Raurkela Municipal Corporation

Call Directions Website Contact the organization

Raurkela Municipal Corporation Raurkela was declared as Municipal Corporation on 14 Nov 2014 comprising of 26 Revenues Villages in 53.29 sq km area bounded by River Koel & Sankha

07/10/2026

ବାଦ୍ ପଡ଼ିଥିବା ଯୋଗ୍ୟ ମତଦାତା ଓ ନୂତନ ଭାବେ ସାମିଲ୍ ହେବାକୁ ଚାହୁଁଥିବା ଯୋଗ୍ୟ ଭୋଟର୍ ମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ଵତନ୍ତ୍ର କ୍ୟାମ୍ପ୍ ଆୟୋଜନ କରାଯାଉଛି। ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରାଇବା ପାଇଁ ଆପଣଙ୍କ ଅଞ୍ଚଳର BLO ଙ୍କ ସହ ଯୋଗାଯୋଗ କରନ୍ତୁ ଏବଂ ଏକ ସଠିକ୍ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରନ୍ତୁ।

Ceoodisha Election Commission of India

ସ୍ଵଚ୍ଛତା ହିଁ ସେବା ଅଭିଯାନରେ ବିଭିନ୍ନ ସରକାରୀ ବିଦ୍ୟାଳୟ ସମେତ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ...
07/10/2026

ସ୍ଵଚ୍ଛତା ହିଁ ସେବା ଅଭିଯାନରେ ବିଭିନ୍ନ ସରକାରୀ ବିଦ୍ୟାଳୟ ସମେତ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟାଳୟ ତଥା ବିଦ୍ୟାଳୟ ପରିସର ପରିଷ୍କାର ପରିଚ୍ଛନ୍ନ କରିବା ସହ ସ୍ଵଚ୍ଛତା ରକ୍ଷା ଏହି ସଫେଇର ମୂଳ ଲକ୍ଷ୍ୟ ଥିଲା।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Swachh Bharat Mission, India Swachh Bharat Mission - Urban Information & Public Relations Department, Government of Odisha

ଆସନ୍ତା କାଲି ଠାରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ବାଦ୍ ପଡ଼ିଥିବା ଯୋଗ୍ୟ ମତଦାତା ଏବଂ ପ୍ରଥମଥର ପାଇଁ ଭୋଟର ତାଲିକାରେ ସାମିଲ୍ ହେଉଥିବା ନୂତନ...
06/10/2026

ଆସନ୍ତା କାଲି ଠାରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ବାଦ୍ ପଡ଼ିଥିବା ଯୋଗ୍ୟ ମତଦାତା ଏବଂ ପ୍ରଥମଥର ପାଇଁ ଭୋଟର ତାଲିକାରେ ସାମିଲ୍ ହେଉଥିବା ନୂତନ ଯୁବ ଭୋଟରଙ୍କ ପଞ୍ଜୀକରଣ ପାଇଁ ପ୍ରତ୍ୟେକ ବୁଥ୍ ରେ ସ୍ଵତନ୍ତ୍ର କ୍ୟାମ୍ପ୍ ଆୟୋଜନ କରାଯିବ। ଆପଣଙ୍କ ସହାୟତା ପାଇଁ ବୁଥ୍ ଗୁଡିକରେ BLO ମାନେ ଉପସ୍ଥିତ ରହିବେ।
ତେଣୁ ଆପଣମାନେ ପ୍ରଥମେ ଭୋଟର ତାଲିକାରେ ନିଜ ନାମ ଯାଂଚ କରନ୍ତୁ। ଯଦି ନାମ ନାହିଁ କିମ୍ବା ନୂତନ ଭାବେ ସାମିଲ୍ ହେବେ, ତେବେ ଫର୍ମ - ୬ ପୂରଣ କରି ଆବେଦନ କରନ୍ତୁ ଏବଂ ଏକ ତ୍ରୁଟିମୁକ୍ତ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତିରେ ନିଜର ଯୋଗଦାନକୁ ସୁନିଶ୍ଚିତ କରନ୍ତୁ।

Election Commission of India Ceoodisha Information & Public Relations Department, Government of Odisha

ଗାନ୍ଧୀ ଜୟନ୍ତୀ ଅବସରରେ ମାନ୍ୟବର ରାଉରକେଲା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାନପୋଷଠାରେ ଥିବା ମହାତ୍ମା ଗାନ୍...
02/10/2026

ଗାନ୍ଧୀ ଜୟନ୍ତୀ ଅବସରରେ ମାନ୍ୟବର ରାଉରକେଲା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାନପୋଷଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଶାନ୍ତି ଶୋଭାଯାତ୍ରା ସହ ସ୍ବଚ୍ଛତା ଦିବସ ଅବସରରେ ରାଉରକେଲା ମହାନଗର ନିଗମ ପକ୍ଷରୁ 'ସ୍ୱଚ୍ଛତା ପଦଯାତ୍ରା' ଅନୁଷ୍ଠିତ ହୋଇଥିଲା।
ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟଠାରୁ ପାନପୋଷ ଛକ ପର୍ଯ୍ୟନ୍ତ ଆୟୋଜିତ ଏହି ପଦଯାତ୍ରାରେ ଆରଏମସିର ବରିଷ୍ଠ ଅଧିକାରୀ ଓ କର୍ମଚାରୀ, ଏସଏଚଜି ମହିଳା ଏବଂ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଏଥିସହ, ପୂର୍ବରୁ ଅନୁଷ୍ଠିତ ‘ସ୍ୱଚ୍ଛତାରୁ ସମୃଦ୍ଧି’ କାର୍ଯ୍ୟକ୍ରମର କୃତୀ ପ୍ରତିଯୋଗୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ସହ ସମ୍ମାନିତ କରାଯାଇଥିଲା।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Information & Public Relations Department, Government of Odisha Swachh Bharat Mission, India Swachh Bharat Mission - Urban Swachh Survekshan

ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ରାଉରକେଲା ମହାନଗର ନିଗମ ପକ୍...
02/10/2026

ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି।

CMO Odisha Information & Public Relations Department, Government of Odisha

ସ୍ଵଚ୍ଛତା ହିଁ ସେବା ଅଭିଯାନରେ ଆଜି ଏକ୍ ଦିନ୍, ଏକ୍ ଘଣ୍ଟା, ଏକ୍ ସାଥ୍ ଅଧୀନରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସଫେଇ କ...
01/10/2026

ସ୍ଵଚ୍ଛତା ହିଁ ସେବା ଅଭିଯାନରେ ଆଜି ଏକ୍ ଦିନ୍, ଏକ୍ ଘଣ୍ଟା, ଏକ୍ ସାଥ୍ ଅଧୀନରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସଫେଇ କର୍ମୀଙ୍କ ସହ ଆରଏମସିର କର୍ମଚାରୀ, ସ୍ଥାନୀୟ ଜନତା ଓ ଲୋକ ପ୍ରତିନିଧି ଏକାଠି ହୋଇ ଶ୍ରମଦାନ କରିବା ପୂର୍ବକ ସଫେଇ କାର୍ଯ୍ୟ କରିଥିଲେ।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Swachh Bharat Mission - Urban Swachh Bharat Mission, India Information & Public Relations Department, Government of Odisha Swachh Survekshan

01/10/2026

Under the campaign, Raurkela Municipal Corporation organised Swachhata Se Samriddhi, where 95 students showcased 23 innovative projects made from different types of waste.
Students from UGIE, SK DAV, Government ITI and Dr. Ambedkar ITI, Jagda participated in activities including Waste to Wealth, Waste to Art, Plastic Recycling Mela, and Reuse & Recycling Drives. Government ITI secured 1st and 2nd positions, while Dr. Ambedkar ITI, Jagda secured 3rd position for their innovative projects.

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Swachh Bharat Mission, India Swachh Bharat Mission - Urban Swachh Survekshan Information & Public Relations Department, Government of Odisha Skill Dev and Tech Education Department

ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆଜି ଆରଏମସି ତରଫରୁ ସ୍ଵଚ୍ଛତା ହିଁ ସେବା ଅଭିଯାନରେ ସଫେଇ ମିତ୍ର ସୁରକ୍ଷା...
30/09/2026

ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆଜି ଆରଏମସି ତରଫରୁ ସ୍ଵଚ୍ଛତା ହିଁ ସେବା ଅଭିଯାନରେ ସଫେଇ ମିତ୍ର ସୁରକ୍ଷା ଓ ସମ୍ମାନ ଶିବିର ଆୟୋଜନ କରାଯାଇଥିଲା। ବିଭିନ୍ନ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ଶିବିରରେ ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରାମର୍ଶ ମଧ୍ୟ ଦିଆଯାଇଥିଲା।
ଏହା ସହ ସଫେଇ କର୍ମଚାରୀଙ୍କୁ କାର୍ଯ୍ୟ ସମୟରେ ଆବଶ୍ୟକୀୟ ସୁରକ୍ଷା ଉପକରଣ ବ୍ୟବହାର କରିବାକୁ ପରାମର୍ଶ ଦିଆଯିବା ସହ ଆଜି ଜାତୀୟ ସ୍ତରରେ ଅନୁଷ୍ଠିତ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Swachh Bharat Mission, India Swachh Bharat Mission - Urban Swachh Survekshan Information & Public Relations Department, Government of Odisha Ministry of Health and Family Welfare, Government of India Health & Family Welfare Department, Government of Odisha

ବର୍ଜ୍ୟବସ୍ତୁକୁ ସଂପଦରେ ପରିଣତ କରିବା, ପୁନଃ ବ୍ୟବହାର, ପୁନଃ ଚକ୍ରଣକୁ ପ୍ରୋତ୍ସାହନ ଦେବା ସହ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍...
29/09/2026

ବର୍ଜ୍ୟବସ୍ତୁକୁ ସଂପଦରେ ପରିଣତ କରିବା, ପୁନଃ ବ୍ୟବହାର, ପୁନଃ ଚକ୍ରଣକୁ ପ୍ରୋତ୍ସାହନ ଦେବା ସହ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଦକ୍ଷତା, କୌଶଳକୁ ପ୍ରସ୍ଫୁଟିତ କରିବା ଲକ୍ଷ୍ୟ ନେଇ ଆଜି ସ୍ଵଚ୍ଛତା ହିଁ ସେବା ଅଭିଯାନରେ ସ୍ଵଚ୍ଛତାରୁ ସମୃଦ୍ଧି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏଥିରେ ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନ, ଏସ୍.କେ.ଡି.ଏ.ଭି ବହୁବୃତ୍ତି ଅନୁଷ୍ଠାନ, ରାଉରକେଲା ସରକାରୀ ଶିଳ୍ପ ଅନୁଷ୍ଠାନ(Govt ITI), ଡଃ ଆମ୍ବେଦକର ମେମୋରିଆଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ ସାଇନ୍ସ(DAMITS) ର ପ୍ରାୟ ୯୫ ଜଣ ଛାତ୍ରଛାତ୍ରୀ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ସେମାନଙ୍କ ଅଭିନବ କଳାକୃତିର ପ୍ରଦର୍ଶନ କରିଥିଲେ। ଗୁଣାତ୍ମକ ମୂଲ୍ୟାଙ୍କନ ଆଧାରରେ Govt ITI ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ DAMITS ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା। ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ମନୋନୀତ କଳାକୃତିଗୁଡିକ ଆଗାମୀ ଦିନରେ ସହରର ବିଭିନ୍ନ ସ୍ଥାନରେ ଶୋଭା ପାଇବ।

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Swachh Bharat Mission - Urban Swachh Bharat Mission, India Swachh Survekshan Information & Public Relations Department, Government of Odisha

Under   , sanitation workers are undertaking regular toilet-cleaning activities to ensure clean, hygienic and well-maint...
28/09/2026

Under , sanitation workers are undertaking regular toilet-cleaning activities to ensure clean, hygienic and well-maintained public toilets, contributing towards a cleaner and Open Defecation Free Raurkela.

CMO Odisha Ministry of Housing and Urban Affairs Housing & Urban Development Department, Govt. of Odisha Swachh Bharat Mission, India Swachh Bharat Mission - Urban Swachh Survekshan Information & Public Relations Department, Government of Odisha

Address

Udit Nagar
Rourkela
769012

Opening Hours

Monday 10am - 5:30pm
Tuesday 10am - 5:30pm
Wednesday 10am - 5:30pm
Thursday 10am - 5:30pm
Friday 10am - 5:30pm
Saturday 10am - 5:30pm

Telephone

+9118003457468

Alerts

Be the first to know and let us send you an email when Raurkela Municipal Corporation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Raurkela Municipal Corporation:

Shortcuts

Share