଣ, ବଣ୍ଟନ ପ୍ରକିୟା ଓ ଅଭିଯୋଗ ନିବାରଣ ବ୍ୟବସ୍ଥା ସମ୍ପର୍କରେ ହିତାଧିକାରୀଙ୍କୁ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।


Kanak Vardhan Singh Deo Information & Public Relations Department, Government of Odisha District Magistrate Nuapada Fscw Deptt, Nuapada Fscw Deptt Nuapada Oscsc Odisha Odisha State Civil Supplies Corporation Food Odisha CMO Odisha Prabhati Parida Rabi Narayan Naik Dr. Mukesh Mahaling Food Supplies & Consumer Welfare Department, Government of Odisha State Civil Supplies Corporation

21/09/2026

ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ULB ରେ 'ସେବା ସଂକଳ୍ପ ପର୍ବ ଅଭିଯାନ' ଆରମ୍ଭ ହୋଇଥିବାବେଳେ ଖଡ଼ିଆଳ ବ୍ଲକର ଖାସବାହାଲ ଗ୍ରାମ ପଞ୍ଚାୟତରେ ସରକାରଙ୍କ ଦ୍ରୁତ, ପରିଷ୍କାର ଏବଂ ସୁବିଧାଜନକ PDS ସୁବିଧା, ଖାଦ୍ୟଶସ୍ୟ ପରିମାଣ, ବଣ୍ଟନ ପ୍ରକିୟା ଓ ଅଭିଯୋଗ ନିବାରଣ ବ୍ୟବସ୍ଥା ସମ୍ପର୍କରେ ହିତାଧିକାରୀଙ୍କୁ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।


Information & Public Relations Department, Government of Odisha Fscw Deptt, Nuapada Food Supplies & Consumer Welfare Department, Government of Odisha Food Odisha Fscw Deptt Nuapada CMO Odisha
Odisha State Civil Supplies Corporation

ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ULB ରେ 'ସେବା ସଂକଳ୍ପ ପର୍ବ  ଅଭିଯାନ' ଆରମ୍ଭ ହୋଇଥିବାବେଳେ ଖଡ଼ିଆଳ ବ୍ଲକର ଖାସବାହାଲ ଗ୍ରାମ ପଞ୍ଚାୟତରେ ସରକାର...
21/09/2026

ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ULB ରେ 'ସେବା ସଂକଳ୍ପ ପର୍ବ ଅଭିଯାନ' ଆରମ୍ଭ ହୋଇଥିବାବେଳେ ଖଡ଼ିଆଳ ବ୍ଲକର ଖାସବାହାଲ ଗ୍ରାମ ପଞ୍ଚାୟତରେ ସରକାରଙ୍କ ଦ୍ରୁତ, ପରିଷ୍କାର ଏବଂ ସୁବିଧାଜନକ PDS ସୁବିଧା, ଖାଦ୍ୟଶସ୍ୟ ପରିମାଣ, ବଣ୍ଟନ ପ୍ରକିୟା ଓ ଅଭିଯୋଗ ନିବାରଣ ବ୍ୟବସ୍ଥା ସମ୍ପର୍କରେ ହିତାଧିକାରୀଙ୍କୁ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।


Information & Public Relations Department, Government of Odisha Fscw Deptt, Nuapada Food Supplies & Consumer Welfare Department, Government of Odisha Food Odisha Fscw Deptt Nuapada CMO Odisha
Odisha State Civil Supplies Corporation

ଜନସେବାକୁ ଅଧିକ ସୁଗମ, ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ଲୋକାଭିମୁଖୀ କରିବାର ଲକ୍ଷ୍ୟ ନେଇ ‘ସେବା ସଂକଳ୍ପ ପର୍ବ’ ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍...
21/09/2026

ଜନସେବାକୁ ଅଧିକ ସୁଗମ, ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ଲୋକାଭିମୁଖୀ କରିବାର ଲକ୍ଷ୍ୟ ନେଇ ‘ସେବା ସଂକଳ୍ପ ପର୍ବ’ ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟ ତଥା ଜିଲ୍ଲା ବ୍ୟାପୀ ପିଡ଼ିଏସ ହିତାଧିକାରୀ ସଚେତନତା ଅଭିଯାନ ଅନୁଷ୍ଠିତ ହେବ। ଏହି କ୍ରମରେ ଏହି ନୂଆପଡ଼ା ଜିଲ୍ଲାର ନୂଆପଡ଼ା ବ୍ଲକରେ ହିତାଧିକାରୀଙ୍କୁ ପିଡ଼ିଏସରେ ମିଳୁଥିବା ସୁବିଧା, ପ୍ରାପ୍ୟ ଖାଦ୍ୟଶସ୍ୟର ପରିମାଣ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ବଣ୍ଟନ ପ୍ରକ୍ରିୟା ଏବଂ ହିତାଧିକାରୀଙ୍କ ଅଧିକାର ସମ୍ପର୍କରେ ସଚେତନ କରାଯାଇଛି ।






ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ULB ରେ 'ସେବା ସଂକଳ୍ପ ପର୍ବ  ଅଭିଯାନ' ଆରମ୍ଭ ହୋଇଥିବାବେଳେ ଖଡ଼ିଆଳ ବ୍ଲକରେ ସରକାରଙ୍କ ଦ୍ରୁତ, ପରିଷ୍କାର ଏବଂ ...
21/09/2026

ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ULB ରେ 'ସେବା ସଂକଳ୍ପ ପର୍ବ ଅଭିଯାନ' ଆରମ୍ଭ ହୋଇଥିବାବେଳେ ଖଡ଼ିଆଳ ବ୍ଲକରେ ସରକାରଙ୍କ ଦ୍ରୁତ, ପରିଷ୍କାର ଏବଂ ସୁବିଧାଜନକ PDS ସୁବିଧା, ଖାଦ୍ୟଶସ୍ୟ ପରିମାଣ, ବଣ୍ଟନ ପ୍ରକିୟା ଓ ଅଭିଯୋଗ ନିବାରଣ ବ୍ୟବସ୍ଥା ସମ୍ପର୍କରେ ହିତାଧିକାରୀଙ୍କୁ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।


Fscw Deptt, Nuapada
Food Supplies & Consumer Welfare Department, Government of Odisha
Food Odisha
Collectorate Nuapada

Address

At/Civil Supplies Office, Infront Of District Treasury Office Nuapada, Back Side Of Collectorate Nuapada
Nuapada
766105

Alerts

Be the first to know and let us send you an email when Fscw Deptt, Nuapada posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share