Sarat Raut

Directions

Sarat Raut ମୁ ସୁକିନ୍ଦା ର ପୁଅ ଶରତ ସବୁ ବେଳେ ଆପଣଙ୍କ ସହିତ ଅଛି ଓ ରହିବି
Ex MLA - Sarat Raut

14/06/2026
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ Chaudhary Charan Singh ଙ୍କ ପୁଣ୍ୟତିଥିରେ ଶତ ଶତ ନମନ ଓ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି।କୃଷକ ଓ ଗରିବ ଲୋକଙ୍କ...
29/05/2026

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ Chaudhary Charan Singh ଙ୍କ ପୁଣ୍ୟତିଥିରେ ଶତ ଶତ ନମନ ଓ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି।
କୃଷକ ଓ ଗରିବ ଲୋକଙ୍କ ଅଧିକାର ପାଇଁ ସାରା ଜୀବନ ସଂଘର୍ଷ କରିଥିବା ଏହି ମହାନ ନେତାଙ୍କ ଆଦର୍ଶ ଆଜି ମଧ୍ୟ ଦେଶକୁ ପ୍ରେରଣା ଦେଇଆସୁଛି।
ସରଳତା, ସତ୍ୟନିଷ୍ଠା ଓ କୃଷକପ୍ରେମ ପାଇଁ ସେ ସଦା ସ୍ମରଣୀୟ ହୋଇ ରହିବେ। 🙏🌾🇮🇳

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ଆଧୁନିକ ଭାରତର ଶିଳ୍ପୀ ଓ ଶିଶୁମାନଙ୍କ ପ୍ରିୟ “ଚାଚା ନେହେରୁ” Jawaharlal Nehru ଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍...
27/05/2026

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ଆଧୁନିକ ଭାରତର ଶିଳ୍ପୀ ଓ ଶିଶୁମାନଙ୍କ ପ୍ରିୟ “ଚାଚା ନେହେରୁ” Jawaharlal Nehru ଙ୍କୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
ଦେଶର ଗଣତନ୍ତ୍ର, ବିଜ୍ଞାନ, ଶିକ୍ଷା ଓ ଏକତା ପାଇଁ ତାଙ୍କର ଅବଦାନ ସଦା ସ୍ମରଣୀୟ ରହିବ। 🇮🇳🙏

ଆଜି କିଛି ଗାଁ ବୁଲିଲି ଲୋକ ଙ୍କ ଭଲ ପାଇବା ମତେ ବହୁତ ଆନନ୍ଦ ଦେଲା ଆଉ ଲୋକ ଙ୍କ ଦୁଃଖ ମଧ୍ୟ ଶୁଣିଲି ଯାହା ୟେ ସରକାର କେହି ଜନତା ଶାନ୍ତି ରେ ର...
26/05/2026

ଆଜି କିଛି ଗାଁ ବୁଲିଲି ଲୋକ ଙ୍କ ଭଲ ପାଇବା ମତେ ବହୁତ ଆନନ୍ଦ ଦେଲା ଆଉ ଲୋକ ଙ୍କ ଦୁଃଖ ମଧ୍ୟ ଶୁଣିଲି ଯାହା ୟେ ସରକାର କେହି ଜନତା ଶାନ୍ତି ରେ ରହିପାରୁନାହାନ୍ତି . ସବୁ ଦର ବୃଦ୍ଧି ର ଆକ୍ରୋଶ ଶୁଣିବାକୁ ପାଇଲି ଆଉ ସମସ୍ତ ମା ମାନଙ୍କୁ ଧନ୍ୟବାଦ ଦେବୀ କେଡେ ସୁନ୍ଦର ଚା ସହିତ ଆପଣ ଙ୍କ ସହିତ କଥା ବାର୍ତା ବହୁତ ଭଲ ଲାଗିଲା @

Address

Sukinda, Jajpur, Odisha, India
Sukinda
755018

Website

Alerts

Be the first to know and let us send you an email when Sarat Raut posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share