BJP Naktideul

Directions

BJP Naktideul Official page of Bjp Naktideul

21/07/2026
ଆନ୍ତରିକ ଧନ୍ୟବାଦ 🙏
17/07/2026

ଆନ୍ତରିକ ଧନ୍ୟବାଦ 🙏

16/07/2026

ଆମ ପ୍ରିୟ ନେତା ଶ୍ରୀ ଦେବେନ୍ଦ୍ର ମହାପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ରେଢ଼ାଖୋଲ ବିଧା...
15/07/2026

ଆମ ପ୍ରିୟ ନେତା ଶ୍ରୀ ଦେବେନ୍ଦ୍ର ମହାପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ଏକ ଫଳପ୍ରଦ ଆଲୋଚନା କରିଥିଲେ।

🙏
15/07/2026

🙏

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ଏକ ଫଳପ୍ରଦ ଆଲୋଚନା କରିବାର ସୁଯୋଗ ମିଳିଲା।

ଏହି ଆଲୋଚନାରେ ଅଞ୍ଚଳର ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା, ଜନସେବାକୁ ଆହୁରି ସୁଦୃଢ଼ କରିବା ଏବଂ ରେଢ଼ାଖୋଲର ସର୍ବାଙ୍ଗୀଣ ତଥା ଅନ୍ତର୍ଭୂକ୍ତ ବିକାଶ ସୁନିଶ୍ଚିତ କରିବା ଉପରେ ବିସ୍ତୃତ ମତବିନିମୟ ହୋଇଥିଲା।

ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ରେଙ୍ଗାଲିର ପୂର୍ବତନ ବିଧାୟକ ଶ୍ରୀ Nauri Nayak ଭାଇ ମଧ୍ୟ ଉପସ୍ଥିତ ଥିଲେ।

ସାମୂହିକ ପ୍ରୟାସ ଏବଂ ଦୃଢ଼ ନେତୃତ୍ୱର ସହଯୋଗରେ ରେଢ଼ାଖୋଲ ଏକ ଉଜ୍ଜ୍ୱଳ, ବିକଶିତ ଓ ସମୃଦ୍ଧ ଭବିଷ୍ୟତ ଆଡ଼କୁ ଦୃଢ଼ ପଦକ୍ଷେପରେ ଅଗ୍ରସର ହେବ ବୋଲି ମୋର ଅତୁଟ ବିଶ୍ୱାସ।

BJP Odisha Bjp Redhakhol
Bharatiya Janata Party (BJP)
ଭାରତୀୟ ଜନତା ଯୁବମୋର୍ଚା ରେଢ଼ାଖୋଲ

କୁଚିଣ୍ଡା ମାଟିର ସୁପୁତ୍ର, ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ Rabi Narayan Naik ଙ୍କୁ ଜନ୍ମଦିନ...
30/06/2026

କୁଚିଣ୍ଡା ମାଟିର ସୁପୁତ୍ର, ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ Rabi Narayan Naik ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ।

26/06/2026

Address

Naktideul
Redhakhol
768118

Website

Alerts

Be the first to know and let us send you an email when BJP Naktideul posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share