Suryakanta Sahoo

  • Home
  • Suryakanta Sahoo
Call Directions Website Contact the organization

Suryakanta Sahoo Social media &IT cell In-charge Biju Yuva Janata Dal, Cuttack Mahanagar

02/09/2023

My heartfelt condolences on the passing of Shri Surjya Narayan Patro, MLA-Digapahandi, Ganjam. His sudden departure has left a void that is difficult to fill. My thoughts and prayers are with his family and loved ones during this challenging time. May his soul rest in peace. Om shanti 🙏🏻

ଶ୍ରୀ ଚକ୍ର ଟିଭି ର ପ୍ରଥମ ବାର୍ଷିକୀ ଉତ୍ସବ ରେ ମତେ ଉତ୍କୃଷ୍ଟ ସମାଜ ସେବା ନିମନ୍ତେ " ଶ୍ରୀ ଚକ୍ର ସେବା ସମ୍ମାନ " ରେ ସନମାନିତ କରିଥିବା ମୁଁ...
07/05/2023

ଶ୍ରୀ ଚକ୍ର ଟିଭି ର ପ୍ରଥମ ବାର୍ଷିକୀ ଉତ୍ସବ ରେ ମତେ ଉତ୍କୃଷ୍ଟ ସମାଜ ସେବା ନିମନ୍ତେ " ଶ୍ରୀ ଚକ୍ର ସେବା ସମ୍ମାନ " ରେ ସନମାନିତ କରିଥିବା ମୁଁ ଶ୍ରୀ ଚକ୍ର ଟିଭି ର ପ୍ରତିଷ୍ଠାତା, ସମ୍ପାଦକ ଓ ତାଙ୍କ ସମ୍ପୂର୍ଣ ଟିମ ଙ୍କୁ କୃତଜ୍ଞତା ଜ୍ଞାପନ କରୁଛି l


07/05/2023
01/05/2023
01/05/2023

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀ ଭାଇଙ୍କ ଅକ୍ଷିମୁଠି ଅନୁକୂଳ ଚଳିତ ବର୍ଷ ଭଲ ଫସଲ ଅମଳ ହେବା ସହ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ।

01/05/2023

ବିଜୁ ଯୁବ ଜନତା ଦଳ ର ରାଜ୍ୟ ସମ୍ପାଦକ ତଥା ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ମୋର ବଡ ଭାଇ ଅଶୋକ ମିଶ୍ର ଙ୍କୁ ଜନ୍ମଦିନ ର ଶୁଭେଚ୍ଛା ମା କଟକ ଚଣ୍ଡୀ, ମା ଦକ୍ଷିଣ କାଳୀ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ବାବା ଧବଳେଶ୍ୱର ଙ୍କ ନିକଟରେ ତାଙ୍କ ଦୀର୍ଘାୟୁ କାମନା କରୁଛି, ପ୍ରଭୁ ଏବଂ ମା ତାଙ୍କୁ ସର୍ବଦା ସୁସ୍ଥ ଏବଂ ନିରୋଗୀ ରଖନ୍ତୁ l

❤️

Honrebale Ex-MLA Dr. Pravat Ranjan Biswal Participated in various programs in Jobra Ward -41Souvic Biswal
22/04/2023

Honrebale Ex-MLA Dr. Pravat Ranjan Biswal Participated in various programs in Jobra Ward -41
Souvic Biswal

Warm Wishes Of ei duL - fitar 🌙
21/04/2023

Warm Wishes Of ei duL - fitar 🌙

 #ଲୋକାର୍ପଣ_ହେବ_ଶଙ୍ଖ_ଭବନବିଜୁ ଜନତା ଦଳ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ "ଶଙ୍ଖ ଭବନ" ଶୁଭ ଅକ୍ଷୟ ତୃତୀୟା ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳର ...
21/04/2023

#ଲୋକାର୍ପଣ_ହେବ_ଶଙ୍ଖ_ଭବନ

ବିଜୁ ଜନତା ଦଳ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ "ଶଙ୍ଖ ଭବନ" ଶୁଭ ଅକ୍ଷୟ ତୃତୀୟା ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପଣ ହେବାକୁ ଯାଉଛି I


21/04/2023

ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ ଖବର ଦୁଃଖଦାୟକ। ଜନପ୍ରତିନିଧି ଭାବେ ସେ ଲୋକଙ୍କ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଏପରି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ମହାପ୍ରଭୁ ପରିବାର ଲୋକଙ୍କୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ।ଓଁ ଶାନ୍ତି 🙏🏻

Address


Alerts

Be the first to know and let us send you an email when Suryakanta Sahoo posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Suryakanta Sahoo:

Shortcuts

  • Want your organization to be the top-listed government service?

Share