07/10/2026
ଆମ ମାଟି, ପାଣି, ଖଣିକୁ କେନ୍ଦ୍ର ସରକାରଙ୍କୁ ଟେକି ଦେଇଥିବା
ଆମ ପିଲାଙ୍କ ଭବଷ୍ୟତକୁ ଭୂଲ୍ ପୁସ୍ତକ ଦେଇ ଅନ୍ଧକାର କରିଥିବା
ଆମ ଭୋଟ ଦେବା ଅଧିକାର ଓ ସମ୍ବିଧାନକୁ ଛଡ଼ାଇ ନେଇଥିବା ଏକ କୁସ୍ଚିତ ବିଚାରଧାରା ରଖୁଥିବା ନର ରାକ୍ଷସ ମାନଙ୍କ ବିରୋଧରେ ଏ ଲଢ଼େଇ।
ଏ ଶିକ୍ଷିତ ଯୁବ ସମାଜ ଏହା ଉପରେ ବିଚାର ନିଶ୍ଚୟ କରିବେ।
ଆସନ୍ତୁ ଏକ ହେବା ଆମ ହକର ଲଢ଼େଇ ଲଢ଼ିବା। ଆସନ୍ତା କାଲି ଶୃଙ୍ଖଳିତ ବନ୍ଦ ପାଳନରେ ଡେଲାଙ୍ଗ ପିପିଲି ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରୁଛି Pipili Delang Congress ପରିବାର।🙏
#ମା_ମାଟି ଓ #ସମ୍ବିଧାନ