Prakash Chandra Majhi

Call Directions Website Contact the organization

Prakash Chandra Majhi ଜୟ ଜଗନ୍ନାଥ

ନାବାଳିକା କୁ ଦୁଷ୍କର୍ମ ଘଟଣାରେ ଜଳେଶ୍ବର ଥାନାଧିକାରୀ ଅଶୋକ ବାରିକ ଙ୍କ ହେର୍ଡକ୍ବାଟାର କୁ ବଦଳି
23/10/2026

ନାବାଳିକା କୁ ଦୁଷ୍କର୍ମ ଘଟଣାରେ ଜଳେଶ୍ବର ଥାନାଧିକାରୀ ଅଶୋକ ବାରିକ ଙ୍କ ହେର୍ଡକ୍ବାଟାର କୁ ବଦଳି

ମୋ ମାଟି ସୋର , ମୋ ଗର୍ବ କବିବର ରାଧାନାଥ ରାୟ।ଯେଉଁ ମାଟିରେ ମହାନ ସାହିତ୍ୟିକଙ୍କ ସ୍ମୃତି ଜଡ଼ିତ, ସେହି ମାଟିରେ ଜନ୍ମ ନେବା ଆମ ପାଇଁ ଗର୍ବ ଓ...
23/10/2026

ମୋ ମାଟି ସୋର , ମୋ ଗର୍ବ କବିବର ରାଧାନାଥ ରାୟ।

ଯେଉଁ ମାଟିରେ ମହାନ ସାହିତ୍ୟିକଙ୍କ ସ୍ମୃତି ଜଡ଼ିତ, ସେହି ମାଟିରେ ଜନ୍ମ ନେବା ଆମ ପାଇଁ ଗର୍ବ ଓ ଗୌରବର କଥା। କବିବର ରାଧାନାଥ ରାୟ ଓଡ଼ିଆ ସାହିତ୍ୟ ଜଗତର ଏକ ଉଜ୍ଜ୍ୱଳ ନକ୍ଷତ୍ର। ତାଙ୍କର ଲେଖନୀ ଓଡ଼ିଆ ଭାଷାକୁ ନୂଆ ପରିଚୟ ଦେଇଛି ଏବଂ ଓଡ଼ିଆ ଜାତିର ଗର୍ବକୁ ବଢ଼ାଇଛି।

ଆମ ସୋର କେଦାରପୁର ମାଟିର ଗୌରବ, ଆମ ଅଞ୍ଚଳର ଗର୍ବ ଓ ଆମ ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ ହେଉଛନ୍ତି କବିବର ରାଧାନାଥ ରାୟ।

ଆସନ୍ତୁ, ତାଙ୍କ ସ୍ମୃତିକୁ ସମ୍ମାନ ଦେବା, ତାଙ୍କ ସାହିତ୍ୟକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଏବଂ ଆମ କେଦାରପୁରର ଗୌରବକୁ ସାରା ଓଡ଼ିଶାରେ ପରିଚିତ କରାଇବା।

🌿 ଜୟ ଓଡ଼ିଆ ଭାଷା, ଜୟ ସୋର କେଦାରପୁର ମାଟି! 🌿

— ସୋର କେଦାରପୁରର ଗର୍ବ, କବିବର ରାଧାନାଥ ରାୟ



ମହା ନବମୀ ପୂଜାର ଅଭିନନ୍ଦନ
20/10/2026

ମହା ନବମୀ ପୂଜାର ଅଭିନନ୍ଦନ

ଜୟ ମା’ ଦୁର୍ଗା! ଶୁଭ ମହାଅଷ୍ଟମୀ!ପବିତ୍ର ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ମା’ ମହିଷାମର୍ଦ୍ଦିନୀଙ୍କ ଆଶୀର୍ବାଦରୁ ସମ...
19/10/2026

ଜୟ ମା’ ଦୁର୍ଗା! ଶୁଭ ମହାଅଷ୍ଟମୀ!

ପବିତ୍ର ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ମା’ ମହିଷାମର୍ଦ୍ଦିନୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରୁ ଦୁଃଖ ଓ ଦୁର୍ଦ୍ଦଶା ଦୂର ହୋଇ ପ୍ରତ୍ୟେକ ଘରେ ଆନନ୍ଦ ଓ ମଙ୍ଗଳର ଆଗମନ ହେଉ।

🙏🏻 ଶାରଦୀୟ ଅଭିନନ୍ଦନ 🙏🏻

18/10/2026

ପୂର୍ବ ଶତ୍ରୁତାକୁ ନେଇ କାର୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ!
ଜଳେଶ୍ୱର ଥାନା ଅନ୍ତର୍ଗତ କେଶପୁରା ଗ୍ରାମରେ ଚାଞ୍ଚଲ୍ୟ!
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ କେଶପୁରା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ କାର୍‌ରେ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାର ସମସ୍ତ ଦୃଶ୍ୟ CCTV କ୍ୟାମେରାରେ କଏଦ ହୋଇଥିବା ସୂଚନା ମିଳିଛି।କେଉଁ କାରଣରୁ ଏଭଳି ଘଟଣା ଘଟିଲା? ଏହା ପଛରେ କିଏ ରହିଛି? CCTV ଫୁଟେଜ୍‌ରୁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। CCTV ଫୁଟେଜ୍‌ରେ କଏଦ ହେଲା କାର୍‌ରେ ନିଆଁ ଲଗାଇବାର ଦୃଶ୍ୟ! ଘଟଣାର ପ୍ରକୃତ ସତ୍ୟ ଜାଣିବା ପାଇଁ ନଜର ରଖନ୍ତୁ ପରବର୍ତ୍ତୀ ଅପଡେଟ୍ ଉପରେ। #ଜଳେଶ୍ୱର #ବାଲେଶ୍ୱର #ଓଡ଼ିଶାଖବର

ସୋରୋ ଅଞ୍ଚଳର ଯୁବ ବ୍ୟବସାୟୀ ରାଜେନ୍ଦ୍ର ସାହୁ ମୁନ୍ନା ଭାଇ (48)ବର୍ଷ ତାଙ୍କର ଗତ କାଲି ସନ୍ଧ୍ୟାରେ  ତାଙ୍କର ଦେହାନ୍ତ ହୋଇଯାଇଅଛି।ଓଁ ଶାନ୍ତି...
17/10/2026

ସୋରୋ ଅଞ୍ଚଳର ଯୁବ ବ୍ୟବସାୟୀ
ରାଜେନ୍ଦ୍ର ସାହୁ ମୁନ୍ନା ଭାଇ (48)ବର୍ଷ
ତାଙ୍କର ଗତ କାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଯାଇଅଛି।
ଓଁ ଶାନ୍ତି।।

ସୋର ମୁନିସପାଲ୍ଟି ର ବେ ଆଇନ୍ ଅଳିଆ ଗାଡ଼ି ଥାନାରୁ ଛାଡ଼ିବା ପଛରେ କିଏ?
09/10/2026

ସୋର ମୁନିସପାଲ୍ଟି ର ବେ ଆଇନ୍ ଅଳିଆ ଗାଡ଼ି ଥାନାରୁ ଛାଡ଼ିବା ପଛରେ କିଏ?

08/10/2026

ଆଜ୍ଞା ନମସ୍କାର ମୁଁ ଗତକାଲୀ ସୋସିଆଲ୍ ମିଡିଆରେ ଜାଣିବାକୁ ପାହିଲି ଓଡ଼ିଶା ଷ୍ଟ୍ରାଇକ୍ ବିଷୟରେ ।। ମୁଁ ବହୁତ୍ ଚିନ୍ତା କରି ଭାବିଲି ବିରୋଧ ଦଳ ଷ୍ଟ୍ରାଇକ କରିବା ବି ଉଚିତ୍ ଶାଶକ ଦଳ କୁ ଚେକ୍ ନିହାତି ଦରକାର।। ସେଥି ଲାଗି ମୋତେ ଲାଗିଲା କି ଷ୍ଟ୍ରାଇକ କୁ ସମର୍ଥନ୍ କରିବା ଉଚିତ୍ କିନ୍ତୁ ଆଜି ଏକ ଜରୁରୀ କାର୍ଯ୍ୟ ପାଇଁ ବଜାର କୁ ଯାଇଥାଏ ହଟାତ୍ ଦେଖିଲି ଆମ୍ବୁଲାନ୍ସ କୁ ।।
ଆମ୍ବୁଲାନ୍ସ ଟି ଫସିଗଲା 16ନଂ ଜାତୀୟ ରାଜପଥରେ କିଛି ଲୋକ ଆମ୍ବୁଲାନ୍ସ କୁ ଅନ୍ଯ ଏକ ରାସ୍ତା ରେ ଯିବାକୁ ବାଟ ଦେଖାଇଲେ ।।
ମୋର୍ ପ୍ରଶ୍ନ .. ଯଦି ଆମ୍ବୁଲାନ୍ସ ରେ ଥିବା ପେସେଣ୍ଡ ଟି ସୀରିଏସ୍ ଥିବ ତାହାର ଯଦି ଜୀବନ ଏହି ଷ୍ଟ୍ରାଇକ୍ ପାଇଁ ଚାଲିଯାଏ ଦାଇ କିଏ ରହିବ ସି.ପି.ଆଇ ନା କଂଗ୍ରେସ୍।।
ଆଜ୍ଞା ମୋର୍ ପରିଚିତ କଂଗ୍ରେସ ନେତା,କର୍ମୀ ଓ ସି.ପି.ଆଇ ନେତା ,କର୍ମୀଙ୍କୁ ଅନୁରୋଧ ଦୟାକରି ଆମ୍ବୁଲାନ୍ସ ପାଇଁ ରାସ୍ତା ରଖି ରାସ୍ତା ରୋକ୍ କରନ୍ତୁ।।
#କଂଗ୍ରେସ

Please ସେୟାର ନାମ - ରତିକାନ୍ତ ସାହୁ ବୟସ-୫୫ଠିକଣା - ମୋଚିନ୍ଦା, ଆନନ୍ଦପୁର, କେନ୍ଦୁଝରଯୋଗାଯୋଗ ପାଇଁ -9777042093,9337918842, 89089045...
22/09/2026

Please ସେୟାର
ନାମ - ରତିକାନ୍ତ ସାହୁ
ବୟସ-୫୫
ଠିକଣା - ମୋଚିନ୍ଦା, ଆନନ୍ଦପୁର, କେନ୍ଦୁଝର
ଯୋଗାଯୋଗ ପାଇଁ -9777042093,9337918842, 8908904545

ମାନସିକ ଅସୁସ୍ଥ ଥିବାରୁ ଗତ ଦୁଇଦିନ ଧରି ନିଖୋଜ ଅଛନ୍ତି। ଦୟାକରି ଯଦି କୌଣସି ସୂଚନା ମିଳେ କିମ୍ବା କୌଣସି ବ୍ୟକ୍ତି ଯଦି ଦେଖିଛନ୍ତି। ଦିଆଯାଇଥିବା ନମ୍ବର ରେ ଯୋଗାଯୋଗ କରନ୍ତୁ।।

Address

Odisha
Soro
756055

Alerts

Be the first to know and let us send you an email when Prakash Chandra Majhi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Prakash Chandra Majhi:

Shortcuts

Share