Biju Yuva Janata Dal Odisha
Contact information, map and directions, contact form, opening hours, services, ratings, photos, videos and announcements from Biju Yuva Janata Dal Odisha, Political organisation, Sankha Bhawan, Bhubaneswar.
31/05/2026
Members of the newly constituted Coordination Committee of the Jayadev Assembly Constituency had the privilege of meeting BJD President Shri Naveen Patnaik.
31/05/2026
29/05/2026
ଶ୍ରୀ ଦେବେଶ ଆଚାର୍ଯ୍ୟ ଙ୍କ ନେତୃତ୍ଵରେ ବରଗଡ଼ ନିର୍ବାଚନମଣ୍ଡଳୀ ଠାରେ ନାରୀ ଅଧିକାର ଅଭିଯାନ ବିକ୍ଷୋଭ ସମାବେଶ ଏବଂ ପଦଯାତ୍ରା ଆୟୋଜିତ।
29/05/2026
ରାଜ୍ୟରେ ରବି ଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ: ବିଜେଡି
ଭୁବନେଶ୍ୱର, ୨୯/୦୫/୨୦୨୬: ବିଜୁ ଜନତା ଦଳ ଅଭିଯୋଗ କରିଛି ଯେ ରାଜ୍ୟରେ ରବି ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ପଞ୍ଜୀକରଣ, ଟୋକନ ବଣ୍ଟନ ଓ ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ନିଜ ଧାନ ବିକ୍ରି କରିପାରୁ ନାହାନ୍ତି ଏବଂ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି।
ବିଜେଡି ନେତା ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଓ ଶ୍ରୀ ଗୌତମବୁଦ୍ଧ ଦାସ କହିଛନ୍ତି ଯେ ରାଜ୍ୟରେ ୫ ଲକ୍ଷରୁ ଅଧିକ ଚାଷୀ ରବି ଧାନ ଚାଷ କରିଥିବା ବେଳେ କେବଳ ୩.୪୭ ଲକ୍ଷ ଚାଷୀ ପଞ୍ଜୀକରଣ କରିପାରିଛନ୍ତି। ଅର୍ଥାତ୍ ୨ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି।
ସେମାନେ ଆହୁରି କହିଛନ୍ତି ଯେ, ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ମାତ୍ର ୧୦% ରୁ କମ୍ ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରି କରିପାରିଛନ୍ତି। ମଣ୍ଡି ଖୋଲିବାରେ ବିଳମ୍ବ, କଟନୀ-ଛଟନୀ ଓ ଅବ୍ୟବସ୍ଥା ଯୋଗୁଁ ଚାଷୀକୂଳ ଗଭୀର ସଙ୍କଟରେ ପଡ଼ିଛନ୍ତି।
ବିଜେଡି ଚେତାବନୀ ଦେଇଛି ଯେ ଚାଷୀଙ୍କ ସମସ୍ୟାର ସମାଧାନ ନହେଲେ ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।
– ବିଜୁ ଜନତା ଦଳ
28/05/2026
Warm greetings on the auspicious occasion of . May the fill our lives with happiness, prosperity, peace and strengthen the spirit of love and compassion.
28/05/2026
ତେଲ ଦର ବୃଦ୍ଧି ପ୍ରତିବାଦରେ ସମ୍ବଲପୁର ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି
Naveen Patnaik
Click here to claim your Sponsored Listing.
Location
Category
Website
Address
Sankha Bhawan
Bhubaneswar
751001
