Samlei Sena Western Odisha

Call Directions Contact the organization

Samlei Sena Western Odisha We demand Good education, Employment in the local areas, women's safety and local issues, and all over development of western Odisha. Jai Maa Samlei���

20/10/2026

ପାଟଣାଗଡ ନେ ମା ସମଲେଇ ର ବୋଏଲ ଯାତ୍ରା ||


19/10/2026

"ମା" ତୋତେ ଜେନ ରହି କରି ଡାକଲେ ବି ଡାକ ସୁନସୁ ||



19/10/2026

ମା ମାଣିକେଶ୍ବରୀ ଛତର ଯାତ୍ରା ||


18/10/2026

"ମା" ଆଳତି ସମ୍ୟା ର ଦୂରୁଷ ||

5ନୁମ୍ବର ବଛର ନୂଆଖାଇ ଭେଟ ଘାଟ ||
05/10/2026

5ନୁମ୍ବର ବଛର ନୂଆଖାଇ ଭେଟ ଘାଟ ||


04/10/2026

ସମଲେଇ ସେନା ର 5ନମ୍ବର ନୂଆଖାଇ ଭେଟ ଘାଟ ||


🌾୫ମ ନୂଆଁଖାଇ ଭେଟଘାଟ୍— ସମ୍ମାନିତ୍ ବ୍ୟକ୍ତିତ୍ୱ 🌾“କରମ୍ ଯାହାର୍ ମହାନ୍, ସମ୍ମାନ୍ ତାହାର୍ ଅଧିକାର୍, ମାଟିର୍ ଗରବ୍ ବଢ଼ାଉଥିବା ମଣିଷ୍‌କେ ଆମ...
01/10/2026

🌾୫ମ ନୂଆଁଖାଇ ଭେଟଘାଟ୍— ସମ୍ମାନିତ୍ ବ୍ୟକ୍ତିତ୍ୱ 🌾
“କରମ୍ ଯାହାର୍ ମହାନ୍, ସମ୍ମାନ୍ ତାହାର୍ ଅଧିକାର୍, ମାଟିର୍ ଗରବ୍ ବଢ଼ାଉଥିବା ମଣିଷ୍‌କେ ଆମର୍ ଜୁହାର୍।” 🙏

ପଶ୍ଚିମ ଓଡ଼ିଶାରେ ସମାଜସେବା, ଯୁବ ନେତୃତ୍ୱ, କଳା-ସଂସ୍କୃତି, ନାରୀଶକ୍ତି, କ୍ରୀଡ଼ା ଓ କୃଷି କ୍ଷେତ୍ରରେ ନିଜର ମହତ୍ୱପୂର୍ଣ୍ଣ ଅବଦାନ ରଖିଥିବା ଛଅଜଣ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ଆମର ଅନୁଷ୍ଠାନ ତରଫରୁ ନୂଆଁଖାଇର ମଚାନ୍ ନେ ସମ୍ମାନ।

1. ଆଜାଦ ପତି (ଯୁବନେତା) 🏅 ବୀର ସୁରେନ୍ଦ୍ର ସାଏ ଯୁବ ସମ୍ମାନ
2. ଡ. ଅନ୍ନଦା ଶ. ଦାସ (ସମାଜସେବୀ)🏅 ଭୀମ ଭୋଇ ସେବା ସମ୍ମାନ
3. ନରସିଂହ ମେହେର (ଦୁବି ତବଲା, ସ୍ୱର୍ଣ୍ଣ ପଦକ ବିଜେତା) 🏅 ରାମାଇ ଦେଓ ସଂସ୍କୃତି ସମ୍ମାନ
4. ସୋନାଲି ବିଶି (ନାରୀନେତ୍ରୀ)🏅 ଜାମ୍ବୁବତୀ ଦେବୀ ନାରୀ ଶକ୍ତି ସମ୍ମାନ
5. ଆକାଶ ମୁଣ୍ଡ (ସ୍ବର୍ଣ୍ଣ ପଦକ , ଆନ୍ତର୍ଜାତୀୟ ପାରା ବେଡମିଣ୍ଟନ) 🏅 ବିର୍ସା ମୁଣ୍ଡା ଖେଲ୍ ରତ୍ନ ସମ୍ମାନ
6. ଶ୍ରୀ ଆଦିତ୍ୟ ପାଢୀ(ସଫଳ ଚାଷୀ)- ନୂଆଁଖାଇ ସମ୍ମାନ

ଆପନକର୍ ସଫଳତା — ଆମର୍ ଗରବ୍, ଆପନକର୍ ଅବଦାନ୍ — ସମାଜର୍ ପ୍ରେରନା। 🌾🙏

30/09/2026



14/04/2026

Address

Sambalpur

Telephone

+918280027124

Website

Alerts

Be the first to know and let us send you an email when Samlei Sena Western Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Samlei Sena Western Odisha:

Shortcuts

Share

Category