Kandhamal Youth Congress

Kandhamal Youth Congress

Share

Official Page of Kandhamal Youth Congress Social Media

21/05/2026
29/04/2026

ରାଇରଙ୍ଗପୁର ବିଜେପି MLA କୁ ସେଲୁନରୁ ଘୋଷଡ଼ି ପିଟିଲେ ମହିଳା ... ଗାଡ଼ି କାଚ ଭାଙ୍ଗି ଦେଲେ ...

ସବୁ କେଳେଙ୍କାରିଆ ବିଜେପି ଦଳର ନେତା କର୍ମୀ ଓ ମନ୍ତ୍ରୀ ଆଦି ...

ସେମାନଙ୍କୁ ଦେଖି ଆଜି ଗୋବର ମୁଣ୍ଡିଆ ଅନ୍ଧଭକ୍ତ ମଧ୍ୟ ସେଇ କେଳେଙ୍କାରିଆ ରାସ୍ତାରେ ପାଦ ଦେଇଛି ...

#ବିଜେପି

27/04/2026

ଓଡିଶା ପ୍ରଦେଶ ମହିଳା କଂଗ୍ରେସର ସମସ୍ତ ନବନିଯୁକ୍ତ ଜିଲ୍ଲା ସଭାନେତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

01/04/2026

ଭାରତର ପ୍ରଗତି ଏବଂ ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ଓଡ଼ିଶା ଏହାର ସମୃଦ୍ଧ ସଂସ୍କୃତି, ଅନ୍ୟ କାରିଗରୀ ଏବଂ ଗୌରବମୟ ଇତିହାସ ପାଇଁ ପ୍ରସିଦ୍ଧ।

ଉତ୍କଳ ଦିବସରେ ରାଜ୍ୟର ସମସ୍ତ ଲୋକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

31/03/2026

ଓଡ଼ିଶାର ଚାରିଟି ଜିଲ୍ଲାର ନୂତନ ସଭାପତିଙ୍କ ନାମ ଘୋଷଣା କଲା ଏଆଇସିସି 👇

02/12/2025

PM मोदी को आईना दिखा दिया🔥🔥

26/11/2025

ଏକ ଆଇନ ଅଛି ଯାହା ସମସ୍ତଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଏ, ସମାନତାର ପ୍ରତୀକ, ପ୍ରତ୍ୟେକ ନାଗରିକର ମୂଳଦୁଆ... ସମ୍ବିଧାନ ସମାନତାର ଅଧିକାର ଦିଏ।

Want your business to be the top-listed Government Service in Phulbani?

Click here to claim your Sponsored Listing.

Location

Telephone

Website

Address


Kandhamal
Phulbani
762001