16/10/2026
ଛାତ୍ରଶକ୍ତିର ଜୟ, BCJD ର ବିଜୟ ! ରାଉରକେଲା ପାନପୋଷ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ BCJD ର ଐତିହାସିକ ବିଜୟର ଏକ ସୁନ୍ଦର ମୁହୂର୍ତ ପରେ ବିଜୟୀ ପାର୍ଥି ମା ତାରିଣୀ ମନ୍ଦିର ଯାଇ ମାଙ୍କୁ ଦର୍ଶନ କରିଥିଲେ ଓ ରାଉରକେଲା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ Sarada Prasad Nayak ବିଜୟୀ ପାର୍ଥିଙ୍କୁ ଶୁଭେଚ୍ଛା ଜଣେଇ ଥିଲେ 💐💐💐💐