Om prakash Mishra Fan's Club

Directions Website Contact the organization

Om prakash Mishra Fan's Club This is Fan Page of Om Prakash Mishra,MLA,Satyabadi Constituency, Keep Supporting
(1)

ସାମାଜିକ ସୁରକ୍ଷା ସହାୟତାରୁ ବଞ୍ଚିତ ହେବେ ନାହିଁ କୌଣସି ଯୋଗ୍ୟ ହିତାଧିକାରୀ ।
10/11/2026

ସାମାଜିକ ସୁରକ୍ଷା ସହାୟତାରୁ ବଞ୍ଚିତ ହେବେ ନାହିଁ କୌଣସି ଯୋଗ୍ୟ ହିତାଧିକାରୀ ।

ପୂର୍ବର ସମ୍ବେଦନହୀନ, ଅମାନବୀୟ କୋଟା ବ୍ୟବସ୍ଥା ସମାପ୍ତ। ଲୋକଙ୍କ ସରକାରରେ ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ମିଳିବ ପେନସନ।
10/11/2026

ପୂର୍ବର ସମ୍ବେଦନହୀନ, ଅମାନବୀୟ କୋଟା ବ୍ୟବସ୍ଥା ସମାପ୍ତ। ଲୋକଙ୍କ ସରକାରରେ ସବୁ ଯୋଗ୍ୟ ବ୍ୟକ୍ତିଙ୍କୁ ମିଳିବ ପେନସନ।

10/11/2026

କଣାସ ବ୍ଳକ ଗୋପୀନାଥପୁର ଗ୍ରାମରୁ...

ଗିରିଧାରୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ଚରଣରେ କୋଟି କୋଟି ପ୍ରଣାମ। ପ୍ରକୃତିର ସୁରକ୍ଷା ଏବଂ ଗୋ-ସେବାର ବାର୍ତ୍ତା ବହନ କରୁଥିବା ଏହି ମହାନ ପର୍ବ ସମସ...
10/11/2026

ଗିରିଧାରୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ଚରଣରେ କୋଟି କୋଟି ପ୍ରଣାମ। ପ୍ରକୃତିର ସୁରକ୍ଷା ଏବଂ ଗୋ-ସେବାର ବାର୍ତ୍ତା ବହନ କରୁଥିବା ଏହି ମହାନ ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଦେଉ ଏହାହିଁ କାମନା।

ସତ୍ୟବାଦୀ ବ୍ଳକ ବାସୁଦେଇପୁରୁ ଗ୍ରାମବାସୀଙ୍କ ଦ୍ୱାରା ଆମ ପ୍ରିୟ ନେତା ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ll
10/11/2026

ସତ୍ୟବାଦୀ ବ୍ଳକ ବାସୁଦେଇପୁରୁ ଗ୍ରାମବାସୀଙ୍କ ଦ୍ୱାରା ଆମ ପ୍ରିୟ ନେତା ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ll

ବିଶ୍ଵନାଥପୁରୁ ଗ୍ରାମପଞ୍ଚାୟତର ବାସୁଦେଇପୁରୁ ଗ୍ରାମର ସମସ୍ତ ପରିବାର ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଓ଼ମ୍ ପ୍ରକାଶ ମିଶ୍ର ଙ୍କ ନେତୃତ୍ୱରେ ଭାର...
10/11/2026

ବିଶ୍ଵନାଥପୁରୁ ଗ୍ରାମପଞ୍ଚାୟତର ବାସୁଦେଇପୁରୁ ଗ୍ରାମର ସମସ୍ତ ପରିବାର ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଓ଼ମ୍ ପ୍ରକାଶ ମିଶ୍ର ଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିରେ ସାମିଲୀ ହେଲେ ll

09/11/2026

ହୃଦୟରୁ ଧନ୍ୟବାଦ ବାସୁଦେଇପୁରୁ ଗ୍ରାମବାସୀ ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ

09/11/2026

ବାସୁଦେଇପୁରୁ ଗ୍ରାମବାସୀ ମାନଙ୍କ ଦ୍ୱାରା ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ଓ଼ମ୍ ପ୍ରକାଶ ମିଶ୍ର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ll

09/11/2026

ବିରଗୋବିନ୍ଦପୁର ମା ଦକ୍ଷିଣକାଳୀ ଙ୍କୁ ଦର୍ଶନ ପାଇଁ ଯିବା ବାଟରେ ll

Address

Puri
751012

Alerts

Be the first to know and let us send you an email when Om prakash Mishra Fan's Club posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Om prakash Mishra Fan's Club:

Shortcuts

Share

Nearby government services