Jagabandhu behera BJP

Call Directions Website Contact the organization

Jagabandhu behera BJP Jagabandhu Behera ,

1.Former Raghunathpalli constituency MLA Candidate ( 2014 & 2019 )

2.

Former BJP Panposh Org District President .( 2014 to 2020 ) ,

3.Former State Executive Member BJP Odisha ( 2020 to 2025 )

ଛାତ୍ର ସଂସଦ ନିର୍ବାଚନ ନେଇ ସ୍ୱାଗତଯୋଗ୍ୟ ନିଷ୍ପତ୍ତିଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ଆମ ସରକାରଙ୍କ ନିଷ୍ପ...
05/10/2026

ଛାତ୍ର ସଂସଦ ନିର୍ବାଚନ ନେଇ ସ୍ୱାଗତଯୋଗ୍ୟ ନିଷ୍ପତ୍ତି

ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ଆମ ସରକାରଙ୍କ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର, ନେତୃତ୍ୱ ବିକାଶ ଓ ଛାତ୍ର ପ୍ରତିନିଧିତ୍ୱ ଦୃଷ୍ଟିରୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

ଛାତ୍ର ସମାଜର ଦୀର୍ଘଦିନର ଦାବିକୁ ସମ୍ମାନ ଦେଇ ଛାତ୍ର ସଂସଦ ନିର୍ବାଚନ ପୁନର୍ବାର କରାଇବା ପାଇଁ ନିଷ୍ପତ୍ତି ନେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।

ଯୁବପିଢ଼ିର ଗଣତାନ୍ତ୍ରିକ ଚେତନା, ନେତୃତ୍ୱ ଓ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହି ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଆମ ପ୍ରିୟ ମାନ୍ୟବର ରଘୁନାଥପାଲ୍ଲୀ ବିଧାୟକ ଓ ସୁନ୍ଧରଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଶ୍ରୀ   ଭାଇ ଙ୍କୁଜନ୍ମ ଦିନର ଅନେକ ଅନେକ ଶୁଭେଛା ଓ ଶୁ...
04/10/2026

ଆମ ପ୍ରିୟ ମାନ୍ୟବର ରଘୁନାଥପାଲ୍ଲୀ ବିଧାୟକ ଓ ସୁନ୍ଧରଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ

ଶ୍ରୀ ଭାଇ ଙ୍କୁ

ଜନ୍ମ ଦିନର ଅନେକ ଅନେକ ଶୁଭେଛା ଓ ଶୁଭକାମନା।

ଆତ୍ମନିର୍ଭରଶୀଳ ଭାରତର ସ୍ରଷ୍ଟା, ସଶକ୍ତ ଓ ସମୃଦ୍ଧ ଭାରତ ନିର୍ମାଣର ଶିଳ୍ପୀ, ବିଶ୍ବର ସବୁଠାରୁ ଲୋକପ୍ରିୟ ଜନନେତା, ଭାରତର ଯଶସ୍ଵୀ ପ୍ରଧାନମନ୍...
17/09/2026

ଆତ୍ମନିର୍ଭରଶୀଳ ଭାରତର ସ୍ରଷ୍ଟା, ସଶକ୍ତ ଓ ସମୃଦ୍ଧ ଭାରତ ନିର୍ମାଣର ଶିଳ୍ପୀ, ବିଶ୍ବର ସବୁଠାରୁ ଲୋକପ୍ରିୟ ଜନନେତା, ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ନିମନ୍ତେ ପ୍ରାର୍ଥନା କରୁଛି, ଦେଶ ସେବାରେ ଆପଣଙ୍କ ନିରନ୍ତର ନିଃସ୍ଵାର୍ଥପର ଉଦ୍ୟମ, ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ।

ଗତକାଲି ରାଉରକେଲା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରେ ମୁଁ ଯୋଗ ଦେଇ ତୃଣମୂଳ ସ୍ତରରୁ ସଂଗଠନ କୁ ମଜବୁତ କରିବା ସହିତ କେନ୍ଦ୍ର ସରକାର ଏବଂ ରାଜ୍ୟ...
17/09/2026

ଗତକାଲି ରାଉରକେଲା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରେ ମୁଁ ଯୋଗ ଦେଇ

ତୃଣମୂଳ ସ୍ତରରୁ ସଂଗଠନ କୁ ମଜବୁତ କରିବା ସହିତ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା କିପରି ପ୍ରକୃତ ଯୋଗ୍ୟ ହିତାଧିକାରୀ ଙ୍କ ନିକଟରେ ପହଞ୍ଚିବ ସେଥିପାଇଁ ଜିଲ୍ଲାର ସମସ୍ତ ନେତୃତ୍ୱ ଏବଂ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ସନ୍ଦେଶ ଦେଲି।

ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷା ଓ ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ , ବିଜେପି ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ଓଡ଼ିଶା ସଭାପତି ଶ୍ରୀ ,
ଜିଲ୍ଲା ମୁଖପାତ୍ର ଶ୍ରୀ , ପୂର୍ବତନ ରାଉରକେଲା ବିଧାୟକ ଶ୍ରୀ ଏବଂ ରାଉରକେଲା ଜିଲ୍ଲା ର ସମସ୍ତ ପଦାଧିକାରୀ , ମୋର୍ଚ୍ଚା ସଭାପତି, ମଣ୍ଡଳ ସଭାପତି ଙ୍କ ସହ ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ବିଘ୍ନହର୍ତ୍ତା , ମଙ୍ଗଳକାରୀ, ସୁଖ ସମୃଦ୍ଧିର ଦେବତା ଭଗବାନ ଶ୍ରୀ ଗଣେଶଙ୍କ ଦିବ୍ୟ କୃପ(%ର ସମସ୍ତଙ୍କ ଜୀବନ ହେଉ ମଙ୍ଗଳମୟ ।ପବିତ୍ର ଗଣେଶ ଚତୁର...
13/09/2026

ବିଘ୍ନହର୍ତ୍ତା , ମଙ୍ଗଳକାରୀ, ସୁଖ ସମୃଦ୍ଧିର ଦେବତା ଭଗବାନ ଶ୍ରୀ ଗଣେଶଙ୍କ ଦିବ୍ୟ କୃପ(%ର ସମସ୍ତଙ୍କ ଜୀବନ ହେଉ ମଙ୍ଗଳମୟ ।

ପବିତ୍ର ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା

ॐ

ଶ୍ରୀ ଗଣେଶଙ୍କ ଆଶୀର୍ବାଦରେ ଆପଣଙ୍କ ଜୀବନରେ ଆସୁ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା । ସମସ୍ତଙ୍କ ଘରେ ଘରେ ରହୁ ଗଣେଶଙ୍କ କୃପା, ସଦା ହସୁ ଆପଣଙ୍କ ମୁହଁ ଓ ପୁରଣ ହେଉ ସମସ୍ତ ମନୋକାମନା ।

To all the ‘Naraaz Foofas’ in the Opposition...𝐘𝐨𝐮 𝐜𝐚𝐧 𝐤𝐞𝐞𝐩 𝐬𝐮𝐥𝐤𝐢𝐧𝐠. 𝐈𝐧𝐝𝐢𝐚 𝐰𝐢𝐥𝐥 𝐤𝐞𝐞𝐩 𝐛𝐮𝐢𝐥𝐝𝐢𝐧𝐠 𝐚𝐧𝐝 𝐦𝐨𝐯𝐢𝐧𝐠 𝐟𝐨𝐫𝐰𝐚𝐫𝐝. 🏭
06/09/2026

To all the ‘Naraaz Foofas’ in the Opposition...

𝐘𝐨𝐮 𝐜𝐚𝐧 𝐤𝐞𝐞𝐩 𝐬𝐮𝐥𝐤𝐢𝐧𝐠. 𝐈𝐧𝐝𝐢𝐚 𝐰𝐢𝐥𝐥 𝐤𝐞𝐞𝐩 𝐛𝐮𝐢𝐥𝐝𝐢𝐧𝐠 𝐚𝐧𝐝 𝐦𝐨𝐯𝐢𝐧𝐠 𝐟𝐨𝐫𝐰𝐚𝐫𝐝. 🏭

ଓଡିଶା ସରକାରଙ୍କ ଗ୍ରାମୀଣ ବିକାଶ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶ୍ରୀ Rabi Narayan Naik  ଙ୍କ ପୂଜ୍ୟ ମା...
05/09/2026

ଓଡିଶା ସରକାରଙ୍କ ଗ୍ରାମୀଣ ବିକାଶ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଶ୍ରୀ Rabi Narayan Naik ଙ୍କ ପୂଜ୍ୟ ମାତା ଶ୍ରୀମତୀ #ଶୁଭ_ନାଏକ ଙ୍କ ପରଲୋକ ଘଟିଛି । ସ୍ୱର୍ଗତଃ ନାଏକ ଜଣେ ଅତ୍ୟନ୍ତ ସ୍ନେହୀ, ମେଳାପୀ, ଧର୍ମପରାୟଣା ଓ ଦରଦୀ ମହିଳା ଥିଲେ । ତାଙ୍କ ବିୟୋଗରେ ମୁଁ ଗଭୀର ଶୋକବ୍ୟକ୍ତ କରୁଛି ।

ସ୍ୱର୍ଗତଃ ନାଏକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ରାଜ୍ୟର ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

 #ଅଶ୍ରୁଳଶ୍ରଦ୍ଧାଞ୍ଜଳି ରାଉରକେଲା ମୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ Dilip Ray ଙ୍କ ପ୍ରିୟ ଭଉଣୀ ସ୍ୱର୍...
05/09/2026

#ଅଶ୍ରୁଳଶ୍ରଦ୍ଧାଞ୍ଜଳି
ରାଉରକେଲା ମୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ Dilip Ray ଙ୍କ ପ୍ରିୟ ଭଉଣୀ ସ୍ୱର୍ଗତା ଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରୁଛୁ।
ତାଙ୍କର ପବିତ୍ର ଆତ୍ମାକୁ ଶାନ୍ତି ମିଳୁ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅପୂରଣୀୟ ଦୁଃଖ ସହିବା ପାଇଁ ଈଶ୍ୱର ଶକ୍ତି ପ୍ରଦାନ କରନ୍ତୁ।
🙏 ଓଁ ଶାନ୍ତି 🙏

02/09/2026

आतंकवाद पर कोई दोहरा रवैया नहीं चलेगा! 🇮🇳

किर्गिस्तान की राजधानी बिश्केक में आयोजित SCO शिखर सम्मेलन के मंच से प्रधानमंत्री श्री Narendra Modi ने आतंकवाद पर भारत का पक्ष पूरी बेबाकी से रखा।

पाकिस्तान के प्रधानमंत्री शहबाज शरीफ की मौजूदगी में पीएम मोदी ने पहलगाम आतंकी हमले का जिक्र करते हुए स्पष्ट संदेश दिया कि आतंकवाद का यह घिनौना चेहरा किसी भी कीमत पर बर्दाश्त नहीं किया जाएगा।

वैश्विक नेताओं के बीच पीएम मोदी ने कहा कि आतंकवाद के खिलाफ एकजुटता केवल सुरक्षा का नहीं, बल्कि पूरी मानवता के प्रति हमारी जिम्मेदारी का विषय है।

Bharatiya Janata Party (BJP)
BJP Odisha

ରକ୍ଷାବନ୍ଧନ ହେଉଛି ଭାରତୀୟ ସଂସ୍କୃତିର ଏକ ପବିତ୍ର ଓ ଭାବପୂର୍ଣ୍ଣ ପର୍ବ। ଏହି ଦିନ ଭଉଣୀ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟ...
28/08/2026

ରକ୍ଷାବନ୍ଧନ ହେଉଛି ଭାରତୀୟ ସଂସ୍କୃତିର ଏକ ପବିତ୍ର ଓ ଭାବପୂର୍ଣ୍ଣ ପର୍ବ।

ଏହି ଦିନ ଭଉଣୀ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ, ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରିଥାନ୍ତି।

ଭାଇ ମଧ୍ୟ ଭଉଣୀଙ୍କ ସୁଖ-ସୁରକ୍ଷା ପାଇଁ ସଦା ସାଥୀ ହେବାର ପ୍ରତିଶ୍ରୁତି ଦେଇଥାନ୍ତି।

ଠିକ ସେହିପରି ଆଜି ମୋ ଭଉଣୀ ମୋ ହାତ ରେ ରାକ୍ଷୀ ବାନ୍ଧି ମୋର ଦୀର୍ଘାୟୁ, ସୁଖ ସମୃଦ୍ଧି କାମନା କରିଥିଲେ ।

Address

Sector 1
Rourkela
769008

Alerts

Be the first to know and let us send you an email when Jagabandhu behera BJP posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Jagabandhu behera BJP:

Shortcuts

Share