15/01/2026
କେତେ ଜଣକୁ କାଢ଼ିବ ଆଉ ସସପେଣ୍ଡ୍ କରିବ 😫😎
ରୁହ...ଧୀରେ ଧୀରେ ସବୁ ସଫା ହୋଇଯିବ... ନାଁ ଥିବେ ଲୋକ, ନା ଫୁଙ୍କିବେ ଶଙ୍ଖ..🤣🤣😂
Jagannath Pradhan
BHARATIYA JANATA YUVAMORCHA,CENTRAL BHUBANESWAR
NATION 1ST
PARTY NEXT
SELF LAST
15/01/2026
କେତେ ଜଣକୁ କାଢ଼ିବ ଆଉ ସସପେଣ୍ଡ୍ କରିବ 😫😎
ରୁହ...ଧୀରେ ଧୀରେ ସବୁ ସଫା ହୋଇଯିବ... ନାଁ ଥିବେ ଲୋକ, ନା ଫୁଙ୍କିବେ ଶଙ୍ଖ..🤣🤣😂
Jagannath Pradhan
ବସ୍ତି ବାସିନ୍ଦା ଙ୍କ ଦୁଃଖ ଦୂରୀକରଣ ହେଉ ଅବା ମଧ୍ୟ ଭୁବନେଶ୍ୱର ଜନତା ଙ୍କ ଅସୁବିଧା ର ଦୂରୀକରଣ ହେଉ ସଦା ସର୍ବଦା ମୋଦି ଜୀ ଙ୍କ ବାର୍ତ୍ତା ବହନ କରିଆସୁଥିବା ଆମ ନେତା ପ୍ରିୟ ର ଜଗନ୍ନାଥ ପ୍ରଧାନ ଭାଇ
25/11/2023
ବିଭିନ୍ନ ମହାବିଦ୍ୟାଳୟ ଠାରେ ନୂତନ ଭୋଟର ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ନୂତନ ଭୋଟର ମାନ ଙ୍କ ପଞ୍ଜିକରଣ କରାଯାଇଛି l
BJYM Bhubaneswar
17/11/2023
କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଆସନ୍ତା ୧୯ ନଭେମ୍ବର ସକାଳ 9.45 ସମୟରେ ଭୁବନେଶ୍ୱର, ଲକ୍ଷ୍ମୀସାଗର ଡାଳଖାଇ ମନ୍ଦିର ନିକଟସ୍ଥ "ଆଞ୍ଚଳିକ ଭାଷା ପ୍ରତିଷ୍ଠାନ"ର ନୂତନ ପ୍ରଶାସନିକ ଗୃହ ଉଦଘାଟନ ହେବ l
ଉକ୍ତ କାର୍ଯ୍ୟରେ ଯୋଗଦେବାକୁ ଆପଣମାନଙ୍କୁ ସାଦର ନିମନ୍ତ୍ରଣ l
15/11/2023
ବିପର୍ଯ୍ୟସ୍ତ ପରିମଳ ଓ ମହାନଗର ନିଗମ ର ମହାଦୁର୍ନୀତି ବିରୁଦ୍ଧରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ମହାସଂଗ୍ରାମ।
Swayam Sevak Ray Babu Singh Dillip Mohanty Jagannath Pradhan Aparajita Sarangi Manmohan Samal Dharmendra Pradhan
13/11/2023
ସ୍ଵୟଂ ସେବକ ରୟ ପୁନର୍ବାର ଯୁବମୋର୍ଚ୍ଚା ର ସଭାପତି ଭାବେ ଦାୟିତ୍ୱ ପାଇଥିବା ରୁ ତାଙ୍କୁ ଅଶେଷ ଅଶେଷ ଶୁବେଛା ଓ ଅଭିନନ୍ଦନ ❤️❤️❤️❤️
03/11/2023
ରାଜ୍ୟର ଅନେକ ମହିଳା ଉତ୍ପୀଡନ ଘଟଣାରେ ସାମିଲ ବିଜେଡି ନେତା, ସେଥିପାଇଁ ମହିଳା ନିର୍ଯ୍ୟାତନା ଘଟଣାରେ ଓଡିଶା ଦେଶରେ ନମ୍ବର ୱାନ।
21/10/2023
ବିଜେଡି ନେତାଙ୍କ ମହିଳା ସଶକ୍ତିକରଣ ମଡେଲ 👇
ପ୍ରଚାର ସର୍ବସ୍ଵ Biju Janata Dala Odisha ।
ରାଜ୍ୟ ସରକାର ଖେଳାଳିଙ୍କ ଉନ୍ନତି କଥା ସୋସିଆଲ ମିଡ଼ିଆରେ ପ୍ରଚାର କରୁଥିବା ବେଳେ ବାସ୍ତବତା କିନ୍ତୁ ଭିନ୍ନ, ଆଜି ବି ରାଜ୍ୟର ଖେଳାଳି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦେଖନ୍ତୁ....
16/10/2023
ପର ଯୋଜନାରେ ନିଜ ଷ୍ଟିକର ମାରିବା ସରକାର ହେଉଛି ନବୀନ ସରକାର।
#ଅପାରଗ_ସରକାରପର ଯୋଜନାରେ ନିଜ ଷ୍ଟିକର ମାରିବା ସରକାର ହେଉଛି ନବୀନ ସରକାର।
#ଅପାରଗ_ସରକାର