Odisha Youth Congress

Odisha Youth Congress

Share

Official Page of Odisha Pradesh Youth Congress The Odisha Youth Congress
(ओड़िशा प्रदेश युवा कांग्रेस)
is the state wing of the Indian Youth Congress.

Odisha state committee comprises of 21 Loksabha committees and 147 Vidhansabha committees.

02/06/2026

ମୋଦି ସରକାରୀ କମ୍ପାନୀଗୁଡ଼ିକୁ ଦ୍ରୁତ ଗତିରେ ବିକ୍ରି କରୁଛନ୍ତି 👇

02/06/2026

Live : Mumbai में NEET-CBSE SCAM के खिलाफ IYC अध्यक्ष उदय भानु चिब जी के नेतृत्व में युवा आक्रोश मार्च

02/06/2026

ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା, ବର୍ଦ୍ଧିତ ବସ୍ ଭଡ଼ା ଆସନ୍ତା କାଲି ଠାରୁ ଲାଗୁ ହେବ...ଆଚ୍ଛେ ଦିନର ପେଡ଼ି ଖୋଲୁଛି 👇

02/06/2026

02/06/2026

FIRରେ ନା ନଥିଲା ତଥାପି ୭ ଦିନ ଧରି ଥାନା ହାଜତରେ ସୁଶାନ୍ତଙ୍କୁ ଥାର୍ଡ ଡିଗ୍ରି ଚାର୍ଜ ଦିଆଯାଇଥିଲା !

Photos from Odisha Youth Congress's post 02/06/2026

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଜଣେ ୩୨ ବର୍ଷର ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲେ ପୋଲିସ !
ନିଜ ବିଫଳତା ଲୁଚାଇବାକୁ ଦୁର୍ବଳ ଉପରେ ଏମିତି ଅତ୍ୟାଚାର ଆଦୌ ଗ୍ରହଣୀୟ ନୁହେଁ।

02/06/2026

ଉଚ୍ଚ ଶିକ୍ଷା ପାଇଁ ଯୁକ୍ତ ୨ରେ ୮୩% ମାର୍କ ରଖି ବାସନ ମାଜୁଛନ୍ତି ଛାତ୍ର !

02/06/2026

ପୋଲିସ ପ୍ରକୃତରେ 'ରକ୍ଷକ' ନା 'ଭକ୍ଷକ' ?

01/06/2026

ପ୍ରଧାନମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଏବଂ ଦେଶର ଗଣମାଧ୍ୟମ ଶାନ୍ତିରେ ଶୋଇଥିବାବେଳେ କୋଲହାପୁର ରାସ୍ତାରେ ଯୁବକମାନେ ହାତରେ ମଶାଲ ଧରି କୋଟି କୋଟି ଛାତ୍ରଛାତ୍ରୀଙ୍କ ଭଙ୍ଗା ସ୍ୱପ୍ନ ପାଇଁ ନ୍ୟାୟ ଦାବି କରୁଛନ୍ତି।ଗୋଟିଏ ହିଁ ସ୍ଲୋଗାନ ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅ । ଏହି ମଶାଲ ମୋର୍ଚ୍ଚାରେ IYC ସଭାପତି ଶ୍ରୀ ଉଦୟ ଭାନୁ ଛିବ ଏବଂ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଶ୍ରୀ ସତେଜ (ବଣ୍ଟି) ପାଟିଲ ମଧ୍ୟ ସାମିଲ ଅଛନ୍ତି। 🔥

01/06/2026

ଏହା ପୁରୀ ଜିଲ୍ଲା,କାକଟପୁର ଅଞ୍ଚଳର ଦୃଶ୍ୟ।
ଛୋଟ ପିଲାଟିକୁ ଖାଇବା ଜିନିଷ ଚୋରୀ ଅଭିଯୋଗରେ ଏମିତି ମାଡ ମାରିବା ବାସ୍ତବରେ ନିନ୍ଦନୀୟ ଅଟେ।

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Telephone

Address


Congress Bhawan
Bhubaneswar
751008