28/10/2026
In Mayurbhanj district, Pahadpur Vana Surakshya Samiti (VSS), under the Karanjia DMU, stands as a testament to the power of community-led forest conservation. Recognising its sustained efforts, the Samiti’s President, Lalapati Mahanta, was recently honoured with the prestigious state-level ‘Sambad Paryabesh Samman’.
Reflecting on the Samiti’s journey, Mahanta said, “For decades, Pahadpur VSS has remained committed to protecting forests. Its dedication has earned several accolades, including the ‘Prakruti Bandhu’ award in 1998, the ‘Prakruti Mitra’ award in 2002, and Chief Minister’s Award in 2025. Functioning under the Odisha Forestry Sector Development Project Phase-II (OFSDP-II), the Samiti exemplifies how collective community action can strengthen forest conservation while contributing to rural development.”
ପାହାଡ଼ପୁର ବନ ସୁରକ୍ଷା ସମିତିର ସଫଳତା କାହାଣୀ
ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଡି.ଏମ୍.ୟୁ. ଅନ୍ତର୍ଗତ ପାହାଡ଼ପୁର ବନ ସୁରକ୍ଷା ସମିତି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି। ସମିତିର ସଭାପତି ଲଲପତି ମହାନ୍ତ ନିକଟରେ ରାଜ୍ୟସ୍ତରୀୟ ‘ସମ୍ବାଦ ପରିବେଶ ସମ୍ମାନ’ ପାଇଛନ୍ତି।
ଏହି ଅବସରରେ ସେ କହିଛନ୍ତି, "ପାହାଡ଼ପୁର ବନ ସୁରକ୍ଷା ସମିତି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଅନେକ ବର୍ଷରୁ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛି। ସମିତିକୁ ୧୯୯୮ରେ ‘ପ୍ରକୃତି ବନ୍ଧୁ’, ୨୦୦୨ରେ ‘ପ୍ରକୃତି ମିତ୍ର’ ଏବଂ ୨୦୨୫ରେ ‘ମୁଖ୍ୟମନ୍ତ୍ରୀ ପୁରସ୍କାର’ ମିଳିଥିଲା। ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ–ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ପରିଚାଳିତ ଏହି ସମିତିର ସଫଳତା ଜଙ୍ଗଲ ସୁରକ୍ଷା ଓ ଗ୍ରାମୀଣ ବିକାଶର ଗୁରୁତ୍ୱକୁ ପ୍ରତିଫଳିତ କରୁଛି।"
CMO Odisha, Ministry of Environment, Forest & Climate Change, Government of India, Forest, Env. & Climate Change Department, Government of Odisha, Information & Public Relations Department, Government of Odisha, Office of Development Commissioner, Odisha, Principal Chief Conservator of Forests, Odisha, JICA - Japan International Cooperation Agency, CAMPA Odisha