Jayanta Kumar Sarangi

Call Directions Contact the organization

Jayanta Kumar Sarangi Contact information, map and directions, contact form, opening hours, services, ratings, photos, videos and announcements from Jayanta Kumar Sarangi, Baseli sahi, Puri.

Official Page Ex-Councillor Puri, Ex-Chairman Puri,Ex-M L A Puri , Social worker, Special Invitee Member Bharatiya Janata Party (BJP) BJP Odisha BJP Puri

ସେବକ ଶ୍ରୀକ୍ଷେତ୍ର ଧାମ ( ପୁରୀ )
🙏 ଜୟ ଜଗନ୍ନାଥ 🙏

20/10/2026

दिल्ली के दशहरा समारोह में आरती की अद्भुत अनुभूति। 🙏

ସବୁ ଅନ୍ତରର କଥା ଜାଣୁ ବୋଲି ତୁ ମା ତୋ ପାଦ ତଳେ ରଖି ସବୁ ଦୁଃଖ ମୋର ହରୁ ବୋଲି ତୁ ମା 🙏 #ମା  #ଦଶହରା  #ପୁରୀ  #କଳିକାଦେବିସାହି  #ପୁରୀ
20/10/2026

ସବୁ ଅନ୍ତରର କଥା
ଜାଣୁ ବୋଲି ତୁ ମା
ତୋ ପାଦ ତଳେ ରଖି
ସବୁ ଦୁଃଖ ମୋର ହରୁ ବୋଲି
ତୁ ମା 🙏
#ମା #ଦଶହରା #ପୁରୀ #କଳିକାଦେବିସାହି
#ପୁରୀ

ପବିତ୍ର ଦଶହରା ପୂଜା ଉପଲକ୍ଷେ ପୁରୀ ମହାନଗର ନିଗମର ମାଣିକର୍ଣ୍ଣିକା ସାହିରେ ମା ଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହିତ ମୋ ଅଞ୍ଚଳ ବାସୀଙ୍କ ପ...
20/10/2026

ପବିତ୍ର ଦଶହରା ପୂଜା ଉପଲକ୍ଷେ ପୁରୀ ମହାନଗର ନିଗମର ମାଣିକର୍ଣ୍ଣିକା ସାହିରେ ମା ଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହିତ ମୋ ଅଞ୍ଚଳ ବାସୀଙ୍କ ପାଇଁ ମଙ୍ଗଳ କାମନା କଲି |
#ପୁରୀ #ଦୁର୍ଗାପୂଜା

ଏକ ସଂଗଠିତ ଏବଂ ଶକ୍ତିଶାଳୀ ରାଷ୍ଟ୍ର ଗଠନ ଦିଗରେ ନିରନ୍ତର ସାଧନା କରି ଆସୁଥିବା ବିଶ୍ୱର ସର୍ବ ବୃହତ ସ୍ୱେଚ୍ଛାସେବକ ସଂଗଠନ 'ରାଷ୍ଟ୍ରୀୟ ସ୍ୱୟଂ...
20/10/2026

ଏକ ସଂଗଠିତ ଏବଂ ଶକ୍ତିଶାଳୀ ରାଷ୍ଟ୍ର ଗଠନ ଦିଗରେ ନିରନ୍ତର ସାଧନା କରି ଆସୁଥିବା ବିଶ୍ୱର ସର୍ବ ବୃହତ ସ୍ୱେଚ୍ଛାସେବକ ସଂଗଠନ 'ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ' (RSS) ର ୧୦୧ ତମ ସ୍ଥାପନ ଦିବସରେ ସମସ୍ତ ନିଷ୍ଠାବାନ୍ ସ୍ୱୟଂସେବକ ଓ ଦେଶ ବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ |

Narendra Modi Nitin Nabin Dharmendra Pradhan Mohan Charan Majhi Manmohan Samal Manas Mohanty BJP Odisha BJP Puri

ଜୟ ଜଗନ୍ନାଥ 🙏Jay jagannath 🙏
20/10/2026

ଜୟ ଜଗନ୍ନାଥ 🙏
Jay jagannath 🙏

ପବିତ୍ର ଦଶହରା ପୂଜା ଉପଲକ୍ଷେ ପୁରୀ ମହାନଗର ନିଗମ ଅଧିନସ୍ଥ ଶ୍ରୀକ୍ଷେତ୍ର କଲୋନୀ ଠାରେ ଥିବା ମା ମଙ୍ଗଳା ଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ...
20/10/2026

ପବିତ୍ର ଦଶହରା ପୂଜା ଉପଲକ୍ଷେ ପୁରୀ ମହାନଗର ନିଗମ ଅଧିନସ୍ଥ ଶ୍ରୀକ୍ଷେତ୍ର କଲୋନୀ ଠାରେ ଥିବା ମା ମଙ୍ଗଳା ଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହିତ ମୋ ଅଞ୍ଚଳ ବାସୀଙ୍କ ପାଇଁ ମଙ୍ଗଳ କାମନା କଲି |
#ପୁରୀ #ଦୁର୍ଗାପୂଜା #ଶ୍ରୀକ୍ଷେତ୍ରକଲୋନୀ

ପବିତ୍ର ଦଶହରା ପୂଜା ଉପଲକ୍ଷେ ପୁରୀ ମହାନଗର ନିଗମ ଅଧିନସ୍ଥ ଜିଲ୍ଲା ସ୍କୁଲ ଠାରେ ମା ଆଦିଶକ୍ତି ପୂଜା କମିଟିର ୪୩ତମ ଶାରଦୀୟ ପୂଜା ଉତ୍ସବ ରେ ସ...
20/10/2026

ପବିତ୍ର ଦଶହରା ପୂଜା ଉପଲକ୍ଷେ ପୁରୀ ମହାନଗର ନିଗମ ଅଧିନସ୍ଥ ଜିଲ୍ଲା ସ୍କୁଲ ଠାରେ ମା ଆଦିଶକ୍ତି ପୂଜା କମିଟିର ୪୩ତମ ଶାରଦୀୟ ପୂଜା ଉତ୍ସବ ରେ ସାମିଲ ହୋଇ ମା ଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହିତ ମୋ ଅଞ୍ଚଳ ବାସୀଙ୍କ ପାଇଁ ମଙ୍ଗଳ କାମନା କଲି |
Narendra Modi Nitin Nabin CMO Odisha BJP Odisha BJP Puri

ପବିତ୍ର ବିଜୟା ଦଶମୀ ଓ ଦଶହରା ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ | 🙏ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ପୂର୍ବତନ କେନ୍ଦ୍ର ଶିକ୍...
20/10/2026

ପବିତ୍ର ବିଜୟା ଦଶମୀ ଓ ଦଶହରା ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ | 🙏

ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦ ଶ୍ରୀ Dharmendra Pradhan ମହୋଦୟଙ୍କୁ ସିଂହଦ୍ୱାର ଠାରେ ସ୍ୱାଗତ କରିବା ଅବସରରେ |
ଜୟ ଜଗନ୍ନାଥ 🙏
Narendra Modi Nitin Nabin CMO Odisha
BJP Odisha BJP Puri

20/10/2026

राष्ट्रसेवा, अनुशासन और समर्पण के ध्येय को लेकर निरंतर कार्यरत 'राष्ट्रीय स्वयंसेवक संघ' के स्थापना दिवस पर सभी स्वयंसेवकों को हार्दिक शुभकामनाएँ।

माँ भारती की सेवा और राष्ट्र निर्माण के प्रति समर्पण का यह संकल्प निरंतर सशक्त होता रहे, प्रभु श्रीराम से यही प्रार्थना करता हूँ।

Address

Baseli Sahi
Puri
752001

Telephone

+919040146936

Website

Alerts

Be the first to know and let us send you an email when Jayanta Kumar Sarangi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Jayanta Kumar Sarangi:

Shortcuts

Share