30/10/2026
କେନ୍ଦୁଝର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କୁମାର ନାଗଭୁଷଣ (ଓ. ପ୍ର, ସେ) ତା ୨୯.୧୦.୨୬ ରିଖ ଦିନ ଜିଲ୍ଲାର ସମସ୍ତ BDO,AEE ମାନଙ୍କ ସହ ବିଭିନ୍ନ ଯୋଜନାରେ ଅନୁମୋଦିତ ପ୍ରକଳ୍ପର ତୃଣମୂଳ ସ୍ତରରେ କାର୍ଯ୍ୟାନ୍ୱୟନର ସମୀକ୍ଷା ବୈଠକ କରିଥିଲେ Panchayati Raj & Drinking Water Department, Government of Odisha District Administration Kendujhar,Odisha