Aam Aadmi Party Odisha

Aam Aadmi Party Odisha

Share

Contact information, map and directions, contact form, opening hours, services, ratings, photos, videos and announcements from Aam Aadmi Party Odisha, Political Party, MIG A/19, BRIT COLONY, Bhubaneswar.

02/06/2026

ଓଡିଶାରେ ମଧ୍ୟ କେଜରିୱାଲ 💯
ଆମ୍ ଆଦ୍‌ମୀ ପାର୍ଟିର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ରୋଜଗାରର ଓଡିଶାରେ ଆବଶ୍ୟକ। ସେଥିପାଇଁ ଆପଣମାନଙ୍କ ସହଯୋଗ ଆବଶ୍ୟକ। ଯୋଡି ହୁଅନ୍ତୁ ଆମ୍ ଆଦ୍‌ମୀ ପାର୍ଟି 'କାମର ରାଜନୀତି' ସହିତ । ମିସ କଲ କରନ୍ତୁ - 9938710101 କିମ୍ବା Website କୁ ଯାଇ ଫର୍ମ ପୂରଣ କରନ୍ତୁ- https://aapodisha.org/
#ଓଡ଼ିଶାର_ଏକମାତ୍ର_ବିକଳ୍ପ_ଆପ୍

02/06/2026

#1 in education. 19,000 schools. One clear model: AAP government.
When schools become a priority, results follow. Punjab under the Mann government proves it

02/06/2026

ଦେଶକୁ ଅପାଠୁଆ ରାଜା ନୁହେଁ, ପାଠପଢୁଆ ପ୍ରଧାନମନ୍ତ୍ରୀ ଆବଶ୍ୟକ।

02/06/2026

ଫସିଗଲେ ମୋଦୀ ଜୀ!🤭

02/06/2026

ବିଜେପି ପ୍ରଶ୍ନପତ୍ର ଲିକ ଅଟକାଇ ପାରୁନି, କିନ୍ତୁ ପ୍ରଶ୍ନପତ୍ର ଲିକର ଚର୍ଚ୍ଚା ଅଟକାଇବା ପାଇଁ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗେଇ ଦେଉଛି।
ପ୍ରୟାଗରାଜରେ ଛାତ୍ରମାନଙ୍କ ଭବିଷ୍ୟତ ବିଷୟରେ AAP ସାଂସଦ Sanjay Singh କହୁଥିବା ବେଳେ, ତାଙ୍କ କାର୍ଯ୍ୟକ୍ରମକୁ ଅଟକାଇବା ପାଇଁ ଯୋଗୀ ଜୀ ପୋଲିସ ପଠେଇଦେଲେ ।

Photos from Aam Aadmi Party Odisha's post 02/06/2026

ପାନୀୟଜଳ ସଙ୍କଟ ପ୍ରସଙ୍ଗକୁ ନେଇ BDOଙ୍କୁ ଘେରିଲା ଆମ୍ ଆଦ୍‌ମୀ ପାର୍ଟି✊
ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ୍‌ ଅନ୍ତର୍ଗତ ଲୁହୁରାଚଟି ଗ୍ରାମର ମେହେରପଡା ଓ ଅତରପଡାରେ ପାନୀୟ ଜଳ ସଙ୍କଟ ଉଦ୍ଭଟ ରୂପ ନେଇଛି। ଦୁଇଟି ପଡାର ହ୍ୟାଣ୍ଡପମ୍ପ ଦୀର୍ଘଦିନ ଧରି ଖରାପ ଅବସ୍ଥାରେ ରହିଥିବାରୁ ସ୍ଥାନୀୟ ଲୋକମାନେ ପିଇବା ପାଣି ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି।
AAP ଭଟଲି ନିର୍ବାଚନ ମଣ୍ଡଳୀ ସଭାପତି ଶାହରୁଖ ଲୋଧିଆ ଅଧ୍ୟକ୍ଷତାରେ ଏକ ଟିମ ଏହି ସମସ୍ୟାକୁ ସୋହେଲା ବ୍ଲକ୍‌ର BDOଙ୍କୁ ଜଣାଇଥିଲେ ଏବଂ ତୁରନ୍ତ ଏହାର ପ୍ରତିକାର ପାଇଁ ଦାବି କରିଥିଲେ।
#ଓଡ଼ିଶାର_ଏକମାତ୍ର_ବିକଳ୍ପ_ଆପ୍

02/06/2026

AAP ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କର ଦେଶବାସୀଙ୍କୁ ପ୍ରଶ୍ନ:

ଆପଣ କଣ ସହମତ ଯେ ଭାରତକୁ ବର୍ତ୍ତମାନ ଜଣେ Educated Prime Ministerଙ୍କ ଆବଶ୍ୟକତା ଅଛି?

01/06/2026

ଆମ୍ ଆଦ୍‌ମୀ ପାର୍ଟି ସଦସ୍ୟତା ଅଭିଯାନ 🤝
୦୧ ଜୁନ ୨୦୨୬ ଠାରୁ ୧୦ ଜୁନ ୨୦୨୬
ସଦସ୍ୟତା ଗ୍ରହଣ କରିବାପାଇଁ ମିସ୍ କଲ କରନ୍ତୁ - 9938710101
କିମ୍ବା, https://aapodisha.org କୁ ଯାଇ ଫର୍ମ ପୂରଣ କରନ୍ତୁ ।

- ଆମ୍ ଆଦ୍‌ମୀ ପାର୍ଟି, ଓଡିଶା🧹

#ଓଡ଼ିଶାର_ଏକମାତ୍ର_ବିକଳ୍ପ_ଆପ୍

01/06/2026

Aam Aadmi Party Odisha Facebookରେ 2,50,000 ରୁ ଉର୍ଦ୍ଧ୍ୱ Followers ✨🎉
ଧନ୍ୟବାଦ ଓଡ଼ିଶାବାସୀ ଆପଣଙ୍କ ସହଯୋଗ ଏବଂ ଭଲ ପାଇବା ପାଇଁ। ଆପଣଙ୍କ ଆଶୀର୍ବାଦ ଆମ ଉପରେ ଏମିତି ଥାଉ, ଆମେ ସର୍ବଦା ଓଡିଶାର ସ୍ୱାର୍ଥ ପାଇଁ ସଂଘର୍ଷ କରୁଥିବୁ।
"ଆମ ଆଦମୀ ପାର୍ଟି, ସ୍ୱର ଓଡିଶାବାସୀଙ୍କର"
#ଓଡ଼ିଶାର_ଏକମାତ୍ର_ବିକଳ୍ପ_ଆପ୍

01/06/2026

ପଞ୍ଜାବରେ ମାନ୍ ସରକାର ଠିକା କର୍ମଚାରୀ ବ୍ୟବସ୍ଥା ବନ୍ଦ କଲେ।
ଓଡିଶାରେ ମଧ୍ୟ ଠିକା ପ୍ରଥା ବନ୍ଦ କରିବା ପାଇଁ ଆମ୍ ଆଦ୍‌ମୀ ପାର୍ଟି ସରକାର ନିହାତି ଜରୁରୀ । ଯୋଡି ହୁଅନ୍ତୁ ଆମ୍ ଆଦ୍‌ମୀ ପାର୍ଟି ସହିତ👇
📞ମିସ୍ କଲ କରନ୍ତୁ- 9938710101 ରେ କିମ୍ବା,
📝 https://aapodisha.org/ କୁ ଯାଇ ଫର୍ମ ପୂରଣ କରନ୍ତୁ ।

#ଓଡ଼ିଶାର_ଏକମାତ୍ର_ବିକଳ୍ପ_ଆପ୍

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Telephone

Address


MIG A/19, BRIT COLONY
Bhubaneswar
751012