Balisahi Puri

Directions

Balisahi Puri The most prominent and famous place in Srikhetra puri situated in between Jagganath Temple and Sea beach . This place is famous for its ancient structures

The oldest and most historic place in Srikhetra Puri situated between Jagganth temple and Bay of Bengal.

Puri District Admin ଅତ୍ୟନ୍ତ ନିନ୍ଦନୀୟ ବିଷୟ ବାଲିସାହି ପରି ଏକ ଯାତ୍ରୀ ବହୁଳ ରାସ୍ତା ଯାହାକି ଶ୍ରୀମନ୍ଦିର ଠାରୁ ମାତ୍ର 100 ମିଟର ଦୂରତା...
29/09/2026

Puri District Admin ଅତ୍ୟନ୍ତ ନିନ୍ଦନୀୟ ବିଷୟ ବାଲିସାହି ପରି ଏକ ଯାତ୍ରୀ ବହୁଳ ରାସ୍ତା ଯାହାକି ଶ୍ରୀମନ୍ଦିର ଠାରୁ ମାତ୍ର 100 ମିଟର ଦୂରତାରେ ଅବସ୍ଥିତ ସେଠି ଏପରି ଅବହେଳା ନିହାତି ଭାବେ ଗ୍ରହଣୀୟ ନୁହେ, ବିଗତ ଏକ ଦଶନ୍ଧି ରୁ ଉର୍ଦ୍ଧ୍ବ ହେଲା ପୌର ନିର୍ବାଚନ ନହେବା ଦ୍ଵାରା କୌଣସି ସ୍ତାନୀୟ ନେତୃତ୍ବ ର ଅଭାବ ପ୍ରଶାସନ କୁ ସୁହାଉଛି ଆଉ ଆଗ ଭଳି ସେପରି ସାହି ରେ ଅଣରାଜନୈତିକ ମୁରବୀ ମାନଙ୍କ ଅଭାବ ମଧ୍ୟ ଅନୁଭୂତ ହେଉଛି.

24/09/2026

କଂସ ରାଜା ଭୂମିକା ରେ ଓଡ଼ିଶୀ ନୃତ୍ୟ ଗୁରୁ ନାରାୟଣ ପାଣ୍ଡେ

କହିବା ବାହୁଲ୍ୟ  ଯେ  ଉଭୟ ରାମଳୀଳା ଏବଂ କୃଷ୍ନ ଲୀଳା ରେ ହେଉଥିବା ଶ୍ରୀକ୍ଷେତ୍ର ପୁରୀ ର ପ୍ରାଚୀନ ସାହିଯାତ ସମୟରେ  ବାଲିସାହି ଆଖଡା ତରଫରୁ ଉ...
24/09/2026

କହିବା ବାହୁଲ୍ୟ ଯେ ଉଭୟ ରାମଳୀଳା ଏବଂ କୃଷ୍ନ ଲୀଳା ରେ ହେଉଥିବା ଶ୍ରୀକ୍ଷେତ୍ର ପୁରୀ ର ପ୍ରାଚୀନ ସାହିଯାତ ସମୟରେ ବାଲିସାହି ଆଖଡା ତରଫରୁ ଉଭୟ ରାବଣ ଏବଂ କଂସ ଚରିତ୍ର ବାହାରି ଥାଏ

24/09/2026

ପୁରୀ ଶ୍ରୀକ୍ଷେତ୍ର ର ଅନନ୍ୟ ପରମ୍ପରା କୃଷ୍ନ ଲୀଳା ଅବସରରେ ବାଲିସାହି ଆଖଡା ତରଫରୁ କଂସ ବଦ୍ଧ ଲୀଳା

ବାଲିସାହି ରାଧାକାନ୍ତ ମଠ ( କାଶି ମିଶ୍ର ନିଳୟ) ଯାହାକି ଗୌଡ଼ୀୟ ସମ୍ପ୍ରଦାୟର ଏକ ପ୍ରମୁଖ ତୀର୍ଥ ସ୍ଥାନ କାରଣ ସେଠାରେ ପ୍ରଭୁ ଶ୍ରୀ ଚୈତନ୍ୟ ଶ୍...
12/09/2026

ବାଲିସାହି ରାଧାକାନ୍ତ ମଠ ( କାଶି ମିଶ୍ର ନିଳୟ) ଯାହାକି ଗୌଡ଼ୀୟ ସମ୍ପ୍ରଦାୟର ଏକ ପ୍ରମୁଖ ତୀର୍ଥ ସ୍ଥାନ କାରଣ ସେଠାରେ ପ୍ରଭୁ ଶ୍ରୀ ଚୈତନ୍ୟ ଶ୍ରୀକ୍ଷେତ୍ର ରହଣି ସମୟରେ ସର୍ବାଧିକ ସମୟ ରହିବା ସହିତ ଏଠାରେ ଥିବା ଗମ୍ଭିରା ରେ ସମାଧି ଲାଭ କରିଥିବାରୁ ପ୍ରତ୍ୟେକ ଦିନ ବହୁ ଯାତ୍ରୀ ଉକ୍ତ ମଠ କୁ ଆସିଥାନ୍ତି.

ଉକ୍ତ ମଠ ପରିସରରେ କିଛି ଦଶନ୍ଧି ତଳେ ଏକ ସଂସ୍କୃତ ଟୋଲ ଗଢ଼ି ଉଠିଥିଲା ଏବଂ ପରବର୍ତ୍ତୀ କାଳରେ ଏହା ଏକ ବେସରକାରୀ ବିଦ୍ୟାଳୟ ଯାହାକି ବର୍ତ୍ତମାନ "ସରସ୍ଵତୀ ଶିଶୁମନ୍ଦିର" ନାମରେ ପରିଚାଳିତ ହେଉଛି ମାତ୍ର ଜାତୀୟ ସ୍ତରରେ ବିଦ୍ୟା ଭାରତୀ କିମ୍ବା ରାଜ୍ୟ ସ୍ତରରେ ଶିକ୍ଷା ବିକାଶ ସମିତି ଦ୍ବାରା ଏହା ସ୍ୱୀକୃତି ପ୍ରାପ୍ତ ନୁହେ.

ବିଦ୍ୟାଳୟ ପରିସରରେ ଘଟି ଥିବା ଏପରି ଏକ ସମ୍ବେଦନଶୀଳ ଘଟଣା ରେ ଛାତ୍ରୀ ର ଅବଗତ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନକରି ବିଦ୍ୟାଳୟର ଶିକ୍ଷୟିତ୍ରୀ ଆସିଥିବା ପରିଦର୍ଶକ ଙ୍କୁ ସମର୍ଥନ କରିବା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ କାରଣ ଆମ ସାହି ର ଅନେକ ଛାତ୍ରଛାତ୍ରୀ ସେଠି ଅଧ୍ୟୟନ କରୁଛନ୍ତି ଏବଂ ଏପରି ଘଟଣା ସେମାନଂକୁ ମାନସିକତା କୁ ଆଘାତ କରୁଛି ଆଗାମୀ ଦିନରେ ଉକ୍ତ ବିଦ୍ୟାଳୟ ରେ ସୁପରିଚାଳନା ନହେଲେ ଆମେ ସ୍ତାନୀୟ ଲୋକେ ଏହାର ଦୃଢ଼ ପ୍ରତିବାଦ କରିବା ସହ ବିଦ୍ୟାଳୟ କୁ ବର୍ଜନ କରିବୁ.

Puri District Admin CMO Odisha 20 ଦିନ ହେଲା କିଛି ବ୍ୟବସ୍ଥା ହେଲାନି ଜନଜୀବନ ହାନି ପୂର୍ବରୁ ପଦକ୍ଷେପ ନେବା ପାଇଁ ପ୍ରଶାସନ କୁ ଅନୁରୋଧ,...
06/08/2026

Puri District Admin CMO Odisha 20 ଦିନ ହେଲା କିଛି ବ୍ୟବସ୍ଥା ହେଲାନି ଜନଜୀବନ ହାନି ପୂର୍ବରୁ ପଦକ୍ଷେପ ନେବା ପାଇଁ ପ୍ରଶାସନ କୁ ଅନୁରୋଧ, ମହାମହିମ ଙ୍କୁ ଖୁସି କରିବା ଲାଗି ରାତାରାତି ସୌନ୍ଦର୍ଯ୍ୟ କରଣ ସକ୍ଷମ ହେଲା ମାତ୍ର ଜନବସତି ନିକଟରେ ଏ ପରି ବିପଦ ସଙ୍କୁଳ ପରିସ୍ଥିତିରେ କିଛି ବ୍ୟବସ୍ଥା ଏଯାବତ ହେଲା ନାହିଁ.

ମହାପ୍ରଭୁଙ୍କ ଦୟଣା ମାଳି ସେବକ ଆମ ବାଲିସାହି ର ଜଣା ଶୁଣା ବ୍ୟକ୍ତିତ୍ୱ ମଙ୍ଗଳା ମୁଖୀ ମହାବୀର ଖୁଣ୍ଟିଆ ଜାଗା ର ବରିଷ୍ଠ କର୍ମକର୍ତ୍ତା ପ୍ରକାଶ...
04/08/2026

ମହାପ୍ରଭୁଙ୍କ ଦୟଣା ମାଳି ସେବକ ଆମ ବାଲିସାହି ର ଜଣା ଶୁଣା ବ୍ୟକ୍ତିତ୍ୱ ମଙ୍ଗଳା ମୁଖୀ ମହାବୀର ଖୁଣ୍ଟିଆ ଜାଗା ର ବରିଷ୍ଠ କର୍ମକର୍ତ୍ତା ପ୍ରକାଶ ରଣା ଙ୍କ ଅକାଳ ବିୟୋଗ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି.

ଆମ ସାହି ର ଅନନ୍ୟ ପ୍ରତିଭା, ନାଟ୍ୟକାର , ଦୃଢ଼ ସଙ୍ଗଠକ, ହିଞ୍ଜଳ ଜାଗା ମୁରବୀ ତଥା ଆମ ସଭିଙ୍କ ଅତି ପ୍ରିୟ ଲକ୍ଷ୍ମୀ ନାରାୟଣ ପଣ୍ଡା ( ଉଖୁନା)...
26/07/2026

ଆମ ସାହି ର ଅନନ୍ୟ ପ୍ରତିଭା, ନାଟ୍ୟକାର , ଦୃଢ଼ ସଙ୍ଗଠକ, ହିଞ୍ଜଳ ଜାଗା ମୁରବୀ ତଥା ଆମ ସଭିଙ୍କ ଅତି ପ୍ରିୟ ଲକ୍ଷ୍ମୀ ନାରାୟଣ ପଣ୍ଡା ( ଉଖୁନା) ଆଜି ପବିତ୍ର ଆଷାଢ଼ ମାସ ଦ୍ଵାଦଶୀ ତିଥିରେ ମାତ୍ର 51 ବର୍ଷ ବୟସରେ ହୃଦଘାତରେ ପରଲୋକ ଗମନ କରିଛନ୍ତି, ମହାପ୍ରଭୁ ତାଙ୍କର ଅମର ଆତ୍ମା ଙ୍କୁ ସଦ୍ଗତି ପ୍ରଦାନ କରନ୍ତୁ ଏବଂ ତାଙ୍କ ପରିବାର କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ.

CMO Odisha Puri District Admin ମହାପ୍ରଭୁ ଙ୍କ ଯାତ୍ରା କେବଳ ରଥଯାତ୍ରା କି ଚନ୍ଦନ ରେ ସୀମିତ ନୂହେଁ ବାଲିସାହି ମୁଖ୍ୟ ରାସ୍ତା ରେ ନଳା ପା...
16/06/2026

CMO Odisha Puri District Admin ମହାପ୍ରଭୁ ଙ୍କ ଯାତ୍ରା କେବଳ ରଥଯାତ୍ରା କି ଚନ୍ଦନ ରେ ସୀମିତ ନୂହେଁ ବାଲିସାହି ମୁଖ୍ୟ ରାସ୍ତା ରେ ନଳା ପାଣି ଭାସିବା ସମଶ୍ୟା ବର୍ଷ ବର୍ଷ ଧରି ସମାଧାନ ହେଉନି .

ହିଞ୍ଜଳ ଜାଗା ପଞ୍ଚାୟତ ସମିତି,  Balisahi Puri ଯୋଗାଯୋଗ-  ସାହେବ ଟେଲର,  ବଉଳମଠ ଗଳି ନିକଟ ମୋବାଇଲ- 9861234540 , 8327724618
12/06/2026

ହିଞ୍ଜଳ ଜାଗା ପଞ୍ଚାୟତ ସମିତି, Balisahi Puri

ଯୋଗାଯୋଗ- ସାହେବ ଟେଲର, ବଉଳମଠ ଗଳି ନିକଟ

ମୋବାଇଲ- 9861234540 , 8327724618

Address

Balisahi , Puri Town
Puri
752001

Website

Alerts

Be the first to know and let us send you an email when Balisahi Puri posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share