State Mahila Morcha BJP Odisha

Directions

State Mahila Morcha BJP Odisha BJP Mahila Morcha

31/10/2026



Mahila Morcha BJP Roopkumari Choudhary
31/10/2026

Mahila Morcha BJP Roopkumari Choudhary

राष्ट्रीय एकता दिवस की हार्दिक शुभकामनाएं।

अखंड भारत के शिल्पकार, लौह पुरुष, भारत रत्न सरदार वल्लभ भाई पटेल जी की जयंती पर उन्हें सादर नमन।

31/10/2026

ସେଥିପାଇଁ କେବଳ ଜଣେ ବ୍ୟକ୍ତି ସମସ୍ତଙ୍କ ଅପେକ୍ଷା ଶକ୍ତିଶାଳୀ

31/10/2026

ରାହୁଲ ଗାନ୍ଧୀ ଭୋଟ ଚୋରି ବିଷୟରେ ଯେତେ ଇଚ୍ଛା ହଇରାଣ କରିପାରନ୍ତି, କିନ୍ତୁ ତାଙ୍କ ନିଜ ଦଳର ବରିଷ୍ଠ ନେତାମାନେ ତାଙ୍କୁ SIR କେତେ ଗୁରୁତ୍ୱପୂର୍ଣ୍ଣ ତାହା ପ୍ରକାଶ କରୁଛନ୍ତି!

ପ୍ରଥମେ ତାକୁ ଚୁପ୍ କର, ରାହୁଲ

31/10/2026

*କଂଗ୍ରେସ ପରେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିଁ ପୂରା କରୁଛନ୍ତି*

😎🇮🇳📈

31/10/2026

ଜବାବ୍ କୁ କହିଁକି ବୁଲାଉଛନ୍ତି ସାହେବ୍ ବୁଲାଇବା ଛାଡ଼ନ୍ତୁ ।

31/10/2026



ଅଖଣ୍ଡ ଭାରତର ଶିଳ୍ପୀ, ଜାତୀୟ ଏକତାର ଅନନ୍ୟ ପ୍ରତୀକ ତଥା ‘ଲୌହମାନବ’ ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କ ପବିତ୍ର ସ୍ମୃତି ପ୍ରତି ମୋର କୋଟି କୋଟି ପ୍ରଣାମ।

ନିଜର ଅଦମ୍ୟ ସାହସ, ଦୃଢ଼ ଇଚ୍ଛାଶକ୍ତି ଓ ଅତୁଟ ରାଷ୍ଟ୍ର ନିଷ୍ଠା ବଳରେ ଦେଶର ଶତାଧିକ ଗଡ଼ଜାତ ରାଜ୍ୟକୁ ଏକତ୍ରିତ କରି ଏକ ଶକ୍ତିଶାଳୀ ଓ ଅଖଣ୍ଡ ଭାରତ ଗଠନର ମୂଳଦୁଆ ପକାଇଥିଲେ। କୃଷକଙ୍କ ଅଧିକାର, ଗ୍ରାମୀଣ ସ୍ୱାବଲମ୍ବନ ଓ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ଉତ୍ଥାନ ପାଇଁ ତାଙ୍କର ସଂଘର୍ଷ ଓ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।

ସର୍ଦ୍ଦାର ପଟେଲଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ମହାନ ସଂକଳ୍ପ ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ନୂତନ ଶକ୍ତି, ସାମର୍ଥ୍ୟ ଓ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ୁଛି। ତାଙ୍କର ଆଦର୍ଶ ଓ ରାଷ୍ଟ୍ରସେବାର ମହାନ ଜୀବନୀ ଆମ ସମସ୍ତଙ୍କୁ ଦେଶର ଏକତା, ଅଖଣ୍ଡତା ଓ ସ୍ୱାଭିମାନର ସୁରକ୍ଷା ପାଇଁ ସଦା ସର୍ବଦା ସମର୍ପିତ ରହିବାକୁ ପ୍ରେରଣା ଯୋଗାଇଥାଏ।

BJP MahilaMorcha Koraput
30/10/2026

BJP MahilaMorcha Koraput

ପିଏମ୍ କିଷାନ-କୃଷକଙ୍କ ସଶକ୍ତୀକରଣର ନୂଆ ଆଧାର ।
ପିଏମ୍-କିଷାନ’ ଯୋଜନାର ୨୪ତମ କିସ୍ତିରେ ଓଡ଼ିଶାର ୩୫ ଲକ୍ଷରୁ ଊର୍ଦ୍ଧ୍ୱ କୃଷକଙ୍କୁ ₹୭୦୦ କୋଟିରୁ ଅଧିକ DBT ଜରିଆରେ ସିଧାସଳଖ ସହାୟତା ରାଶି ହସ୍ତାନ୍ତର କରାଯାଇଛି।

30/10/2026

ପୂର୍ବ ସରକାରରେ ଧାନର MSPକୁ ନେଇ ଲୋକଙ୍କୁ ଧୋକା ଦେଇଥିଲେ । କିନ୍ତୁ କୃଷକଙ୍କ କଲ୍ୟାଣ ପାଇଁ ସଦା ସମର୍ପିତ ମୋଦୀ ସରକାର ।

Address

Bhubaneswar

Website

Alerts

Be the first to know and let us send you an email when State Mahila Morcha BJP Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share