BJP Yuva morcha Ghatgaon

Directions

BJP Yuva morcha Ghatgaon BJP YUVA MORCHA GHATGAON

ଘଟଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ମାନ୍ୟବର ସାଂସଦ ଅନନ୍ତ ନାୟକ ମହୋଦୟ ଙ୍କ ଯୋଗଦାନ I
26/10/2026

ଘଟଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ମାନ୍ୟବର ସାଂସଦ ଅନନ୍ତ ନାୟକ ମହୋଦୟ ଙ୍କ ଯୋଗଦାନ I

ଘଟଗାଁ ଯୁବ ମୋର୍ଚା ପକ୍ଷରୁ ଶ୍ରୀ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ମନ କି ବାତ୍ କାର୍ଯ୍ୟକ୍ରମ କଲୁ
25/10/2026

ଘଟଗାଁ ଯୁବ ମୋର୍ଚା ପକ୍ଷରୁ ଶ୍ରୀ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ମନ କି ବାତ୍ କାର୍ଯ୍ୟକ୍ରମ କଲୁ

କେନ୍ଦୁଝର ଠାରେ ଆୟୋଜିତ ସେବା ଜ୍ଯୋତି ଯାତ୍ରା ରେ ଦଳ ର କାର୍ଯ‍୍ୟକର୍ତା ଙ୍କ ସହ ଯୋଗ ଦେବା ଅବସର ରେ ।
08/10/2026

କେନ୍ଦୁଝର ଠାରେ ଆୟୋଜିତ ସେବା ଜ୍ଯୋତି ଯାତ୍ରା ରେ ଦଳ ର କାର୍ଯ‍୍ୟକର୍ତା ଙ୍କ ସହ ଯୋଗ ଦେବା ଅବସର ରେ ।

ଗତ କାଲି ବିର୍ଶା ମୁଣ୍ଡା ଯୁବ ସଂଘ ପକ୍ଷରୁ ଅନୁଷ୍ଠିତ ବିର୍ଶା ମୁଣ୍ଡା ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ରେ ସାଂସଦ ପ୍ରତିନିଧି ସତ୍ୟମ୍ ଦେ...
07/10/2026

ଗତ କାଲି ବିର୍ଶା ମୁଣ୍ଡା ଯୁବ ସଂଘ ପକ୍ଷରୁ ଅନୁଷ୍ଠିତ ବିର୍ଶା ମୁଣ୍ଡା ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ରେ ସାଂସଦ ପ୍ରତିନିଧି ସତ୍ୟମ୍ ଦେହୁରୀ,ବିଜେପି ଯୁବ ମୋର୍ଚ୍ଚା ସଭାପତି ରଞ୍ଜନ କୁମାର ଦାଶ ଉଭୟ ଯୋଗ ଦେଇ ଆଲୋଚନା କଲେ I

ଆଜି ଘଟଗାଁ ଠାରେ ଅନୁଷ୍ଠିତ ସେବା ସେତୁ ଅଭିଯାନ ରେ ମାନ୍ୟବର ସାଂସଦ ଅନନ୍ତ ନାୟକ ମହୋଦୟ ଆସି କାର୍ଯ୍ୟକ୍ରମ କୁ ସଫଳ କଲେ ଘଟଗାଁ .ଘଟଗାଁ ବିଜେପ...
07/10/2026

ଆଜି ଘଟଗାଁ ଠାରେ ଅନୁଷ୍ଠିତ ସେବା ସେତୁ ଅଭିଯାନ ରେ ମାନ୍ୟବର ସାଂସଦ ଅନନ୍ତ ନାୟକ ମହୋଦୟ ଆସି କାର୍ଯ୍ୟକ୍ରମ କୁ ସଫଳ କଲେ
ଘଟଗାଁ .
ଘଟଗାଁ ବିଜେପି ଯୁବ ମୋର୍ଚ୍ଚା

ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ  ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଷ୍ଟୁଡେଣ୍ଟ ୟୁନିଟ୍ ର ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କଲ...
03/10/2026

ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଷ୍ଟୁଡେଣ୍ଟ ୟୁନିଟ୍ ର ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କଲି
ଘଟଗାଁ ଯୁବ ମୋର୍ଚା ସଭାପତି ବିଜେପି I

ଆଜି ଧାଙ୍ଗଡଡିହା ଗ୍ରାମ ର ଗଜାନନ ୟୁଥ୍ କ୍ଲବ୍ ଏବଂ SHG  ମା ମାନଙ୍କ ମିଳିତ ପ୍ରୟାସ ରେ ଆୟୋଜିତ ସ୍ବଛ୍ଛ ଭାରତ କାର୍ଯ‍୍ୟକ୍ରମ ରେ ଯୋଗଦେଇ ଗ୍ର...
02/10/2026

ଆଜି ଧାଙ୍ଗଡଡିହା ଗ୍ରାମ ର ଗଜାନନ ୟୁଥ୍ କ୍ଲବ୍ ଏବଂ SHG ମା ମାନଙ୍କ ମିଳିତ ପ୍ରୟାସ ରେ ଆୟୋଜିତ ସ୍ବଛ୍ଛ ଭାରତ କାର୍ଯ‍୍ୟକ୍ରମ ରେ ଯୋଗଦେଇ ଗ୍ରାମ ର ରାସ୍ତା ଘାଟ , ନଳକୂପ, ଅଙ୍ଗନୱାଡି ସମେତ ସମ୍ପୂର୍ଣ୍ଣ ଗ୍ରାମ କୁ ସଫା କରିବା ସହ ସ୍ବଛ୍ଛ ଭାରତ ରେ ସାମିଲ ହେବା କୁ ଆହ୍ବାନ କଲୁ ।

ଘଟଗାଁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମନ କି ବାତ୍ କାର୍ଯ୍ୟକ୍ରମ I
27/09/2026

ଘଟଗାଁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମନ କି ବାତ୍ କାର୍ଯ୍ୟକ୍ରମ I

21/09/2026

Address

Ghatgaon
Keonjhar
758027

Website

Alerts

Be the first to know and let us send you an email when BJP Yuva morcha Ghatgaon posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Nearby government services