District Administration Subarnapur

Call Directions Website Contact the organization

District Administration Subarnapur Official page of Collector and District Magistrate , Subarnapur

*ଭୋଟର ତାଲିକାରେ ଆପଣଙ୍କ ନାମ, ଗଣତନ୍ତ୍ରରେ ଆପଣଙ୍କ ସ୍ୱର।*୭, ୮ ଓ ୯ ଅକ୍ଟୋବର ୨୦୨୬ ରେ SIR ସମ୍ବନ୍ଧୀୟ ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୁଅନ୍...
08/10/2026

*ଭୋଟର ତାଲିକାରେ ଆପଣଙ୍କ ନାମ, ଗଣତନ୍ତ୍ରରେ ଆପଣଙ୍କ ସ୍ୱର।*
୭, ୮ ଓ ୯ ଅକ୍ଟୋବର ୨୦୨୬ ରେ SIR ସମ୍ବନ୍ଧୀୟ ସ୍ୱତନ୍ତ୍ର ଅଭିଯାନରେ ସାମିଲ ହୁଅନ୍ତୁ।
ବାଦ ପଡ଼ିଥିବା ଯୋଗ୍ୟ ଭୋଟର ଓ ନୂତନ ଯୋଗ୍ୟ ଭୋଟରମାନେ ଶିବିରରେ ଆସି ଆବେଦନ କରନ୍ତୁ।
ଆସନ୍ତୁ, କୌଣସି ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ ପଡ଼ିବାକୁ ଦେବା ନାହିଁ। CMO Odisha Information & Public Relations Department, Government of Odisha Ceoodisha Election Commission of India

ତା.୦୬.୧୦.୨୦୨୬ ରିଖ ଦିନ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ,ଓଡିଶା,ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ସୁଧ ଛାଡ...
06/10/2026

ତା.୦୬.୧୦.୨୦୨୬ ରିଖ ଦିନ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ,ଓଡିଶା,ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ସୁଧ ଛାଡ଼ ସମାରୋହରେ ଅଂଶଗ୍ରହଣ କରିଥିଲେ । ସପ୍ତଦଶ ପର୍ଯ୍ୟାୟ ୧୮୯୧ ଏସଏଚଜି ଏବଂ ଅଷ୍ଟାଦଶ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାର ଏସଏଚଜିଗୁଡ଼ିକୁ ସୁଧ ରିହାତି ଆକାରରେ ଯଥାକ୍ରମେ ୫୩,୭୨,୩୯୨ ଏବଂ ୫୯,୫୩,୨୫୮ ଟଙ୍କା ପ୍ରଦାନ କରାଯାଇଥିଲା । ଏହା ସେମାନଙ୍କର ଋଣ ପରିଶୋଧ କ୍ଷମତାକୁ ସୁଦୃଢ଼ କରିବ ଏବଂ ସେମାନଙ୍କର ଆର୍ଥିକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବ । CMO Odisha Information & Public Relations Department, Government of Odisha Women & Child Development, Government of Odisha

ତା.୦୫.୧୦.୨୦୨୬ ରିଖ ଦିନ ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିନିକାରେ ମୌଳିକ ଜୀବନ ସହାୟତା ପ୍ରଶିକ୍ଷଣ ଏବଂ ପ୍ରାଥମିକ ଚିକିତ୍ସା ପ୍ରଶି...
06/10/2026

ତା.୦୫.୧୦.୨୦୨୬ ରିଖ ଦିନ ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିନିକାରେ ମୌଳିକ ଜୀବନ ସହାୟତା ପ୍ରଶିକ୍ଷଣ ଏବଂ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ । CMO Odisha Information & Public Relations Department, Government of Odisha Health & Family Welfare Department, Government of Odisha

ତା.୦୫.୧୦.୨୦୨୬ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶ...
06/10/2026

ତା.୦୫.୧୦.୨୦୨୬ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂହ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନାରାୟଣ ନାଏକ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ। ସର୍ବମୋଟ ୫୯ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା, ସେଥିମଧ୍ୟରୁ ୪୮ଟି ବ୍ୟକ୍ତିଗତ ଏବଂ ୧୧ଟି ସାମୂହିକ ଦରଖାସ୍ତ ଥିଲା। ଏଥିମଧ୍ୟରୁ ୨ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ଅଭିଯୋଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ସମ୍ବନ୍ଧୀୟ ଥିଲା।ଅବଶିଷ୍ଟ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ପ୍ରେରଣ କରାଯାଇଛି। CMO Odisha Information & Public Relations Department, Government of Odisha

ତା.୦୫.୧୦.୨୦୨୬ ରିଖ ଦିନ ସୁବର୍ଣ୍ଣପୁର ର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଶ୍ରୀ ଦେବାଶିଷ ସିଂହ, ଆଇ. ଏ. ଏସ. CMO Odisha Informatio...
06/10/2026

ତା.୦୫.୧୦.୨୦୨୬ ରିଖ ଦିନ ସୁବର୍ଣ୍ଣପୁର ର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଶ୍ରୀ ଦେବାଶିଷ ସିଂହ, ଆଇ. ଏ. ଏସ. CMO Odisha Information & Public Relations Department, Government of Odisha

ତା.୦୩.୧୦.୨୦୨୬ ରିଖ ଦିନ ସେବା ସଂକଳ୍ପ ଅଭିଯାନ ୨୦୨୬ ଆଧାରରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରା ଆସନ୍ତା ୭ ଅକ୍ଟୋବର, ୨୦୨୬ ...
04/10/2026

ତା.୦୩.୧୦.୨୦୨୬ ରିଖ ଦିନ ସେବା ସଂକଳ୍ପ ଅଭିଯାନ ୨୦୨୬ ଆଧାରରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରା ଆସନ୍ତା ୭ ଅକ୍ଟୋବର, ୨୦୨୬ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଥିଲା।ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ରାଜେନ୍ଦ୍ର ମାଝୀ, ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ଓ ଜନସେବାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ଉପଲବ୍ଧିଗୁଡ଼ିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ସମାଜର ବିଭିନ୍ନ ବର୍ଗଙ୍କୁ ୨୦୪୭ ବିକଶିତ ଭାରତ ସଂକଳ୍ପ ସହ ଯୋଡ଼ିବା ହେଉଛି ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତର ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ସ୍ଵୀକୃତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ସୁଚାରୁ ଓ ସଫଳ ଭାବେ ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗ ସେମାନଙ୍କ ଦାୟିତ୍ୱକୁ ସଠିକ୍ ଭାବେ ନିର୍ବାହ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ମଞ୍ଚ ସଜ୍ଜା, ଏଲ୍‌ଇଡି ଓ ସାଉଣ୍ଡ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ପରିଷ୍କାର ପରିଚ୍ଛନ୍ନତା ଓ ଜଳଯୋଗ ଆଦି ସମ୍ପର୍କରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। CMO Odisha Information & Public Relations Department, Government of Odisha

ତା. ୦୨.୧୦.୨୦୨୬ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାରେ ଶ୍ରଦ୍ଧା ଓ ଭକ୍ତିର ସହ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ। ଭୋର ୪ଟା ୩୦ ମିନିଟ୍‌ରେ ସମଗ...
04/10/2026

ତା. ୦୨.୧୦.୨୦୨୬ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାରେ ଶ୍ରଦ୍ଧା ଓ ଭକ୍ତିର ସହ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ। ଭୋର ୪ଟା ୩୦ ମିନିଟ୍‌ରେ ସମଗ୍ର ସହରରେ ରାମଧୁନ୍‌ ପରିବେଷଣ ପରେ ମହାତ୍ମା ଗାନ୍ଧୀ ଓ ଦାଣ୍ଡୀ ଯାତ୍ରା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସଂସ୍କୃତି ଭବନଠାରେ ସର୍ବଧର୍ମ ପ୍ରାର୍ଥନା ସଭାରେ ବିଭିନ୍ନ ଧର୍ମାବଲମ୍ବୀ ଓ ଛାତ୍ରଛାତ୍ରୀମାନେ ଧର୍ମଗ୍ରନ୍ଥ ପାଠ କରିଥିଲେ। କଣ୍ଠଶିଳ୍ପୀ ପୁଷ୍ପକ ରାୟ ‘ରଘୁପତି ରାଘବ ରାଜା ରାମ’ ଭଜନ ପରିବେଷଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। CMO Odisha Information & Public Relations Department, Government of Odisha

ଆସନ୍ତା ତା.୦୫.୧୦.୨୦୨୬ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ...
02/10/2026

ଆସନ୍ତା ତା.୦୫.୧୦.୨୦୨୬ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ସଭା ଗୃହ ଠାରେ ଅନୁଷ୍ଠିତ ହେବ । CMO Odisha Information & Public Relations Department, Government of Odisha

ତା.୨୮.୦୯.୨୦୨୬ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶ...
28/09/2026

ତା.୨୮.୦୯.୨୦୨୬ ରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନାରାୟଣ ନାଏକ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ଶୁଣିଥିଲେ l ସମସ୍ତ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ନିକଟକୁ ପ୍ରେରଣ କରାଯାଇଛି। CMO Odisha Information & Public Relations Department, Government of Odisha

On the occasion of World Tourism Day, a 5 km ‘Subarnapur Promo Run’ was organized in Subarnapur. Subarnapur District Col...
28/09/2026

On the occasion of World Tourism Day, a 5 km ‘Subarnapur Promo Run’ was organized in Subarnapur. Subarnapur District Collector Shri Rajendra Majhi flagged it off at Maa Sureswari Temple to mark its auspicious start in presence of ADM Smt. Anjalina Pradhan & District Level Officers.With the participation of around 100 runners, it promoted tourism, fitness and a healthy lifestyle and also promoted the upcoming OMC Puri Coastal Marathon scheduled on 13th Dec at Puri. CMO Odisha Information & Public Relations Department, Government of Odisha Department of Sports and Youth Services, Government of Odisha





Address

Collectorate, Subarnapur
Sonepur
767017

Opening Hours

Monday 10am - 5:30pm
Tuesday 10am - 5:30pm
Wednesday 10am - 5:30pm
Thursday 10am - 5:30pm
Friday 10am - 5:30pm
Saturday 10am - 5:30pm

Telephone

+916654220201

Alerts

Be the first to know and let us send you an email when District Administration Subarnapur posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to District Administration Subarnapur:

Shortcuts

Share