Project Director Watersheds , Dhenkanal

Directions

Project Director Watersheds , Dhenkanal Contact information, map and directions, contact form, opening hours, services, ratings, photos, videos and announcements from Project Director Watersheds , Dhenkanal, Government Organization, Kunjakanta, Dhenkanal.

ହିନ୍ଦୋଳ ମୂର୍ତ୍ତିକା ସଂରକ୍ଷଣ ତଥା ଜଳବିଭାଜିକା PMKSY 2.0 ତରଫରୁ ତା-୩୦/୦୧/୨୦୨୬ (ଶୁକ୍ର ବାର)ଦିନ ଗୁଳେହି ଗ୍ରାମପଞ୍ଚାୟତ ଅନ୍ତର୍ଗତ ହରିହ...
30/01/2026

ହିନ୍ଦୋଳ ମୂର୍ତ୍ତିକା ସଂରକ୍ଷଣ ତଥା ଜଳବିଭାଜିକା PMKSY 2.0 ତରଫରୁ ତା-୩୦/୦୧/୨୦୨୬ (ଶୁକ୍ର ବାର)ଦିନ ଗୁଳେହି ଗ୍ରାମପଞ୍ଚାୟତ ଅନ୍ତର୍ଗତ ହରିହରପୁର ଗ୍ରାମ ଖେଳପଡିଆ ଠାରେ ୱାଟରସେଡ୍ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି କାର୍ଯ୍ୟକ୍ରମରେ ଏକ ନୂତନ ପ୍ରକଳ୍ପ ପାଇଁ ସମସ୍ତଙ୍କ ଉପସ୍ଥିତି ରେ ଭୁମି ପୂଜନ , ପରେ ବୃକ୍ଷ ରୋପଣ କରା ଯାଇଥିଲା। ଏହା ପରେ ପୂର୍ବରୁ ହୋଇଯାଇଥିବା ବିଭିନ୍ନ କାର୍ଯ୍ୟ ର ଲୋକାର୍ପଣ କରାଯାଇଥିଲା ।ଉପସ୍ଥିତ ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ଚାଷ କାର୍ଯ୍ୟର ସଠିକ୍ ଉପୋଯୋଗ କିପରି କରାଯିବ ତାହା ପ୍ରକଳ୍ପ ନିର୍ଦେଶକ ଙ୍କ ଦ୍ଵାରା ଅବଗତ କରାଯାଇଥିଲା ଏବଂ ଆଗାମୀ ଦିନରେ ଜଳବିଭାଜିକା କାର୍ଯ୍ୟକ୍ରମ କିପରି ସୁଚାରୁ ରୂପେ କରାଯାଇ ପାରିବ ଏବଂ ଅଞ୍ଚଳ ବାସୀ ସମସ୍ତେ କିପରି ଉପକୃତ ହୋଇ ପାରିବେ ତାହା ଏହି ପ୍ରୋଗ୍ରାମ ମଧ୍ୟମରେ ଉପସ୍ଥାପନା କରାଯାଇଥିଲା। ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ସୀମା ରାଣୀ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଭାସ କୁମାର ବେହୁରା ଯୋଗ ଦେଇଥିଲେ । ଏହା ସହ ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ବରୁଣ କୁମାର୍ ସର୍, ଏମ ପି ଙ୍କ ନୋମିନି ଶ୍ରୀ ସୁଶାନ୍ତ ପତି, ଗୁଳେହି ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟା, ମୂର୍ତ୍ତିକା ସଂରକ୍ଷଣ ର ପ୍ରକଳ୍ପ ନିର୍ଦ୍ଦେଶକ କଳ୍ପବଟ ବେହେରା ,ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ସସ୍ମିତା ନାୟକ, ଅନୁରାଧ ବେହେରା ହିନ୍ଦୋଳ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ସ୍ଵାତୀ ନନ୍ଦ, ତପସ୍ଵିନୀ ସାହୁ , ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ଜଳବିଭାଜିକା କମିଟିର ସମ୍ପାଦକ, ସଭାପତି ଙ୍କ ସହ ସମସ୍ତ ମେମ୍ବର ଏବଂ କୃଷୀ ବିଜ୍ଞାନ କେନ୍ଦ୍ରର ଯୁବ ବୈଜ୍ଞାନିକ ରୋଜାଲିନ ମାହୁନ୍ତ, ରିୱାର୍ଡ ଏବଂ ପିଏମ୍ କେ ଏସ ୱାଇ ଜଳବିଭାଜିକା ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ଏହା ସହ କମିଟିର ପ୍ରମୁଖ ଚାଷୀ ମାନଙ୍କ ସହ ହରିହର ପୁର ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତୀ ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

CMO Odisha Information & Public Relations Department, Government of Odisha Department of Agriculture & Farmers' Empowerment Kanak Vardhan Singh Deo

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ପଙ୍ଗାତିରା ରେ ଅନୁଷ୍ଠିତ ହୋଇଯାଇଥିବା ବ୍ଲକ୍ ସ୍ତରୀୟ ଜଳ ବିଭାଜିକା ମହୋତ୍ସବ ର ଖବରକାଗଜ ...
23/01/2026

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଅନ୍ତର୍ଗତ ପଙ୍ଗାତିରା ରେ ଅନୁଷ୍ଠିତ ହୋଇଯାଇଥିବା ବ୍ଲକ୍ ସ୍ତରୀୟ ଜଳ ବିଭାଜିକା ମହୋତ୍ସବ ର ଖବରକାଗଜ ରେ ସ୍ଥାନ ପାଇଥିବା କିଛି ଦୃଶ୍ୟ।

CMO Odisha Information & Public Relations Department, Government of Odisha Department of Agriculture & Farmers' Empowerment Kanak Vardhan Singh Deo

22-01-2026 ରିଖ ଦିନ କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମ ପଂଚାୟତ ଜଳବିଭାଜିକା ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଜଳବିଭାଜିକା ମହୋତ୍ସବ ଅନୁଷ୍ଠିତ...
22/01/2026

22-01-2026 ରିଖ ଦିନ କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମ ପଂଚାୟତ ଜଳବିଭାଜିକା ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଜଳବିଭାଜିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପରଜଙ୍ଗ ବିଧାୟକ ଶ୍ରୀ ବିଭୁତି ଭୂଷଣ ପ୍ରଧାନ ମହୋଦୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସରକାରୀ ଅଧିକାରୀ ତଥା ସ୍ଥାନୀୟ ଜନପ୍ରତିନିଧି ଏବଂ ଜଣ ସାଧାରଣ ସାମିଲ ହୋଇଥିଲେ।

CMO Odisha Information & Public Relations Department, Government of Odisha Department of Agriculture & Farmers' Empowerment Kanak Vardhan Singh Deo

ଢେଙ୍କାନାଳ ମହୋତ୍ସବ ତା ୨୦.୦୧.୨୦୨୬ ରୁ ୨୪.୦୧.୨୦୨୬ ଅବସର ରେ ପ୍ରଦର୍ଶିତ ମୃତ୍ତିକା ସଂରକ୍ଷଣ ବିଭାଗ ର ଷ୍ଟଲ କୁ ମାନ୍ୟବର ମନ୍ତ୍ରୀ ଶ୍ରୀ କୃ...
21/01/2026

ଢେଙ୍କାନାଳ ମହୋତ୍ସବ ତା ୨୦.୦୧.୨୦୨୬ ରୁ ୨୪.୦୧.୨୦୨୬ ଅବସର ରେ ପ୍ରଦର୍ଶିତ ମୃତ୍ତିକା ସଂରକ୍ଷଣ ବିଭାଗ ର ଷ୍ଟଲ କୁ ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉଦଘାଟନ କରିବା ଅବସର ରେ।

CMO Odisha Information & Public Relations Department, Government of Odisha Department of Agriculture & Farmers' Empowerment Kanak Vardhan Singh Deo

Orientation and Field visit program was organised for newly joined SCEWs by the respected PD , Watersheds, Dhenkanal CMO...
21/01/2026

Orientation and Field visit program was organised for newly joined SCEWs by the respected PD , Watersheds, Dhenkanal

CMO Odisha Information & Public Relations Department, Government of Odisha Department of Agriculture & Farmers' Empowerment Kanak Vardhan Singh Deo

ଜିଲ୍ଲା ସ୍ତରୀୟ ମସ୍ଥ୍ୟ ଓ ପ୍ରାଣୀସମ୍ପଦ ମେଳା ତା. ୦୯.୦୧. ୨୦୨୬ ରେ ଢେଙ୍କାନାଳ ମହିଷାପାଟ ପଡିଆ ଠାରେ ଅନୁଷ୍ଠିତ ହେଇଯାଇଅଛି. ଏହି ଅବସରରେ  ...
21/01/2026

ଜିଲ୍ଲା ସ୍ତରୀୟ ମସ୍ଥ୍ୟ ଓ ପ୍ରାଣୀସମ୍ପଦ ମେଳା ତା. ୦୯.୦୧. ୨୦୨୬ ରେ ଢେଙ୍କାନାଳ ମହିଷାପାଟ ପଡିଆ ଠାରେ ଅନୁଷ୍ଠିତ ହେଇଯାଇଅଛି. ଏହି ଅବସରରେ ମୃତ୍ତିକା ସଂରକ୍ଷଣ ବିଭାଗ ଢେଙ୍କାନାଳ ତରଫରୁ ଏକ ପ୍ରଦର୍ଶନୀ ଷ୍ଟଲ ର ବ୍ୟବସ୍ତା କରାଯାଇଥିଲା. ଜଣ ସାଧାରଣ ଙ୍କ ଅବଗତି ନିମନ୍ତେ ବିଭାଗ ଦ୍ୱାରା କାର୍ଯ୍ୟକାରି ହେଉଥିବା ଯୋଜନା ଗୁଡିକ ଏହି ଷ୍ଟଲ ରେ ପ୍ରଦର୍ଶନ କରାଯାଇଥିଲା. ମାନ୍ୟବର ବିଧାୟକ ପରଜଙ୍ଗ, କାମାକ୍ଷାନଗର ଏବଂ ଅନ୍ୟାନ ଅଫିସର ମାନଙ୍କ ର ଉପସ୍ଥିତ କାର୍ଯ୍ୟକ୍ରମ କୁ ସରସ ଆଉ ସୁନ୍ଦର କରିଥିଲା.

CMO Odisha Department of Agriculture & Farmers' Empowerment Information & Public Relations Department, Government of Odisha Kanak Vardhan Singh Deo

ଢେଙ୍କାନାଳ ଜିଲ୍ଲାର  କଙ୍କଡ଼ାହାଡ଼ ବ୍ଲକ ରେ  ରିୱାର୍ଡ଼ କାର୍ଯ୍ୟକ୍ରମ ଅନ୍ତର୍ଗତ ଏଲ.ଆର.ଆଇ. ଯାତ୍ରା ଟିପେଇଝରଣ ଗ୍ରାମ ଠାରେ ତା.୧୮.୧୨.୨୦୨୫...
19/12/2025

ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ ରେ ରିୱାର୍ଡ଼ କାର୍ଯ୍ୟକ୍ରମ ଅନ୍ତର୍ଗତ ଏଲ.ଆର.ଆଇ. ଯାତ୍ରା ଟିପେଇଝରଣ ଗ୍ରାମ ଠାରେ ତା.୧୮.୧୨.୨୦୨୫ ରିଖ ଦିନ ଅନୁଷ୍ଠିତ ହେଇଯାଇଅଛି। ପଥପ୍ରାନ୍ତ ନାଟକ , ଭୂମିପୂଜନ , ଲୋକାର୍ପଣ , ଶ୍ରମଦାନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଜଣା ଅଜଣା କାର୍ଯ୍ୟକ୍ରମ ରେ ଉତୀର୍ଣ୍ଣ ହେଇଥିବା କୃତି ଛାତ୍ର ଓ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଅଛି। ଆହୁରି ମଧ୍ୟ ଏଲ. ଆର.ଆଇ. କାର୍ଡ ରେ ଦିଆଯାଇଥିବା ପରାମର୍ଶ କୁ ଚାଷ କାର୍ଯ୍ୟ ରେ ବିନିଯୋଗ କରି ସଫଳ ହେଇଥିବା ଅଗ୍ରଣୀ ଚାଷୀ ମନଙ୍କୁ ସମ୍ମାନିତ କରାଯାଇଅଛି । ଏଲ. ଆର.ଆଇ. କାର୍ଡ ର ଉପକାରିତା ଏବଂ ବିଜ୍ଞାନ ସମ୍ମତ ଜଳବିଭାଜିକା ପରିଚାଳନା ଉପରେ ଆଲୋକପାତ କରାଯାଇଅଛି ।
ଏହି କାର୍ଯ୍ୟକ୍ରମ ରେ ସରକାରୀ ଅଧିକାରୀ , ସ୍ଥାନୀୟ ଜନପ୍ରତିନିଧି ଏବଂ ଜଣ ସାଧାରଣ ସାମିଲ ହୋଇଥିଲେ।



CMO Odisha Information & Public Relations Department, Government of Odisha Department of Agriculture & Farmers' Empowerment Kanak Vardhan Singh Deo

LRI Yatra & Bhoomi Puja – Dhenkanal Inauguration of the   Yatra and performed Bhoomi Puja on 15th December 2025 (Monday)...
16/12/2025

LRI Yatra & Bhoomi Puja – Dhenkanal

Inauguration of the Yatra and performed Bhoomi Puja on 15th December 2025 (Monday) at the Bhejia village of Ghagaramunda GP of Kankadahad Reward Cluster, Dhenkanal with the objective of sensitisation of the beneficiaries on under Program . Honoured by the gracious presence of Honble MLA of Parjang & BDO Kankadahad, Project Director Watersheds, Dhenkanal & other line department officials.

This initiative will support scientific and better management for sustainable Practice.



CMO Odisha Department of Agriculture & Farmers' Empowerment Kanak Vardhan Singh Deo Information & Public Relations Department, Government of Odisha

11/12/2025

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରିୱାର୍ଡ ଯୋଜନାରେ ଅନୁଷ୍ଠିତ ହୋଇଯାଇଥିବା ଏଲ୍. ଆର. ଆଇ ଯାତ୍ରା ବୈଦ୍ୟୁତିକ ଗଣମାଧ୍ୟମରେ ସ୍ଥାନ ପାଇଥିବା କିଛି ଦୃଶ୍ୟ।

CMO Odisha Information & Public Relations Department, Government of Odisha Department of Agriculture & Farmers' Empowerment Kanak Vardhan Singh Deo

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରିୱାର୍ଡ ଯୋଜନାରେ ଅନୁଷ୍ଠିତ ହୋଇଯାଇଥିବା ଏଲ୍. ଆର. ଆଇ ଯାତ୍ରା ଖବରକାଗଜ ରେ ସ୍ଥାନ ପାଇଥିବା ...
11/12/2025

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରିୱାର୍ଡ ଯୋଜନାରେ ଅନୁଷ୍ଠିତ ହୋଇଯାଇଥିବା ଏଲ୍. ଆର. ଆଇ ଯାତ୍ରା ଖବରକାଗଜ ରେ ସ୍ଥାନ ପାଇଥିବା କିଛି ଦୃଶ୍ୟ।

CMO Odisha Information & Public Relations Department, Government of Odisha Department of Agriculture & Farmers' Empowerment Kanak Vardhan Singh Deo

Address

Kunjakanta
Dhenkanal
759001

Website

Alerts

Be the first to know and let us send you an email when Project Director Watersheds , Dhenkanal posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Nearby government services